ପାଣିରେ ଭାସୁଚି ପାଚିଲା ଧାନ
ଗଞ୍ଜାମ,୧୦।୧୨(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପାଣି ଜମି ଧାନ ସବୁ ନଷ୍ଟ ହୋଇଯାଇଛି । ଏ ନେଇ ଗଞ୍ଜାମ ଏନ୍ଏସି ଯୁବ ବିଜେଡି ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ…
ଅଧା ରହିଗଲା ବିପିନ ରାଓ୍ବତଙ୍କ ସ୍ବପ୍ନ, ପୂରଣ କରିବେ ଦାଦା
ଡେରାଡୁନ,୧୦ା୧୨: ସିଡିଏସ୍ ବିପିନ ରାଓ୍ବତ ତାଙ୍କ ଜନ୍ମସ୍ଥାନ ଅର୍ଥାତ୍ ଗାଁରେ ଏକ ଘର ତିଆରି କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଖାଲି ଏହା ବିପିନଙ୍କ ସ୍ବପ୍ନ ନୁହେଁ, ବରଂ ତାଙ୍କ ପିତା ଲେଫ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାଓ୍ବତଙ୍କ ମଧ୍ୟ ଏହି…
୨୪୬ ସାମ୍ପୁଲରେ ଓମିକ୍ରନ ନାହିଁ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲ୍ଏସ୍ ଆସିଥିବା ୨୪୬ ସାମ୍ପୁଲରେ ଓମିକ୍ରନ ଭାରିଏଣ୍ଟ ନାହିଁ। ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ସାମ୍ପୁଲଗୁଡିକ ପଠାଯାଇଥିଲା।…
ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ
ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି -୨୦ କ୍ରିକେଟ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ ବିରାଟ କୋହଲିଙ୍କ ସ୍ଥାନ…
ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା
ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲିନ ହେବାକୁ ଯାଉଛି । ବାୟୁସେନାର ଏକ ହେଲିକପ୍ଟର…
ଖାସ୍ ଅନ୍ଦାଜ୍ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର
ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଦୁର୍ଗରେ ଏହି ବିବାହ ଉତ୍ସବରେ କେବଳ ୧୫୦ ଅତିଥି…
ନିର୍ଦ୍ଧୁମ ଛେଚିଲା ପୋଲିସ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଝଡ଼ ଥମିବାର ନାଁ ଧରୁନି । ଗୋଟିଏ ପଟେ ୧୦ ଦିନ ହେଲାଣି ଗୃହ ସ୍ବାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର…
ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ରାୱତ, ତାଙ୍କ…
ବିପିନ ରାଓ୍ବତଙ୍କୁ ଦିଆଯିବ ୧୭ ତୋପ ସଲାମି
ନୂଆଦିଲ୍ଲୀ.୧୦।୧୨: ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କୁ ଆଜି ଅନ୍ତିମ ସଂସ୍କାର କରାଯିବ। ରାୱତଙ୍କୁ ୧୭ ତୋପ ସଲାମି ଦିଆଯିବ ଏବଂ ଶେଷ ରୀତିନୀତିରେ ୮୦୦ ସେନା କର୍ମଚାରୀ ଉପସ୍ଥିତ ରହିବେ।…
ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୩୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି
ଚଣ୍ଡିଗଡ଼,୧୦ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ଶୁକ୍ରବାର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏବେ ୧୧୭ ମଧ୍ୟରୁ କେବଳ ୩୦ ଜଣଙ୍କ ନାମ ଘୋଷଣା କରାଯାଇଛି ।…
ଠାକୁରମୁଣ୍ଡାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ
ଠାକୁରମୁଣ୍ଡା,୧୦।୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ୨୬ ଟିକିଆ ହାତୀପଲ ପଶି ଆସିଛନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛି। ସପ୍ତାହେ ହେଲାଣି ଏହି…
‘ମୋ ପିତା ଥିଲେ ମୋର ହିରୋ, ଏହା ହୁଏତ ଭାଗ୍ୟରେ ଥିଲା’: ପିତାଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲେ ବ୍ରିଗେଡିୟର ଏଲ୍ଏସ୍ ଲିଡ୍ଡରଙ୍କ ଝିଅ ଆଶନା
ନୂଆଦିଲ୍ଲୀ,୧୦ ।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣା ହୁଏତ ଦେଶବାସୀଙ୍କ ମନରୁ କେବେ ଲିଭିବ ନାହିଁ । କିନ୍ତୁ ଏଥିରେ ଯେଉଁମାନେ ଶହୀଦ ହୋଇଛନ୍ତି ତାଙ୍କର ଶୂନ୍ୟସ୍ଥାନକୁ ହୁଏତ ଆଉ ପୂରଣ କରାଯାଇ ନ ପାରେ ।…
Archives


