ଡାକ୍ତର ସୁମିତଙ୍କୁ ଖୋଜି ପାଉନାହାନ୍ତି ତପସ୍ବିନୀ
ଆସିକା,୧୦।୧୨(ଡି.ଏନ୍.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘରେ ସ୍ବାମୀଙ୍କ ସହ ରହିବାକୁ ଦାବି କରି ତପସ୍ବିନୀ ଦୀର୍ଘ ଦିନ ଧରି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ। ମାମଲା କୋର୍ଟରେ ପହଞ୍ଚି ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ଦାସ ଗତ ୩…
ପ୍ରଶଂସକଙ୍କୁ ଚ୍ୟାଲେଞ୍ଜ ଦେଲେ ଭଜି
ମୁମ୍ବାଇ,୧୦।୧୨: ଅନ୍ତିମ ଥର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ଆଇପିଏଲ୍ରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ ୨୨ ବର୍ଷ ତଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ହେଲା ଭଜିଙ୍କର ୧୯ ବର୍ଷରୁ କମ୍…
ତହସିଲ କାର୍ଯ୍ୟାଳୟରେ ହାତାହାତି
ବାସୁଦେବପୁର,୧୦।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସର ମୋ ସରକାର କକ୍ଷ ସାମ୍ନାରେ ଶୁକ୍ରବାର ଗଣ୍ଡଗୋଳ ଘଟିଛି। ୮ରୁ ୧୦ ଜଣ ତହସିଲ କର୍ମଚାରୀ ମିଳିତ ଭାବେ ବଛଦା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ମାଡ଼ ମାରିଥିବା…
ବିବାହ କରିବେକି କିମ୍
ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ । ବୁଲିବାକୁ ଭଲ ପାଉଥିବା କିମ୍ ଅନେକ ସମୟରେ ବିଭିନ୍ନ ସ୍ଥାନ…
ପୋଲିସ ଉପରେ ଖୋଲା ଗୁଳି ଚଳାଇଲେ ଆତଙ୍କବାଦୀ
ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲାରେ ଶୁକ୍ରବାର ପୋଲିସ କର୍ମୀଙ୍କ ଉପରେ ଖୋଲା ଗୁଳି ଚଳାଇଛନ୍ତି ଆତଙ୍କବାଦୀ। ଏଥିରେ ଦୁଇ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡ଼ିଛି। ବାନ୍ଦିପୋରାର ଗୁଲଶାନ ଛକଠାରେ ଏହି ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣା ପରେ…
ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍
ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟର ତୃତୀୟ ଦିନରେ ତଥା ଶୁକ୍ରବାର…
ଗୁଜରାଟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ଗାନ୍ଧିନଗର,୧୦ ।୧୨: ଗୁଜରାଟରେ ଆଉ ୨ ଓମିକଅନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ଜାମନଗରର ପୂର୍ବ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବେଳେ ସେମାନଙ୍କର ଏବେ ଟେ୍େଯ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଗୁଜରାଟରେ ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା…
ପାଣିରେ ଭାସୁଚି ପାଚିଲା ଧାନ
ଗଞ୍ଜାମ,୧୦।୧୨(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପାଣି ଜମି ଧାନ ସବୁ ନଷ୍ଟ ହୋଇଯାଇଛି । ଏ ନେଇ ଗଞ୍ଜାମ ଏନ୍ଏସି ଯୁବ ବିଜେଡି ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ…
ଅଧା ରହିଗଲା ବିପିନ ରାଓ୍ବତଙ୍କ ସ୍ବପ୍ନ, ପୂରଣ କରିବେ ଦାଦା
ଡେରାଡୁନ,୧୦ା୧୨: ସିଡିଏସ୍ ବିପିନ ରାଓ୍ବତ ତାଙ୍କ ଜନ୍ମସ୍ଥାନ ଅର୍ଥାତ୍ ଗାଁରେ ଏକ ଘର ତିଆରି କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଖାଲି ଏହା ବିପିନଙ୍କ ସ୍ବପ୍ନ ନୁହେଁ, ବରଂ ତାଙ୍କ ପିତା ଲେଫ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାଓ୍ବତଙ୍କ ମଧ୍ୟ ଏହି…
୨୪୬ ସାମ୍ପୁଲରେ ଓମିକ୍ରନ ନାହିଁ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲ୍ଏସ୍ ଆସିଥିବା ୨୪୬ ସାମ୍ପୁଲରେ ଓମିକ୍ରନ ଭାରିଏଣ୍ଟ ନାହିଁ। ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ସାମ୍ପୁଲଗୁଡିକ ପଠାଯାଇଥିଲା।…
ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ
ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି -୨୦ କ୍ରିକେଟ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ ବିରାଟ କୋହଲିଙ୍କ ସ୍ଥାନ…
ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା
ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲିନ ହେବାକୁ ଯାଉଛି । ବାୟୁସେନାର ଏକ ହେଲିକପ୍ଟର…
Archives


