ସୂର୍ଯ୍ୟ ବାହ୍ୟଭାଗକୁ ଛୁଇଁଲା ନାସା ସ୍ପେସ୍କ୍ରାଫ୍ଟ
ଓ୍ବାଶିଂଟନ୍, ୧୫ା୧୨: ଏ ପର୍ଯ୍ୟନ୍ତ ଅସମ୍ଭବ ବୋଲି ମନେ ହେଉଥିବା କାମକୁ ସମ୍ଭବ କରି ଦେଖାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ପାର୍କର ସୋଲାର ପ୍ରୋବ୍ ସ୍ପେସ୍କ୍ରାଫ୍ଟ ସୂର୍ଯ୍ୟର କୋରୋନା (ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟଭାଗ)କୁ ଛୁଇଁଥିବା ମଙ୍ଗଳବାର ନାସା…
ବିଶ୍ୱର ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ମୋଦି
ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁଗଭ ନାମକ କମ୍ପାନୀ ପକ୍ଷରୁ ୩୮ ଦେଶର ୪୨ ହଜାର ଉତରଦାତାଙ୍କ ପତିକ୍ରିୟାକୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ପ୍ରଧାନମନ୍ତ୍ରୀ…
ଆର୍ୟନଙ୍କ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା
ମୁମ୍ବାଇ, ୧୫।୧୨: ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଜାମିନ ସର୍ତ୍ତ ଅନୁଯାୟୀ ଆଉ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଫିସରେ ପ୍ରତି ଶୁକ୍ରବାର ହାଜିରା ଦେବାକୁ ପଡ଼ିବ ନାହିଁ। ଏହି କଟକଣାରୁ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି…
ଜେଲରେ ଥିବା ପୁଅ କଥା ପଚାରିବାରୁ ଗାଳିଦେଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ଜେଲରେ ଅଛନ୍ତି କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଜେଲରେ ଥିବା ପୁଅ ସମ୍ପର୍କରେ ପ୍ରଶ୍ନ କରିବାରୁ…
ଆରସିବିକୁ ପଛରେ ପକାଇଲା ଧୋନୀଙ୍କ ସିଏସ୍କେ
ନୂଆଦିଲ୍ଲୀ,୧୫।୧୨: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚଳିତ ବର୍ଷ ୟୁଏଇରେ ହାତେଇଥିଲା ଚତୁର୍ଥ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ଟ୍ରଫି। କେବଳ ଆଇପିଏଲର ୨୦୨୧ ସଂସ୍କରଣରେ ସିଏସ୍କେ ରାଜୁତି କରିଥିଲା ତାହା ନୁହେଁ, ଟୁଇଟରରେ ମଧ୍ୟ ଏହି…
ଚାଇନାରେ ରିଲିଜ ହେବ ‘ଛିଛୋରେ’
ନୂଆଦିଲ୍ଲୀ,୧୫।୧୨: ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ‘ଛିଛୋରେ’ ଚାଇନାରେ ରିଲିଜ ହେବ। ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭ ତାରିଖରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରେଡ୍ ଆନାଲିଷ୍ଟ ତରନ…
‘ଦିନିକିଆ ସିରିଜ୍ରେ ଖେଳିବି’
ମୁମ୍ବାଇ,୧୫।୧୨: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଖେଳିବା ନେଇ ବୁଧବାର ସ୍ପଷ୍ଟ କରିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। ଏଥିସହ ଦିନିକିଆ ସିରିଜ୍ ବେଳେ ସେ ବିଶ୍ରାମ ନେବେ ବୋଲି ଯେଉଁ ଅନିଶ୍ଚିତତା ଜାରି ରହିଥିଲା…
ବିବାହକୁ ନେଇ ଭିକିଙ୍କ ବଡ଼ ଖୁଲାସା: ଏମିତି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା
ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଭିକି କୌଶାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିଛନ୍ତି। ତେବେ ବିବାହକୁ ନେଇ ଏବେ ଭିକି ବଡ଼ ଖୁଲାସା କରିଛନ୍ତି । ଭିକିଙ୍କ…
‘ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ଜଣାଇଥିଲେ’
ମୁମ୍ବାଇ,୧୫।୧୨: ରୋହିତ ଶର୍ମାଙ୍କୁ ଟି୨୦ ଭଳି ଦିନିକିଆ ଦଳର ଅଧିନାୟକ ଭାର ଦିଆଯିବା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଦଳ ଘୋଷଣା କରାଯିବାର…
କେନାଲକୁ ଖସିଲା ବସ୍: ଚାଲିଗଲା ୯ ଜୀବନ
ହାଇଦ୍ରାବାଦ୍,୧୫।୧୨: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ବ୍ରିଜ୍ ଉପରୁ କେନାଲକୁ ଖସି ଯିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୨ ଜଣ ଆହତ ହୋଇଥିବା କୁହାଯାଉଛି। ତେଲେଙ୍ଗାନାର ଆସୱାରାପେଟରୁ…
ଗାଙ୍ଗୁଲିଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲେ କୋହଲି
ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ…
ଗଜପତି ସୀମାରେ ହାତୀପଲ
ପାରଳାଖେମୁଣ୍ଡି ,୧୫।୧୨(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ରେଞ୍ଜ ଅନ୍ତର୍ଗତ ମିନିଙ୍ଗା ବିଟ୍ ନିକଟ – ଆଳତି ଗ୍ରାମକୁ ୪ ଟିକିଆ ହାତୀ ପଲ ପଶି ଆସି ଥିବା ଦେଖିବାକୁ ମିଳିଛି। ଧାନ ଫସଲ ଖାଇବାକୁ ଜଙ୍ଗଲରୁ ହାତୀ ପଳାଇ ଆସୁଛନ୍ତି। ଆନ୍ଧ୍ର…
Archives


