ବୁଚାରେ ନରସଂହାର କରିଥିବା ଅଭିଯୁକ୍ତ ବ୍ରିଗେଡଙ୍କୁ ସମ୍ମାନୀତ କଲେ ପୁଟିନ

ରୁଷିଆ,୧୯ ।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୋମବାର ୟୁକ୍ରେନର ବୁଚା ସହରରେ କ୍ରୁରତା କରିଥିବା ଅଭିଯୁକ୍ତ ବ୍ରିଗେଡଙ୍କୁ ମାନଦ ଉପାଧିରେ ସମ୍ମାନୀତ କରିଛନ୍ତି । ନ୍ୟୁଜ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି । ସୂଚନାଯୋଗ୍ୟ, ୟୁକ୍ରେନର ଅଧିକାରୀମାନେ ରୁଷିଆ ସେନାଙ୍କ ଉପରେ କ୍ୱିଭ ବାହାରେ ବୁଚା ନରସଂହାର ଓ ଯୁଦ୍ଧ କରିଥିବା ଅପରାଧରେ ଅଭିଯୁକ୍ତ ବୋଲି କହିଥିଲେ । ହେଲେ ମସ୍କୋ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ।
ୟୁକ୍ରେନର ବୁଚା ସହରରେ ବହୁ ପରିମାଣରେ ମୃତ ଶରୀର ବିଭିନ୍ନ କବରରୁ ମିଳିବା ପରେ ସାରାବିଶ୍ୱ ଏହାକୁ ନେଇ ଆକ୍ରୋଶ ପ୍ରକାଶ କରିଥିଲା । କିଛି ଦେଶ ଏହାକୁ ନିନ୍ଦା କରିବା ସହ ଏହାର ଯାଞ୍ଚ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି...

ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ...

ଆମେରିକା ତାଗିଦ୍‌କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ

ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍‌କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି।...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

ଦକ୍ଷିଣ ଆଫ୍ରିକାରୁ ହଟିଲା ନାଇଟ୍ କର୍ଫ୍ୟୁ: ସର୍ବପ୍ରଥମେ ଏଠାରେ ଚିହ୍ନଟ ହୋଇଥିଲା ଓମିକ୍ରନ୍‌

କେପଟାଉନ,୩୧ ।୧୨: ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଓ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ନାଇଟ କର୍ଫ୍ୟୁକୁ...

ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା

ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ଇସଲାମାବାଦ,୫ ।୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବେଳକୁ ବେଳ ବଢିବାରେ ଲାଗିଛି । ରାଜନୈତିକ ଓ ସାମ୍ବିଧାନିକ ସଙ୍କଟ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା...

Advertisement
Archives

Model This Week