ସୁଇସାଇଡ୍ ନୋଟ୍ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା
ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ଗତ ସପ୍ତାହରେ ଚେନ୍ନାଇର ମାଙ୍ଗାଡୁସ୍ଥିତ ତାଙ୍କ ଘରେ ଥିବା କୋଠରୀରେ ତାଙ୍କ ମୃତ…
ଚିତ୍ତରଞ୍ଜନ ହତ୍ୟା ମମଲା: ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଲାଇଛି। ଏହି ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି। ରାଜ୍ୟ ଫରେନସିକ୍ ଲାବୋରେଟୋରୀରେ ୪ ଜଣଙ୍କର ଲାଏ ଡିଟେକ୍ସନ ଚାଲିଛି। । ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି…
ମା’ହେବେ କାଜଲ!
ମୁମ୍ବାଇ: ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ ମା’ ହେବା ଖବର କିଛିଦିନ ହେଲା ଚର୍ଚ୍ଚାରେ ରହୁଛି । ହେଲେ ଏହା କେତେ ସତ ତାହା ଏପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ କାଜଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ…
୫ ବର୍ଷ ଗର୍ଭଧାରଣ ପରେ ଛୁଆ ଦେଇଥାଏ ଏହି ମାଛ
ଦୁନିଆରେ ଅନେକ ରହସ୍ୟମୟ ଜୀବ ଅଛନ୍ତି। ଏଥିମଧ୍ୟରୁ ଏକ ମାଛ ରହିଛି, ଯାହାକୁ ଜୀବନ୍ତ ଜୀବାଶ୍ମ ମଧ୍ୟ କୁହାଯାଏ। ଏହି ମାଛର ନାମ ହେଉଛି ‘କୋଏଲାକାନ୍ଥ୍’। ଯାହା ଡାଇନୋସର ସମୟରୁ ପୃଥିବୀରେ ରହିଛି। କୁହାଯାଏ, ଏହି ମାଛର ବୟସ ୧୦୦ ବର୍ଷ…
ମା’ଙ୍କ ଗୋଟିଏ ଛୋଟ ଭୁଲ୍ ଯୋଗୁ, ପୁଅର ୩୦୦୦ କୋଟି ଟଙ୍କା କ୍ଷତି
ସାଧାରଣତଃ ମା’ବାପା ନିଜ ସନ୍ତାନର ସର୍ବଦା ଉନ୍ନତି ଚାହାନ୍ତି। ପୁଅ ହେଉ କିମ୍ବା ଝିଅ, ଉଚ୍ଚ ସୋପାନରେ ପହଞ୍ଚତ୍ଲେ ସେମାନେ ଖୁସି ହୁଅନ୍ତି। କିନ୍ତୁ ନିକଟରେ ଜଣେ ମା’ ଗୋଟିଏ ଛୋଟ ଭୁଲ୍ କରି ନିଜ ପୁଅର ୩୦୦୦ କୋଟି ଟଙ୍କା…
ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ କଲେ ଭିଡିଓ କଲ୍
ଡେରାଡୁନ,୨୦।୧୨: ଭାରତୀୟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ଏହା ପରେ ପନ୍ତ କହିଛନ୍ତି ଯେ, ତାଙ୍କ ରାଜ୍ୟରେ କ୍ରୀଡା ଏବଂ ସ୍ବାସ୍ଥ୍ୟକୁ…
ଡ୍ରେନ୍ରେ ପଶିଗଲା କାର୍
ଗଞ୍ଜାମ,୨୦ା୧୨(ଡି.ଏନ୍.ଏ.): ଗଞ୍ଜାମ ସହରର ମୁଖ୍ୟ ଡ୍ରେନ୍ରେ ସୋମବାର ଗୋଟିଏ କାର୍ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର୍ରେ ତିନି ମହିଳା ଓ ଜଣେ ଶିଶୁ ଥିଲେ l ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ…
ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍
ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଏକ ନିଆରା ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ଦୁନିଆର କୌଣସି…
ଓମିକ୍ରନକୁ ନେଇ ତତ୍ପର କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ସୋମବାର କ୍ୟାବିନେଟ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଓମିକ୍ରନର ବିପଦକୁ ମୁକାବିଲା କରିବା ପାଇଁ ଦିଲ୍ଲୀ…
ଗଣମାଧ୍ୟମ, ଫଟୋଗ୍ରାଫରଙ୍କୁ ଧନ୍ୟବାଦ ଜଣାଇଲେ ଅନୁଷ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟ ଅଭିନେତ୍ରୀମାନଙ୍କ ଅପେକ୍ଷା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅନୁଷ୍କା ସବୁବେଳେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ…
ଶଙ୍ଖ ଧରିଲେ କରମଚାନ୍ଦ ମହାନ୍ତି
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସୋନପୁର ଜିଲା ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସଙ୍କ ଉପସ୍ଥିତିରେ କରମଚାନ୍ଦ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ…
ଓମିକ୍ରନ ଉପରେ ତୀକ୍ଷ୍ନ ନଜର: ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ଉପରେ ଆମେ ତୀକ୍ଷ୍ନ ନଜର ରଖିଛୁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ ଓ ସଚେତନତା…
Archives


