ବଦଳିବ କି ଖରାଛୁଟି ନଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ ଖରାଛୁଟି ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ…
ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ୫ଦିନ ପରେ ଥାନାରେ ଅଭିଯୋଗ
ଝାରସୁଗୁଡ଼ା ଅଫିସ,୨୨ା୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁର ୫ଦିନ ପରେ ବାପା ବେଲାର୍ସନ ସାହୁ ଓ ବଡଭାଇ ବିରଞ୍ଚତ୍ ସାହୁ ଝାରସୁଗୁଡା ଟାଉନ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ବେଲାର୍ସନ ତାଙ୍କ ଅଭିଯୋଗରେ…
‘ଧରିତ୍ରୀ ଦିବସ’ରେ ଗୁଗଲ୍ର ସ୍ବତନ୍ତ୍ର ଡୁଡଲ୍
ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ ସ୍ବତନ୍ତ୍ର ଡୁଡଲ ତିଆରି କରି ପୃଥିବୀ କିପରି ବଦଳୁଛି ତାହା ବାର୍ତ୍ତା ଦେଇଛି। ଡୁଡଲରେ…
ଜାଣନ୍ତୁ ସପ୍ତାହରେ କେତେ ଆୟ କରିଛି‘କେଜିଏଫ୍-୨’
ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍-୨’ ଏପ୍ରିଲ ୧୪ରେ ରିଲିଜ୍ ହେବା ପରଠୁ ଦେଶରେ କୋଣ ଅନୁକୋଣରେ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ସିନେମା ହଲ୍ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ଫିଲ୍ମଟି ଭଲ ବକ୍ସ ଅଫିସରେ ଭଲ ଆୟ…
ଆଜମଙ୍କୁ ଜେଲରେ ଭେଟିଲେ ଶିବପାଲ
ଲକ୍ଷ୍ନୌ,୨୨।୪: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ବିଧାୟକ ଆଜମ ଖାନଙ୍କୁ ଭେଟିବାକୁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସଭାପତି ଶିବପାଲ ଯାଦବ ଶୁକ୍ରବାର ଜେଲରେ ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି ଉପରେ ଉଭୟ ନେତାଙ୍କ ଅସନ୍ତୋଷର ଖବର ରହିଛି। ଏହି ସମୟରେ,…
ବିନା ଫିଟ୍ନେସ୍ରେ ଗଡୁଛି ସ୍କୁଲ ବସ୍: କଟିଲା ଚାଲାଣ
ଦେବଗଡ଼ ୨୨।୪ (ଡିଏନ.ଏ): ପରିବହନ କମିଶନର ସ୍କୁଲ ବସ୍ଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସହରରେ ଚଳାଚଳ କରୁଥିବା ସ୍କୁଲ ବସ୍ଗୁଡିକୁ ଯାଞ୍ଚ କରି ୭୪ ହଜାର ଟଙ୍କା ଫାଇନ କଟାଯାଇଛି…
ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍ଘାଟନ କଲେ ଡାକଘର
ମାଲକାନଗିରି,୨୨ା୪(ଡି.ଏନ୍.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର…
ରାଗିଗଲେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ, ପ୍ରଶଂସକ ହେଲେ ରକ୍ତମୁଖା
ଫ୍ଲୋରିଡା,୨୨।୪:ବକ୍ସିଂ ଦୁନିଆରେ ମାଇକ ଟାଇସନ ଏକ ବଡ ନାମ। ତାଙ୍କ କ୍ୟାରିୟରରେ ଏହି ସେ ବଡ଼ ବଡ଼ ବକ୍ସରଙ୍କୁ ପାଣି ପିଆଇ ଦେଇଛନ୍ତି। କିନ୍ତୁ ବକ୍ସିଂ ରିଙ୍ଗ ବାହାରେ ମାଇକ ବେଶ୍ ସାଧାରଣ ଜଣାପଡନ୍ତି। କିନ୍ତୁ ନିକଟରେ ମାଇକ ଟାଇସନଙ୍କ ଏକ…
୨୮ରୁ ଆରମ୍ଭ ଯୁକ୍ତଦୁଇ ପରୀକ୍ଷା, ଆଜିଠୁ ହବ୍କୁ ପଠାଗଲା ପ୍ରଶ୍ନପତ୍ର
ଭୁବନେଶ୍ୱର,୨୨।୪(ବ୍ୟୁରୋ): ଯୁକ୍ତଦୁଇ ପରୀକ୍ଷା ଆସନ୍ତା ୨୮ରୁ ଅଫଲାଇନରେ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ହବ୍କୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୨୦୧ ହବ୍କୁ ଆଗାମୀ ୪ ଦିନ ଭିତରେ ସମସ୍ତ ପ୍ରଶ୍ନପତ୍ର ପହଞ୍ଚିବ । କଡା ସୁରକ୍ଷା ଭିତରେ…
ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୪: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି। ବୋରିସ ଜନସନଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସେ…
‘ମୋ ଜୀବନରେ ଭଗବାନ ଭଳି ଆସିଥିଲେ ରାଇନା’
ମୁମ୍ବାଇ,୨୨।୪: ୧୯ ବର୍ଷରୁ କମ୍ ୨୦୨୦ ବିଶ୍ୱକପ୍ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ କାର୍ତ୍ତିକ ତ୍ୟାଗି ପଛକୁ ଫେରି ଚାହିଁ ନାହାନ୍ତି। ସେହି ବର୍ଷ ଆଇପିଏଲ୍ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ଆଇପିଏଲର ପ୍ରଥମ ସିଜନରେ ସେ…
ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ
ଭୁବନେଶ୍ୱର,୨୨।୪: ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ସ୍ପେଶାଲ ଟ୍ରେନ୍କୁ ଅପରାହ୍ନ ୪ଟାରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଜୟପୁର ଏବଂ ମାଲକାନଗିରି ମଧ୍ୟରେ ପ୍ରସ୍ତାବିତ ନୂତନ…

