ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ ଉପରେ ଆଧାରିତ ଏହି ଫିଲ୍ମରେ ରଣଭୀର କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।…
ଉପରାଷ୍ଟ୍ରପତିଙ୍କ ନାତୁଣୀ ବିବାହ ଭୋଜିରେ ନିଲମ୍ବିତ ଏମ୍ପି
ନୂଆଦିଲ୍ଲୀ,୨୧।୧୨: ରାଜ୍ୟ ସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ଜଣ ଏମ୍ପି ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସରକାରୀ ବାସ ଭବନରେ ଆୟୋଜିତ ଏକ ଭୋଜିରେ ନଜର ଆସିଥିଲେ। ନାଇଡୁଙ୍କ ନାତୁଣୀଙ୍କ ବିବାହ ଉତ୍ସବ ପାଇଁ ଏହି ଭୋଜି ଅନୁଷ୍ଠିତ…
ରାଜ୍ୟରେ ୪ ଡିଗ୍ରୀକୁ ଖସିଲା ପାରଦ
ଭୁବନେଶ୍ୱର(ବ୍ୟୁରୋ)/ଦାରିଙ୍ଗବାଡ଼ି (ଡି.ଏନ୍.ଏ.)/ଟେନ୍ସା(ଡି.ଏନ୍.ଏ.)୨୧।୧୨: ସମଗ୍ର ରାଜ୍ୟକୁ ହାଡ଼ଭଙ୍ଗା ଶୀତ କବଳିତ କରିଛି। କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା। ସଞ୍ଜ ନଇଁବା ମାତ୍ରେ ମାଡ଼ିଆସୁଛି ହାଡ଼ଭଙ୍ଗା ଶୀତ। ଦେହ ହାତ କୋଲା ମାରିଯାଉଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି…
‘୮ ମିନିଟ୍ରେ ୨ କିଲୋମିଟର୍ ଦୌଡି ନ ପାରିଲେ କଟିବ ଦରମା’
କଲମ୍ବୋ,୨୧।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସ ଉପରେ ଜୋର ଦେଇଛି। ଏଥିପାଇଁ ଆସନ୍ତା ବର୍ଷ ଠାରୁ ଦଳର ଖେଳାଳିଙ୍କ ପାଇଁ ଚୟନ ମାନଦଣ୍ଡ ଅଧିକ କଠୋର ହେବ। ଶ୍ରୀଲଙ୍କା ବୋର୍ଡ ଏହାର ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ଗାଇଡଲାଇନ ଅନୁଯାୟୀ,…
୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ
ଲାଗୋସ୍, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି କରି ହତ୍ୟା କଲେଣି। କେବଳ ରବିବାର ୩୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଶୁକ୍ରବାର ୯…
ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍ ମାମଲା
ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍ଡାଉନ୍ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍ ମାମଲା ୩୭,୧୦୧ରେ ପହଞ୍ଚତ୍ଛି। ରବିବାର…
ଜମ୍ମୁ-କଶ୍ମୀରରେ ବଢ଼ିବ ବିଧାନସଭା ଆସନ
ନୂଆଦିଲ୍ଲୀ, ୨୧।୧୨(ପି.ଟି.): ଜମ୍ମୁ-କଶ୍ମୀର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ଅଞ୍ଚଳ ପାଇଁ ଅତିରିକ୍ତ ୬ ଏବଂ କଶ୍ମୀର ପାଇଁ ଗୋଟିଏ ନିର୍ବାଚନ ମଣ୍ଡଳୀ ଗଠନ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୬ଟି ଆସନ…
କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା
କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଟିଏମସି ୬୯ଟି ଆସନରେ ଆଗୁଆ ରହିଛି। ଚାରିଟି ଆସନରେ ଭାଜପା ଅଗ୍ରଣୀ ଥିବାବେଳେ…
ଖ୍ରୀଷ୍ଟମାସ ପାଳନ ନ କରିବାକୁ ଡବ୍ଲୁଏଚଓର ପରାମର୍ଶ
ଜେନେଭା,୨୧ ।୧୨: ପାଖେଇ ଆସୁଛି ଖ୍ରୀଷ୍ଟମାସ ସହ ନୂଆବର୍ଷ । ବିଶ୍ୱବାସି ଏହି ପର୍ବକୁ ପାଳନ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଗତବର୍ଷ କରୋନା ମହାମାରୀ ପାଇଁ ଏହା ପାଳନ ହୋଇ ନ ଥିବା ବେଳେ ଏବର୍ଷ…
କ୍ରିକେଟ୍ର ‘ଡନ୍’ କିଏ ଜାଣନ୍ତି
କ୍ରିକେଟରେ ସାର୍ ଡନ ବ୍ରାଡମ୍ୟାନଙ୍କ ନାଁ ଆଜି ବି ସର୍ବଶ୍ରେଷ୍ଠ। ତାଙ୍କୁ କ୍ରିକେଟର୍ ‘ଡନ୍’ କୁହାଯାଏ। ତାଙ୍କ ପରି ଏକ ରନ ମେସିନ କ୍ରିକେଟରେ ଆସିବା କଷ୍ଟକର। ଟେଷ୍ଟରେ ହାରାହାରି ୯୯.୯୪ରେ ରନ୍ ସ୍କୋର କରିବା ଏହାର ପ୍ରମାଣ। ବ୍ରାଡମ୍ୟାନ ବ୍ୟାଟ…
ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ କାହିଁକି କହିଛନ୍ତି ଚାଣକ୍ୟ ଜାଣନ୍ତୁ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ କହିଛନ୍ତି,…
ମାତ୍ର ୧୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ତମନ୍ନା
ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ।…
Archives


