ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା
ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି।…
ବଡ଼ଦିନ ଯାଏ ପ୍ରବଳ ଶୀତ: ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓଡ଼ିଶା ପ୍ରବଳ ଶୀତରେ ଥରୁଛି। ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ବଡ଼ ଦିନ ଯାଏ ଶୀତ ରହିବ। ସୋମବାର ରାତିରେ ଦାରିଙ୍ଗବାଡ଼ିକୁ ରାଜ୍ୟର ସବୁଠାରୁ ଥଣ୍ଡା…
ଝିଅଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷ ବୃଦ୍ଧି ବିଲ୍ ଲୋକ ସଭାରେ ଆଗତ
ନୂଆଦିଲ୍ଲୀ,୨୧।୧୨:ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ କେନ୍ଦ୍ରର ମୋଦି ସରକାର ଅବଶିଷ୍ଟ ବିଲ୍କୁ ଯଥାଶୀଘ୍ର ପାସ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି…
ପିଟିପିଟି ଯୁବକଙ୍କ ଜୀବନ ନେଇଗଲେ
ରାଉରକେଲା ଅଫିସ,୨୧।୧୨: ସୁନ୍ଦରଗଡ଼ ଜିଲା ରାଉରକେଲା ପ୍ଲାଣ୍ଟ ସାଇଡ୍ ଥାନା ଅନ୍ତର୍ଗତ ନୟାବଜାର ସେକ୍ଟର ୨୧ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ରିପହରରେ ଜଣେ ଯୁବକଙ୍କୁ ଆକ୍ରମଣ କରି କିଛି ଦୁର୍ବତ୍ତ ଫେରାର ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ…
‘ଓମିକ୍ରନ’ ନେଇ ବଢ଼ିଲା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର
ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ମଙ୍ଗଳବାର ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଏନେଇ ପ୍ରସ୍ତୁତି ସମ୍ପର୍କରେ ସରକାର ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। କିଛି ସମୟ ମଧ୍ୟରେ ଲୋକସେବା ଭବନରେ ଏହି ବୈଠକ ଆରମ୍ଭ…
ଏମ୍ପି ଦାନିଶ ଅଲିଙ୍କୁ କରୋନା: ଗୋଟିଏ ଦିନ ପୂର୍ବରୁ ଗୃହରେ ଥିଲେ ଉପସ୍ଥିତ
ନୂଆଦିଲ୍ଲୀ,୨୧।୧୨:ବହୁଜନ ସମାଜ ପାର୍ଟି ଏମ୍ପି ଦାନିଶ ଅଲି କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଟିକାକରଣର ଉଭୟ ଡୋଜ ପାଇବା ସତ୍ତ୍ୱେ ମୁଁ କରୋନା ପଜିଟିଭ୍ ଗତକାଲି (ସୋମବାର) ମୁଁ ସଂସଦର ପ୍ରକ୍ରିୟାରେ…
ଶିଶୁଙ୍କ ହସ୍ତ ପଦ ମୁଖ ବ୍ୟାଧି
ବର୍ତ୍ତମାନ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଏକ ପ୍ରକାରର ରୋଗ ଚିନ୍ତା ବଢ଼ାଉଛି; ଯାହାକି ହାଡ଼ ଫୁଟି ବା ଚିକେନ୍ ପକ୍ସ ଭଳି ଦେଖା ଯାଉଥିଲେ ମଧ୍ୟ ଏହାର ଲକ୍ଷଣ ଭିନ୍ନ। ଏହାକୁ…
ଦାରିଙ୍ଗବାଡ଼ିରେ ତାପମାତ୍ରା ୩.୫ ଡିଗ୍ରୀ: ଥରୁଛନ୍ତି ଲେକେ
ଦାରିଙ୍ଗବାଡ଼ି,୨୧।୧୨(ଡି.ଏନ୍.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଅବ୍ୟାହତ ରହିବା ସହ ଶୀତ ଲହରୀ ଜାରି ରହିଛିା ମଙ୍ଗଳବାର ସକାଳ ସୁଦ୍ଧା ପାରଦ ତଳମୁହଁା ହୋଇ ୩.୫ ଡିଗ୍ରୀରେ ପହଞ୍ଚିଛି। ଯାହାକି ସୋମବାର ୪ ଡିଗ୍ରୀ ରହିଥିବା ବେଳେ…
ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାଙ୍କ ଏମିତି କାଣ୍ଡ: ସମସ୍ତଙ୍କ ଉଡିଲା ହୋଶ୍
ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମାତାପିତା ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଅତିଥିମାନେ ପହଞ୍ଚିଥିଲେ, ଘର ସଜାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କନ୍ୟା ଏପରି କାମ କରିଥିଲେ ଯେ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ…
ବାଜି ମାରିନେଲେ ଦିଦି
କୋଲକତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏକ ବିଜୟ ଆଡକୁ ଗତି କରୁଛି। ୧୪୪ଟି ସିଟ ମଧ୍ୟରୁ ଟିଏମସି ୫୪ଟି ଜିତିଛି ଏବଂ ୭୮ରେ ଆଗୁଆ ରହିଛି। ଏଠାରେ ଭୋଟ ଗଣତି ମଧ୍ୟରେ…
୨ ଓମିକ୍ରନ ଆକ୍ରାନ୍ତ ସଂସ୍ପର୍ଶରେ ୨୧ ଜଣ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢିଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ତେବେ ୨୧ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…
ଡାଇବେଟିସ୍ କମାଇବ ଜୁସ୍
ବର୍ତ୍ତମାନ ଅଧିକାଂଶ ମହିଳାଙ୍କଠାରେ ଡାଇବେଟିସ୍ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିପାଇଁ ସେମାନଙ୍କୁ ପ୍ରତିଦିନ ମେଡିସିନ୍ ମଧ୍ୟ ଖାଇବାକୁ ପଡ଼ୁଛି। ହେଲେ, ଖାଦ୍ୟ ତାଲିକାରେ ଚିନି ଏବଂ ଅନ୍ୟାନ୍ୟ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟର ପରିମାଣ କମାଇବା ସହ କେତେକ ଜୁସ୍କୁ ସାମିଲ୍ କଲେ ଡାଇବେଟିସ୍…
Archives


