Home Left

କୁକୁରକୁ ଏମିତି ଡ଼ରାଉଛି ବିଲେଇ , ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମାଲେସିୟାରେ ପ୍ରଳୟଙ୍କରୀ ବନ୍ୟା, ବାସହରା ହେଲେ ୨୨ ହଜାରରୁ ଊର୍ଦ୍ଧ୍ୱ

କୁଆଲା ଲମପୁର,୨୦ ।୧୨: ମାଲେସିୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିଛି । ଆଉ ଏହି ବନ୍ୟାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିବା ସହ ୨୨ ହଜାରରୁ ଅଧିକ ଲୋକ ବାସହରା ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ହୋଇଥିବା…

ବସୁଧୈବ କୁଟୁମ୍ବକମ୍‌ ଆଣେ ଏକତା

ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ହେବା ସହିତ ଲୋକଙ୍କ ମଧ୍ୟରେ ଭାତୃତ୍ୱ ବନ୍ଧନ ସୁଦୃଢ଼ ହୋଇ ଏକତା ଭାବ ବୃଦ୍ଧି ପାଇଥାଏ। ଗରିବ ଲୋକମାନଙ୍କର ବିଶ୍ୱସ୍ତରୀୟ…

ଛିଙ୍କୁ ଛିଙ୍କୁ ଚେୟାରରୁ ଗଳିପଡିଲେ ଏହି କ୍ରିକେଟର୍‌, ସାଥୀ ଖେଳାଳି ଭୟଭୀତ: ଦେଖନ୍ତୁ ଭିଡିଓ

ଆଡିଲେଡ୍‌,୨୦।୧୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଆଶେସ ସିରିଜ ୨୦୨୦-୨୧ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୦୦ରୁ ଅଧିକ ରନର ଅଗ୍ରଣୀ ହାସଲ କରିଛି। ଆଡିଲେଡର ଓଭାଲରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିନରାତି ଖେଳାଯାଉଛି । ମ୍ୟାଚର…

ଏହି ଫିଲ୍ମରେ ଥିଲା ବଲିଉଡ୍‌ର ପ୍ରଥମ ଚୁମ୍ବନ ଦୃଶ୍ୟ

ହିନ୍ଦୀ ସିନେମା ଇତିହାସ ବେଶ୍‌ ସମୃଦ୍ଧଶାଳୀ। ଆଜିର ସମୟରେ, ବଲିଉଡରେ ଅନ୍ତରଙ୍ଗ ଦୃଶ୍ୟ ରହିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ହିରୋ ଏବଂ ହିରୋଇନଙ୍କ ମଧ୍ୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଭାବିଚିନ୍ତି ଶୁଟିଂ କରାଯାଉଥିଲା।…

ଥଣ୍ଡା ବଢିବାରୁ ଠାକୁରଙ୍କୁ ପିନ୍ଧାଇ ଦିଆଗଲା ସ୍ୱେଟର

ବାରାଣସୀ,୨୦ ।୧୨: ସାରା ଦେଶରେ ଶୀତ ଲହରି ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଭାରତରେ ପାରଦ ତଳକୁ ଖସୁଥିବା ବେଳେ ଏପଟେ ରାଜସ୍ଥାନରେ ମାଇନସ୍ ଡିଗ୍ରୀ…

କମେଡିଆନ ଫାରୁକିଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ମୁମ୍ବାଇ,୧୯।୧୨: ବିବାଦରେ ଘେରି ହୋଇଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ଶନିବାର ମୁମ୍ବାଇରେ ଏକ ଶୋରେ ପରର୍ଫମ କରିଛନ୍ତି। ଏହି ଇଭେଣ୍ଟର ଆୟୋଜନ କରିଥିଲା ଏଆଇପିସି, ଯାହାକି କଂଗ୍ରେସର ଅଂଶ। ବାରମ୍ବାର ଶୋ ବାତିଲ ହେବାରୁ ଗତ ମାସରେ ଭାଙ୍ଗି ପଡ଼ିଥିଲେ…

ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ…

ବେରୋଜଗାର, ମଦ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୧୯।୧୨: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଦ, ଖଣି ଓ ରାଜ୍ୟରେ ନିଯୁକ୍ତି ଉପରେ ବିତର୍କ ଲାଗି ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର ଜାତୀୟ କନଭେନର ଅରବିନ୍ଦ କେଜ୍ରିଓ୍ବାଲ। ବିତର୍କ ଲାଗି ତାରିଖ,…

ମୋବାଇଲ ଗେମ୍‌ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା

ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଦେହୁଡ଼ି…

୫ ବର୍ଷ ପରେ ଗିରଫ ହେଲେ ବଳାତ୍କାରୀ ବାବା

ଚେନ୍ନାଇ,୧୯।୧୨: ଜଣେ ମହିଳା ଭକ୍ତଙ୍କୁ ବଳତ୍କାର କରିବା ଅଭିଯୋଗରେ ଆତ୍ମଘୋଷିତ ଗଡ୍‌ମ୍ୟାନ ସାଥିୟା ନାରାୟଣନନ ଗିରଫ ହୋଇଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ତ୍ରୀ ପୁଷ୍ପଲତା ସହାୟତା କରୁଥିଲେ। ଏଥିସହ ଗଡ୍‌ମ୍ୟାନ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ସଂଗ୍ରହ କରି କାହାକୁ ଅଭିଯୋଗ କଲେ…

ଐତିହାସିକ ରୌପ୍ୟ ସହ ଫେରିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଷ୍ଟାର ପୁରୁଷ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ସ୍ପେନର ହୁଏଲଭାଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାତେଇ ନେଇଛନ୍ତି ସିଙ୍ଗାପୁରର ଲୋ କେନ ୟେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri