Home Left

ଶିବା ହତ୍ୟାକାଣ୍ଡ ମାମଲା; ରହସ୍ୟ ଉପରୁ ହଟିଲା ପରଦା, ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଅତାବିରା, ୨୦।୧୦ (ଯୁଧିଷ୍ଠିର ମହାପାତ୍ର ): ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଅତାବିରା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି । ମୃତକ ହେଲେ ଅତାବିରା ବସ୍ତିର ଶିବା ବିଶ୍ୱାଳ। ଏହି ଘଟଣାରେ ଅତାବିରା ପୋଲିସ ଦୁଇ…

କେବଳ ଚୟନ ନୁହେଁ, ଝଗଡ଼ା ସମାଧାନ କରିବେ ପ୍ରଜ୍ଞାନ ଓଝା: ଜାଣନ୍ତୁ ତାଙ୍କ ମୁଖ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୦।୧୦: ପ୍ରଜ୍ଞାନ ଓଝାଙ୍କୁ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ମିଳଛି। ତେବେ ତାଙ୍କ କାର୍ଯ୍ୟ କେବଳ ଦଳ ଚୟନରେ ସୀମିତ ରହିବ ନାହିଁ, ବରଂ ଦଳ ଭିତରେ ଥିବା ମତଭେଦ ଦୂର କରିବା ମଧ୍ୟ ତାଙ୍କ ପାଇଁ…

ପଡ଼ୋଶୀ ବିବାଦରୁ ରକ୍ତପାତ! ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା, ୪ ଅଟକ

ଦିଗପହଣ୍ଡି,୨୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ଢ଼ିମିରା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଛି । ସାହିର ସୁଦର୍ଶନ ବେହେରା(୩୨) ନାମକ ଜଣେ…

ଯାତ୍ରା ଦେଖି ଫେରିବା ବେଳେ ପୋଲ ତଳକୁ ଖସିଗଲା ବାଇକ୍, କକା-ପୁତୁରାଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ନିକଟରେ ଥିବା ଏକ ପୋଲ ତଳକୁ ଖସିଗଲା ବାଇକ୍ । ଏହି ଦୁର୍ଘଟଣାକେ ୨ କକା, ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତ ୨ ହେଲେ ପଳାସ ଗ୍ରାମର ନରେଶ…

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା; ଏଭଳି ବୟାନ ଦେଲା ରାପିଡୋ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଟିମ୍‌ ସହ ଜଡ଼ିତ ଗୁଳିମାଡ଼ ଘଟଣାକୁ ନେଇ ରାପିଡୋ ପକ୍ଷରୁ ଆଧିକାରିକ ବିବୃତ୍ତି ଜାରି କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଯେଉଁ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି, ସେ ଅକ୍ଟୋବର ୧୪…

ଏହି ଖେଳାଳିଙ୍କ ପଛରେ ଅଛନ୍ତି ଚିନ୍ମୟ ସୁତାର, ଯିଏ ୫୦୧ ରନ ସଂଗ୍ରହ କରି କରିଛନ୍ତି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୦।୧୦: ଭାରତର ଚିନ୍ମୟ ସୁତାର ରଣଜୀ ଟ୍ରଫିରେ ୪୦୦ ରନ ସଂଗ୍ରହ କରି ଇତିହାସ ସୃଷ୍ଟି କରିଛନ୍ତି। ସୋମବାର ସେ ମିଜୋରାମ ପାଇଁ ୪୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। ଫାଷ୍ଟ-କ୍ଲାସ କ୍ରିକେଟ ଇତିହାସରେ କୌଣସି ଭାରତୀୟ ବ୍ୟାଟର ୪୦୦…

ଦଶହରାରେ ସୃଷ୍ଟି ହେବ ବିରଳ ରାଜଯୋଗ, ଏହି ରାଶିକୁ ମିଳିବ ବଡ଼ ସଫଳତା

ଆଜି ପବିତ୍ର ଦଶହରା । ଜ୍ୟୋତିଷୀୟ ଗଣନା ଅନୁସାରେ, ବୃଷ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିପାରେ । ମୀନ ରାଶିର ଲୋକଙ୍କ କ୍ୟାରିୟରରେ ବଡ଼ ସଫଳତାର ସମ୍ଭାବନା ରହିଛି । ମକର ରାଶିର ଆୟ ବୃଦ୍ଧି ହୋଇପାରେ, ତୁଳା ରାଶିର…

ମା’ ସମଲେଶ୍ଵରୀଙ୍କ ଅନ୍ନପୂର୍ଣ୍ଣା ବେଶ, ସକାଳୁ ସକାଳୁ ଭକ୍ତଙ୍କ ଭିଡ

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ ପୂଜାର୍ଚ୍ଚନା ଚାଲିଥିବାବେଳେ ଅପରାହ୍ନ ୨ଟା ୨ମିନିଟରେ ଚଣ୍ଡିହୋମ ଆରମ୍ଭ ହେବ । ଅପରାହ୍ନ…

ଇତିହାସ ରଚିବା ପରେ ପ୍ରଥମେ କାହାକୁ ଫୋନ କରିଥିଲେ ଚିନ୍ମୟ? ଏବେ ଭାଇରାଲ ହେଉଛି ରିଆକ୍ସନ

ନୂଆଦିଲ୍ଲୀ,୨୦।୧୦: ୨୦୨୬-୨୭ ରଣଜୀ ଟ୍ରଫିର ‘ପ୍ଲେଟ ଗ୍ରୁପ’ରେ, ମିଜୋରାମର ବ୍ୟାଟର ଚିନ୍ମୟ ସୁତାର ସୋମବାର (ଅକ୍ଟୋବର ୧୯) ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଛନ୍ତି। ରଣଜୀ ଟ୍ରଫି ଇତିହାସରେ ୪୦୦ ରନ ସଂଗ୍ରହ କରିବାରେ ସେ…

ୟୁସୁଫ ପଠାନଙ୍କୁ ସରକାରଙ୍କ ବଡ଼ ଉପହାର! TMC ଛାଡ଼ିବା ମାତ୍ରେ ମିଳିଲା….

ନୂଆଦିଲ୍ଲୀ,୨୦।୧୦: ପୂର୍ବତନ ଭାରତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗର ବହରମପୁର ଲୋକସଭା ଆସନର ଏମପି ୟୁସୁଫ ପଠାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୁଜରାଟ ସରକାର ବଡ଼ୋଦରାରେ ଥିବା ୯୭୮ ବର୍ଗମିଟରର ଏକ ବିବାଦୀୟ ଜମିକୁ ୟୁସୁଫ ପଠାନଙ୍କୁ…

ଫ୍ରାନ୍ସ ଦଙ୍ଗା: ୨,୪୦୦ରୁ ଅଧିକ ଗିରଫ; କର୍ଫ୍ୟୁ ଜାରି କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ!

ପ୍ୟାରିସ,୨୦।୧୦: ସୋମବାର (୧୯ ଅକ୍ଟୋବର, ୨୦୨୬) , ଫରାସୀ ଅଧିକାରୀ ସେବାଷ୍ଟିନ ଲେକୋର୍ନୁ ଦଙ୍ଗା ଏବଂ ଲୁଟପାଟ ଦ୍ୱାରା ପ୍ରଭାବିତ ଦେଶର କିଛି ଅଞ୍ଚଳରେ ଆଂଶିକ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସୋମବାର ସାରୁ କିଛି ନିର୍ଦ୍ଦିଷ୍ଟ ସହରରେ…

ଖୋଲିଲା ବଡ଼ ଗୁମର, କୋହଲି-ଗମ୍ଭୀରଙ୍କ ଭିତରେ ଏଭଳି କାମ କଲେ ପ୍ରଜ୍ଞାନ ଓଝା, BCCI ଦେଇଥିଲା ଗୁରୁଦାୟିତ୍ୱ!

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ୍‌ରେ ଚୟନ କମିଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଜିତ ଅଗରକରଙ୍କ ପରେ ପ୍ରଜ୍ଞାନ ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଦିଆଯାଇଥିବା ରିପୋର୍ଟରେ ଦାବି କରାଯାଇଛି । ଏହା ସହିତ ପୂର୍ବତନ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?