Home Left

ଦୀପାବଳିରେ ଫ୍ରିରେ ମିଳିବ LPG ସିଲିଣ୍ଡର; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏମିତି କରନ୍ତୁ ଆବେଦନ…

ଦୀପାବଳିରେ ଫ୍ରିରେ ମିଳିବ LPG ସିଲିଣ୍ଡର; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏମିତି କରନ୍ତୁ ଆବେଦନ… ନୂଆଦିଲ୍ଲୀ,୨୦।୧୦: ମହଙ୍ଗା ସମୟରେ ପାର୍ୱଣ ଋତୁରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା…

ଗୁରୁ-କେତୁଙ୍କ ମହାସଂଯୋଗ: ଏହି ୪ଟି ରାଶିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ, ମିଳିବ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶିରେ କେତୁ ପୂର୍ବରୁ ହିଁ ବିରାଜମାନ ଅଛନ୍ତି। ଏପରି ସ୍ଥିତିରେ ଗୁରୁ ଏବଂ କେତୁଙ୍କ ଏକାଠି ହେବା ଯୋଗୁଁ ଏକ ବିଶେଷ ଯୁତି (ସଂଯୋଗ) ନିର୍ମାଣ…

ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୨୦।୧୦: କେରଳ ପିରବି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି କେରଳ ସରକାର। ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ (ଡିଆର୍‌)ରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ୱାରା…

ଜୁଆଆଡ୍ଡା ପରିଚାଳନାକୁ ନେଇ ହତ୍ୟା ଉଦ୍ୟମ ଘଟଣା: ଜାମିନ ଆବେଦନ ଖାରଜ ପରେ ଗଲେ ଜେଲ

ଦିଗପହଣ୍ଡି,୨୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ରାଜେନ୍ଦ୍ର ଗୌଡ଼ ଓରଫ ଅନ୍ତରା (୨୩), ଗୋଳନ୍ଥରା ଥାନା ଜୁଗୁଡ଼ି ଗ୍ରାମର ସୁମନ ଗୌଡ଼(୨୯) ଏବଂ ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ସାଗର…

ଆକ୍ସନରେ ପ୍ରିୟଙ୍କା, ପ୍ରସ୍ତୁତ କଲେ ୧୫୦ ସିଟ୍‌ର ଲିଷ୍ଟ

ନୂଆଦିଲ୍ଲୀ,୨୦।୧୦: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ସହ ହୋଇଥିବା ଏକ ବୈଠକରେ, କଂଗ୍ରେସ ଦଳ ୧୫୦ଟି ଆସନର ଏକ ତାଲିକା ଚୂଡ଼ାନ୍ତ କରିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ, ରଣନୀତି କମିଟି ଏ ସମ୍ବନ୍ଧୀୟ ଏକ ରିପୋର୍ଟ ତାଙ୍କ…

ବିଜୟଙ୍କ ପରେ ରାଜନୀତିରେ ଏଣ୍ଟ୍ରି ମାରିବେ ଧନୁଷ? TVK ପକ୍ଷରୁ ବହୁ ପୂର୍ବରୁ କରାଯାଇଛି…

ଚେନ୍ନାଇ,୨୦।୧୦: ତାମିଲନାଡୁର ଶାସକ ଦଳ ‘ତାମିଲଜା ଭେଟ୍ରି କାଜାଗମ’ (TVK), ଅଭିନେତା ଧନୁଷଙ୍କ ରାଜନୀତିରେ ପ୍ରବେଶ କରିବା ନେଇ ଚାଲିଥିବା ଚର୍ଚ୍ଚାକୁ ସ୍ବାଗତ କରିଛି, ଯେଉଁ ବିଷୟଟି ନିକଟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପ୍ରସଙ୍ଗରେ TVK କହିଛି ଯେ,…

ଦାଦାଙ୍କ ମୃତ୍ୟୁର ତିନିଦିନ ପରେ ଏହି ଅଭିନେତାଙ୍କ ପରଲୋକ, ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୦।୧୦: ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା କାର୍ତ୍ତିକ ସବେଶଙ୍କର ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ…

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର୍‌ ଧରିଛି। ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଏହି ୧୫ ବର୍ଷୀୟ ବ୍ୟାଟରଙ୍କୁ ନେଇ କିୱି ଦ୍ରୁତ ବୋଲର ଜ୍ୟାକବ ଡଫି ବଡ଼…

ସାଇବର ଠକ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ: ଚାଇନାରେ ଥିବା ମାଷ୍ଟରମାଇଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ଼

ଜେନାପୁର,୨୦।୧୦(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଆଣ୍ଟିଆ ଗ୍ରାମର ସାଇବର ଠକ ଦମ୍ପତି ବସନ୍ତ କୁମାର ଜେନା ଏବଂ ତାଙ୍କ ପତ୍ନୀ ଝରଣାଙ୍କୁ ଉଠାଇନେଇଛି ବାଲେଶ୍ୱର ପୋଲିସ। ଦୀର୍ଘ ବର୍ଷ ଧରି ସାଇବର ଠକେଇ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବା ପାଇଁ ୧୦୦୦ କିମି ଚାଲିଲେ ଫ୍ୟାନ: ଘର ମାଗିବାରୁ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଫିଟନେସ ସମସ୍ୟା ଯୋଗୁ ଦଳଠାରୁ ଦୂରରେ ଥିଲେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ନିଜର କଠିନ ପରିଶ୍ରମ ଓ ସଂଘର୍ଷ ବଳରେ ଭାରତୀୟ ଦଳରେ ସ୍ଥାନ…

ସେହୱାଗଙ୍କ ଜନ୍ମଦିନରେ ଏମିତି ପୋଷ୍ଟ ଶେୟାର କଲେ ଯୁବରାଜ ସିଂହ ସଭିଏଁ…

ନୂଆଦିଲ୍ଲୀ,୨୦।୧୦: ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ଜନ୍ମଦିନ। ନିଜର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା ସେହୱାଗଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେଷ୍ଟ ଓପନର୍‌ ଭାବରେ ଗଣାଯାଏ। ତାଙ୍କ ଜନ୍ମଦିନ ଅବସରରେ ଯୁବରାଜ ସିଂହ ଏପରି…

କୋମା ଚର୍ଚ୍ଚା ମଧ୍ୟରେ ଝିଅ ସହ ନଜର ଆସିଲେ କିମ୍‌ ଜୋଙ୍ଗ୍‌ ଉନ୍‌! ଭାଇରାଲ୍‌ ହେଉଛି ଫଟୋ

ନୂଆଦିଲ୍ଲୀ,୨୦।୧୦: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ୱା ସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାର ହେଉଛି। ତାଙ୍କୁ ବ୍ରେନ୍‌ ହାମରେଜ୍‌ ହୋଇଥିବା, ସେ କୋମାକୁ ଚାଲିଯାଇଥିବା ଏବଂ ଚିକିତ୍ସା ପାଇଁ ଚାଇନାର ରାଜଧାନୀ ବେଜିଂକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?