ଦକ୍ଷିଣ ଆଫ୍ରିକା ଲାଗି ସହଜ ହେବ ନାହିଁ
ଜୋହାନ୍ସବର୍ଗ,୫।୧: ଚଳିତ ନ୍ୟୁ ଇୟର ତଥା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍ର ଟାର୍ଗେଟ ଛିଡ଼ା କରିଛି ଭାରତୀୟ ଦଳ। ତେବେ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍ରେ ଏତେ ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା ଘରୋଇ ଦଳ…
ରଙ୍ଗ ବଦଳାଉଥିବା ନୂଆ ସ୍ମାଟ୍ଫୋନ୍ ଲଞ୍ଚ କଲା ଭିଭୋ; ଦାମ ସାଙ୍ଗକୁ ସୁବିଧା ବି ମନଲୋଭା
ନୂଆଦିଲ୍ଲୀ,୫।୧: ଅଗ୍ରଣୀ ମୋବାଇଲ୍ କମ୍ପାନୀ ଭିଭୋ ତାର ସ୍ମାଟ୍ଫୋନ୍ ଭିଭୋ ଭି ୨୩ ୫ଜି ଏବଂ ଭିଭୋ ଭି ୨୩ ପ୍ରୋ ୫ଜିକୁ ଭାରତରେ ଲଞ୍ଚ କରିଛି। ଉଭୟ ସ୍ମାର୍ଟଫୋନର ପଛ ଭାଗରେ ଫ୍ଲୋରାଇଟ୍ ଏଜି ଗ୍ଲାସ ଦିଆଯାଇଛ। ଏହା ସୂର୍ଯ୍ୟ…
୨୪୦ ରନ୍ର ଟାର୍ଗେଟ ଛିଡ଼ା କଲା ଭାରତ
ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ଭାରତ ୨୦୨ ରନ୍ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ…
ଗଛରେ ଫସିରହିଛି ଭାଲୁ
ମାଲକାନଗିରି,୫।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଗୋରାଖୁଣ୍ଟ ପଞ୍ଚାୟତ ଏମ୍ ଭି୨୦ ଗ୍ରାମର ଏକ ଗଛରେ ଜଙ୍ଗଲୀ ଭାଲୁ ଫସିରହିଛି। ଭାଲୁଟି ଖାଦ୍ୟ ଅନ୍ବେଷଣରେ ଗାଁ ଅଭିମୁଖେ ପଶି ଆସି ଜଙ୍ଗଲକୁ ନ ଯାଇ ପାରି ଗଛରେ ଚଢ଼ିଯାଇଥିଲା। ଗ୍ରାମବାସୀ ଏହା ଦେଖି ବନ…
ଅର୍ଜୁନଙ୍କ ଖୁସି କହିଲେ ନ ସରେ
ମୁମ୍ବାଇ: ଅଭିନେତା ଅର୍ଜୁନ ବିଜ୍ଲାନିଙ୍କ ଖୁସି କହିଲେ ନ ସରେ। ଏବେ ସେ ଏତେ ଖୁସି ଯେ, ତାଙ୍କ ପାଦ ତଳେ ଲାଗୁନି। ଖାସ୍ ଏଥିପାଇଁ ସେ ପାର୍ଟି ଦେବେ ବୋଲି ବି କହିସାରିଲେଣି। କାରଣଟି ହେଲା ଅର୍ଜୁନଙ୍କ କରୋନା ରିପୋର୍ଟ…
ଆସିଲା ଓମିକ୍ରନ ଟେଷ୍ଟ କିଟ୍
ଭୁବନେଶ୍ୱର,୫।୧(ବ୍ୟୁରୋ): ଓମିକ୍ରନ ଭାରିଆଣ୍ଟକୁ ନେଇ ରାଜ୍ୟରେ ଚିନ୍ତା ବଢ଼ୁଥିବା ବେଳେ କରୋନା ପଜିଟିଭ୍ଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନମ୍ ସିକ୍ୟୁଏନ୍ସିଂର ଆବଶ୍ୟକ ନାହିଁ। ଏ…
ହଠାତ୍ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର
କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାନୁକା ବୁଧବାର ପାରିବାରିକ ଦାୟିତ୍ୱବୋଧକୁ ଦର୍ଶାଇ ଅବସର ନେବାକୁ ନିଷ୍ପତ୍ତି…
‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’
ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ ପ୍ୟାଭିଲିଅନ।…
ହୋମ ଆଇସୋଲେସନ୍ ପାଇଁ ଆସିଲା ନୂଆ ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ…
୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍ଓ
ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ ଆରମ୍ଭ ହେବାର ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହୁଅନ୍ତି। ମଙ୍ଗଳବାର ଡବ୍ଲ୍ୟୁଏଚ୍ଓର ଜଣେ…
ଭାଇଙ୍କ ସହ ସମ୍ପର୍କ ଖବର ଥିଲା ଚର୍ଚ୍ଚାରେ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ
ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ ସମୟରେ ଗୁଜବଗୁଡ଼ିକ ଚିନ୍ତାର କାରଣ ସାଜେ। ସେଭଳି କିଛି ଘଟିଥିଲା ବଲିଉଡ୍ ଅଭିନେତ୍ରୀ ରବିନା…
ଅଫିସରଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ବଞ୍ଚିକି ଫେରିଛି
ଚଣ୍ଡିଗଡ,୫।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଢିଲା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଫିସରଙ୍କୁ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…
Archives


