ସଂକ୍ରମଣ ନେଲା ହାତୀ ଛୁଆର ଜୀବନ
କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଡିଭିଜନ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନ ବାରବାଙ୍କ ଜଙ୍ଗଲରେ ରବିବାର ଏକ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ବ୍ୟଚ୍ଛେଦ ରିପୋର୍ଟ ଯାଞ୍ଚ ପରେ ଏଣ୍ଡୋଥେଲିଓଟ୍ରୋପିକ ହରପସ ଭୂତାଣୁ ସଂକ୍ରମଣ ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଥିବା…
ସୀମାରେ ପୋଲ ନିର୍ମାଣ କରୁଛି ଚାଇନା
ନୂଆଦିଲ୍ଲୀ,୩।୧: ଲଦାଖର ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳକୁ ଯୋଡ଼ିବା ପାଇଁ ଚାଇନା ଏକ ପୋଲ ନିର୍ମାଣ କରୁଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ ଟୁଇଟ୍ କରିଥିବା ସାଟେଲାଇଟ୍ ଫଟୋରେ ଏହା ଦର୍ଶାଇଛନ୍ତି। ଯେଉଁସ୍ଥାନରେ ପୋଲର ନିର୍ମାଣ…
ମଙ୍ଗଳବାର ସକାଳୁ ଚିଲିକାରେ ପକ୍ଷୀ ଗଣନା
ଖୋର୍ଦ୍ଧା ଅଫିସ,୩।୧: ଚିଲିକାର ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ମଙ୍ଗଳବାର ସକାଳ ୬ଟାରୁ ୧୧ଟା ସମୟ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ସେନେଇ ସୋମବାର ଗଣନାକାରୀମାନଙ୍କୁ ଟ୍ରେନିଂ ଦିଆଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ…
ଶର୍ଟ ପିଚ୍ ବଲରେ ଭାରତୀୟ ବ୍ୟାଟରଙ୍କୁ ଶିକାର କରୁଛନ୍ତି
ଜୋହାନ୍ସବର୍ଗ,୩।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନର ୨ୟ ସେସନ ଶେଷ ସୁଦ୍ଧା ଭାରତ ୫ ଉଇକେଟ ହରାଇ ୧୪୬ ରନ୍ କରିଛି। ରିଷଭ ପନ୍ତ ୧୩…
ରାଜଧାନୀରେ ୭ ମାସର ରେକର୍ଡ ଭାଙ୍ଗିଲା ପଜିଟିଭ ମାମଲା
ନୂଆଦିଲ୍ଲୀ,୩॥୧: ଦିଲ୍ଲୀରେ ଚିନ୍ତା ବଢାଇଛି କରୋନା। ଦୀର୍ଘ ୭ ମାସ ପରେ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୪ ହଜାର ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମେ ୧୮ ତାରିଖରେ ୪୪୮୨…
୧୧ ଦିନ ପରେ ପୁଣି ଦାରିଙ୍ଗବାଡ଼ିରେ ଖସିଲା ପାରଦ
ଦାରିଙ୍ଗବାଡ଼ି,୩।୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ଝିପିଝିପି ବର୍ଷା କାରଣରୁ ପାରଦ ଉପର ମୁହାଁ ହୋଇଥିଲା। ତେବେ ପୁଣି…
୧୮ ବର୍ଷର କ୍ୟାରିୟର ଶେଷ
କରାଚୀ,୩।୧: ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଶେଷ ହୋଇଛି ୧୮ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର। ସେ ଏବେ କେବଳ ଟି୨୦ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ। ୨୦୦୩ରେ ଅନ୍ତର୍ଜାତୀୟ…
ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: ନିଜ ଧର୍ମଙ୍କୁ ମାନନ୍ତୁ, ଘୃଣା ଭାଷଣରେ ପଡନ୍ତୁ ନାହିଁ
ଥିରୁଭାନନ୍ତପୁରମ୍,୩।୧: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଧର୍ମ ଉପରେ ଚାଲିଥିବା ରାଜନୀତିରେ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ଅନ୍ୟର ଧର୍ମକୁ ସମାଲୋଚନା କରିବା ଏବଂ ସମାଜରେ ମତଭେଦ ସୃଷ୍ଟି କରିବାର କୌଣସି ପ୍ରୟାସ…
ରାଉରକେଲା ଏନ୍ଆଇଟିରେ ପଶିଲା କରୋନା
ରାଉରକେଲା ଅଫିସ,୩।୧: ରାଉରକେଲା ଏନ୍ଆଇଟିରେ ୩ ଜଣ ଛାତ୍ରୀଛାତ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି। ସମସ୍ତଙ୍କୁ ଏନ୍ଆଇଟି ଆଇସୋଲେଶନରେ ରଖାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ଏ…
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ-ଏମ୍ପିଙ୍କ ମଧ୍ୟରେ ଯୁକ୍ତିତର୍କ
ବେଙ୍ଗାଲୁରୁ,୩।୧:କର୍ନାଟକର ରାମନଗରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ଏବଂ କଂଗ୍ରେସ ଏମ୍ପି ଡି.କେ ସୁରେଶଙ୍କ ମଧ୍ୟରେ ଝଗଡା ହୋଇଛି। ଡକ୍ଟର ଭୀମାରାଓ ଆମ୍ବେଦକର ଏବଂ କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…
ବାସୁଦେବପୁର ମାଟିରେ ଥାଇ ଆପଲ ବେର୍
ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ ପକ୍ଷୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜାଲ ଘେରାଯାଇଛି। ଲାଲ ଟହ…
ସାମ୍ନାରୁ ଆସୁଥିଲା ଟ୍ରେନ୍, ଟ୍ରାକ୍ରେ ଶୋଇପଡିଲେ ବ୍ୟକ୍ତି: ଭିଡିଓ ଦେଖିଲେ…
ମୁମ୍ବାଇ,୩।୧:କଥାରେ ଅଛି, ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ଜନ୍ତୁରାଣ। ଏହି ଉକ୍ତିର ସତ୍ୟତା ନିକଟରେ ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଟ୍ରେନ୍ ଆସିବା ଦେଖି ଟ୍ରାକ୍ ଉପରେ ଛାତି ରଖି ଶୋଇପଡିଥିଲେ। କିନ୍ତୁ ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି…
Archives


