Home Left

ପୂର୍ବତନ କ୍ରିକେଟର ଆଣିଲେ ଯୌନ ଶୋଷଣ ଅଭିଯୋଗ

ମେଲବୋର୍ନ, ୪ା୧- ୧୯୮୫ରେ ଶ୍ରୀଲଙ୍କା ଟୁର୍‌ ସମୟରେ ଟିମ୍‌ ଅଫିସିଆଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ କ୍ରିକେଟର। ଘଟଣା ବେଳେ ୧୯ ବର୍ଷରୁ କମ୍‌ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଜେମି ମିଚେଲ।…

ଆଶ୍ରମ ସ୍କୁଲରେ କରୋନା ବିସ୍ଫୋରଣ: ୩୦ ପଜିଟିଭ

ଭିୱଣ୍ଡି,୪ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ପୂର୍ବଭଳି ଏଥର ବି ରେକର୍ଡ ପରିମାଣର ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସୋମବାର ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଭିୱଣ୍ଡିରେ ଥିବା ଆଶ୍ରମ ସ୍କୁଲରେ ୩୦…

ମାଓବାଦୀ ନାଁରେ ବଟି ମାଗୁଥିଲେ

ରାୟଗଡ଼ା ଅଫିସ,୩ା୧: ମାଓବାଦୀଙ୍କ ନାଁରେ ଜଣେ ମିଲ୍‌ ମାଲିକଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ମହାବେକାକେଲି ଗ୍ରାମର ଭରତ ବଚେଲି(୩୭)। ଏହି…

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମୃତ ନାବାଳିକାଙ୍କ ୫୦ ବର୍ଷୀୟା ଜେଜେମାଙ୍କ ବୟଫ୍ରେଣ୍ଡ୍‌। ଦୁହଁିଙ୍କ ସମ୍ପର୍କରେ ୩ ବର୍ଷୀୟା ନାତୁଣି…

୮୧ ଦିନର ଆନ୍ଦୋଳନ ପରେ ଚାଲିଗଲା ଜୀବନ, ତଥାପି ଶୁଣିଲେନି

ଆଗ୍ରା, ୩।୧: ଉତ୍ତରପ୍ରଦେଶର ଆଗ୍ରା ଜିଲା ଅଧୀନ ଅଜିଜ୍‌ପୁରା ଓ ସିରୋଲି ଗ୍ରାମରେ ରାସ୍ତା ଓ ଉପଯୁକ୍ତ ଡ୍ରେନ୍‌ଜ୍‌ ବ୍ୟବସ୍ଥା ଦାବି କରି ୮୧ ଦିନ ହେଲା ଆନ୍ଦୋଳନ ଚଳାଇଥିବା ରାନି ଦେବୀ ରବିବାର ଆଖି ବୁଜିଛନ୍ତି। ଆନ୍ଦୋଳନସ୍ଥଳରେ ତାଙ୍କ ସହ…

‘କ୍ୟାରିୟର ବଞ୍ଚାଇବା ପାଇଁ ହାତରେ ଗୋଟିଏ ଇନିଂସ’

ଜୋହାନ୍ସବର୍ଗ,୩।୧: ଆଉଟ୍‌ ଅଫ୍‌ ଫର୍ମ ଥିବା ଦୁଇ ଭେଟେରାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫେଲ୍‌ ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ କ୍ୟାରିୟର ଉପରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ…

ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି

ପାପଡ଼ାହାଣ୍ଡି,୨।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, କଣ୍ଟାସାରୁରେ ଚାଲିଥିବା ନବନିର୍ମିତ ପାଣିଟାଙ୍କି କାମ ତଦାରଖ ଲାଗି…

ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଗବେଷଣା କରିଥିଲେ। ଏହି ଗବେଷଣା ରିପୋର୍ଟକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମାନ୍ୟତା ଦେଇଛି।…

ଶ୍ରୀନଗରରେ ଲୁଚିଥିଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଲସ୍କର ଆତଙ୍କବାଦୀ

ଶ୍ରୀନଗର,୩।୧: ଲସ୍କର-ଇ-ତୋଇବା (ଏଲ୍‌ଇଟି)ର ମୋଷ୍ଟ ଓ୍ବାଣ୍ଟେଡ୍‌ ସଲିମ ପାରେଙ୍କ ସମେତ ଦୁଇ ଆତଙ୍କବାଦୀ ସୁରକ୍ଷା ବଳର ଗୁଳିରେ ନିହତ ହୋଇଛନ୍ତି। ଶ୍ରୀନଗରର ଉପକଣ୍ଠ ହାରଓ୍ବାନ ଅଞ୍ଚଳରେ ସୋମବାର ଏହି ଏନକାଉଣ୍ଟର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। “ଶ୍ରୀନଗର ପୋଲିସ ଦ୍ୱାରା ଆତଙ୍କବାଦୀ…

ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭର୍ଚ୍ଚୁଆଲ ମୋଡ୍‌ରେ…

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି ତାରକା ଖଚ୍ଚିତ ମଧ୍ୟକ୍ରମର ପ୍ରତ୍ୟେକ ବ୍ୟାଟର ଫେଲ୍‌ ମାରିଥିଲେ। କିନ୍ତୁ ଶେଷ ଆଡ଼କୁ ରବିଚନ୍ଦ୍ରନ…

ସଂକ୍ରମଣ ନେଲା ହାତୀ ଛୁଆର ଜୀବନ

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଡିଭିଜନ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନ ବାରବାଙ୍କ ଜଙ୍ଗଲରେ ରବିବାର ଏକ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ବ୍ୟଚ୍ଛେଦ ରିପୋର୍ଟ ଯାଞ୍ଚ ପରେ ଏଣ୍ଡୋଥେଲିଓଟ୍ରୋପିକ ହରପସ ଭୂତାଣୁ ସଂକ୍ରମଣ ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri