Posted inଜାତୀୟ

ବିଧାୟକଙ୍କ ଦରମା ହେବ ଦୁଇଗୁଣା

ନୂଆଦିଲ୍ଲୀ,୬ ।୫: ରାଜଧାନୀ ଦିଲ୍ଲୀରେ ଖୁବଶୀଘ୍ର ବିଧାୟକଙ୍କ ଦରମା ବଢିଯାଇପାରେ । ଦିଲ୍ଲୀ ବିଧାନସଭାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏବେ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉଛି । ବିଧାୟକଙ୍କ ଦରମା ବ୍ୟତୀତ ଅନ୍ୟ ଭତ୍ତା ବି ବୃଦ୍ଧି କରାଯିବ । ଏହା ପୂର୍ବରୁ ୨୦୧୫ରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଦରମା ବଢାଇବାର ପ୍ରସ୍ତାବ ପଠାଇଥିଲେ । ହେଲେ ସେତେବେଳେ ଏହାକୁ ମଞ୍ଜୁରୀ ମିଳି ନ ଥିଊର । ଏବେ ଦିଲ୍ଲୀ ସରକାର ଦ୍ୱିତୀୟ ଥର ଏହାକୁ ପଠଇବାରୁ ଏହା ମଞ୍ଜୁରୀ ପ୍ରାପ୍ତ ହୋଇଛି । ସେତେବେଳେ ଏହାକୁ ମଞ୍ଜରୀ ପ୍ରଦାନ କରାଯାଇ ନ ଥିଲା । ଦିଲ୍ଲୀ ବିଧାନସଭାର ଆଗାମୀ ଅଧିବେଶନରେ ଏହି ବର୍ଦ୍ଧିତ ବିଲ ଆଣାଯିବ ।

ବିଧାନସଭା ଅଧିବେଶନରେ ବିଲ୍ ପାସ ହେବା ପରେ ଏବେ ଦିଲ୍ଲୀର ବିଧାୟକମାନେ ପ୍ରତିମାସରେ ୧୨ ହଜାର ପରିବର୍ତ୍ତେ ୨୦ ହଜାର ଟଙ୍କା ଦରମା ପାଇବେ । ଏବେ ଦରମା ଓ ଅନ୍ୟାନ୍ୟ ଭତ୍ତା ମିଶି ଦିଲ୍ଲୀ ବିଧାୟକମାନେ ପ୍ରତିମାସରେ ୯୦ ହଜାର ଟଙ୍କା ପାଇବେ । ଏବେ ପର୍ଯ୍ୟନ୍ତ ଏହା ୫୪ ହଜାର ଥିଲା । ଶେଷଥର ପାଇଁ ୨୦୧୧ରେ ବିଧାୟକଙ୍କ ଦରମା ବଢିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨୬୬ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୟୁପିର ବାହୁବଳି ନେତା ଡିପି ଯାଦବ

ଲକ୍ଷ୍ନୌ,୧ ।୨: ଉତ୍ତର ପ୍ରଦେଶର ବାହୁବଳି ନେତା ଡିପି ଯାଦବ ଚଳିତ ଥର ନିର୍ବାଚନ ଲଢିବେ ନାହିଁ । ସେ ଏଥର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର...

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଏନ୍‌ଆଇଏ ଯାଞ୍ଚ ଦାବି କଲେ ପୂର୍ବତନ ବ୍ରିଗେଡିୟର!

ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ...

ଅମିତ ଶାହାଙ୍କୁ ଭେଟିଲେ ଅଜୟ: ପଦ ଯିବା ଆଶଙ୍କା

ନୂଆଦିଲ୍ଲୀ,୬।୧୦: କେନ୍ଦ୍ର ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅଜୟ ମିଶ୍ରା ବୁଧବାର ଅପରାହ୍ନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଛନ୍ତି।...

ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ

ଜମ୍ମୁ,୧୫ ।୧୦: ଜମ୍ମୁ-କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ କଶ୍ୱୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି । ଶୋପିଆନରେ ଚୌଦରିଗୁଡ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।...

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ...

Advertisement
Archives

Model This Week