ଅନୁଷ୍କାଙ୍କ ସମ୍ପର୍କରେ କିଛି ଭୁଲ କଥା ଶୁଣି ପାରନ୍ତି ନାହିଁ ରଣବୀର

ମୁମ୍ବାଇ: ବଲିଉଡରେ ଅନେକ ପ୍ରେମ କାହାଣୀ ରହିଛି । ଏଥିମଧ୍ୟରୁ କିଛି ପ୍ରେମ କାହାଣୀର ମିଠା ଅନୁଭୂତି ଥିବା ବେଳେ କିଛି ପ୍ରେମ କାହାଣୀ ଅଭୁଲା ହୋଇ ବି ରହିଯାଇଛି । କେତେଜଣ ପ୍ରେମିକ ପ୍ରେମିକା ବିବାହ କରି ସୁନ୍ଦର ସଂସାର ଗଢିଥିବା ବେଳେ ଆଉ କେତେଜଣ ଯୋଡିଙ୍କର ବ୍ରେକଅପ ବି ଚର୍ଚ୍ଚାକୁ ଆସିଛି । ଏମିତି ଏକ ଯୋଡି ଥିଲେ ଅନୁଷ୍କା ଶର୍ମା ଓ ରଣବୀର ସିଂ ।
‘ବ୍ୟାଣ୍ଡ ବାଜା ବାରାତ’ ମୁଭିରୁ ଉଭୟଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା । ଉଭୟ ପରସ୍ପରକୁ ବେଶ ଭଲ ପାଉଥିଲେ । ଉଭୟ ନିଜ ଭଲପାଇବାକୁ ନେଇ ଖେଲାଖୋଲି ଭାବେ କଥା ହେଉଥିଲେ । ହେଲେ ଏହା ବେଶୀଦିନ ତିଷ୍ଠି ପାରି ନ ଥିଲା ।
କିଛି ଗଣମାଧ୍ୟମର ଖବର ଅନୁଯାୟୀ, ସୋନାକ୍ଷୀ ସିହ୍ନାଙ୍କ ସହ ରଣବୀର ଏକ ଆକ୍ଟ ପରଫର୍ମ କରିଥିଲେ । ଏହାପରେ ଅନୁଷ୍କା ରଣବୀରଙ୍କ ଉପରେ ରାଗି ଯାଇଥିଲେ । ଆଉ ଉଭୟଙ୍କ ପ୍ରେମରେ ଏହାପରଠାରୁ ଫାଟ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଉଭୟ ନିଜ ନିଜ ଜୀବନରେ ବହୁ ଆଗକୁ ଯାଇ ସୁନ୍ଦର ସଂସାର ଗଢି ସାରିଲେଣି । ହେଲେ ଆଜିବି ଅନୁଷ୍କାଙ୍କ ସମ୍ପର୍କରେ କିଛି ଭୁଲ କଥା ଶୁଣିଲେ ବା ପଢିଲେ ରାଗି ଯାଅନ୍ତି ରଣବୀର । ରଣବୀର ଏକ ସାକ୍ଷାତକାରରେ କହିଥିଲେ ସେ ଅନୁଷ୍କାଙ୍କୁ ବହୁତ ମିସ୍ କରନ୍ତି । ପ୍ରକୃତରେ ଅନୁଷ୍କା ଜଣେ ଭଲ ଓ ବିଶ୍ୱସ୍ତ ମହିଳା । ହେଲେ ଲୋକେ ତାଙ୍କୁ ଭୁଲ ବୁଝନ୍ତି । ଯଦି ମୁଁ ଅନୁଷ୍କାଙ୍କ ସମ୍ପର୍କରେ କିଛି ଭୁଲ କଥା ଶୁଣେ ଅବା ପଢେ ତେବେ ଖୁବ୍ ରାଗିଯାଏ ବୋଲି କହିଥିଲେ ରଣବୀର । ଏମିତିକି ସେ ନିଜ ସମ୍ପର୍କରେ କିଛି ନେଗେଟିଭ ପଢିଲେ ବି ସେତିକି ରାଗନ୍ତି ନାହିଁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri