ଗୁଡ ନ୍ୟୁଜ ଶେୟାର କଲେ ଶିବାନୀ

ମୁମ୍ବାଇ: ଫରହାନ ଅଖତରଙ୍କୁ ନେଇ ଏକ ବଡ ଖବର ଆସିଛି । କଥା ହେଲା ଖୁବଶୀଘ୍ର ଆପଣମାନେ ଫରହାନଙ୍କୁ ମାର୍ବଲର ନୂଆ ସିରିଜ ‘ମିସ ମାର୍ବଲ’ରେ ଦେଖିପାରିବେ । ଏସବୁ ଭିତରେ ଫରହାନଙ୍କ ଫ୍ୟାନମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ ଆସିଛି । ଏହି ଗୁଡ ନ୍ୟୁଜଙ୍କୁ ଶେୟାର କରିଛନ୍ତି ଫରହାନଙ୍କ ପତ୍ନୀ ଶିବନୀ ଦାଣ୍ଡେକର । ଏହାକୁ ନେଇ ସେ ରିଆକ୍ଟ ବି କରିଛନ୍ତି ।
ଶିବନୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହି ପୋଷ୍ଟ ଅନୁଯାୟୀ, ଫରହାନ ଅଖତର ମିସ ମାର୍ବଲର କଳାକାରଙ୍କ ଅଂଶ ହେବେ ଓ ମାର୍ବଲ ଷ୍ଟୁଡିଓଜର ପ୍ରଥମ ମୁସଲିମ ସୁପରହିରୋ ସିରିଜ ‘ମିସ ମାର୍ବଲ’ରେ ନଜର ଆସିବେ । କୁହାଯାଉଛି ଏହା ଇମାନ ବିଲ୍ଲାନିଙ୍କୁ କମଲା ଖାଁ ଭାବେ ଦେଖାଇବେ, ଯିଏ କି ଜର୍ସି ସିଟିରେ ବଢିଥିବା ଜଣେ ମୁସଲିମ ଆମେରିକୀୟ କିଶୋର ଅଟନ୍ତି । ତେବେ ଫରହାନ ଅଖତର କେଉଁ ଚରିତ୍ରରେ ଆସିବେ ତାହ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସେ ଗେଷ୍ଟ ଆପିୟରାନ୍ସରେ ଆସିବେ ବୋଲି ଶୁଣିବାକୁ ମିଳିଛି । ହେଲେ ଏହା ଖୁବ୍ ମଜଭୁତ ଓ ମୁଖ୍ୟ ଚରିତ୍ର ବୋଲି କୁହାଯାଉଛି ।
ଏହି ବଡ ଖବରକୁ ଶେୟାର କରି ଶିବାନୀ ଦାଣ୍ଡେକର କ୍ୟାପଶନରେ ଲେଖିଛନ୍ତି, ଏଥିପାଇଁ ଆଉ ଅପେକ୍ଷା କରି ହେବନି! ମାର୍ବଲ ୟୁନିଭର୍ସର ଅଂଶ ହେବାକୁ ଯାଉଥିବା ମୁଖ୍ୟଧାରାରେ ଭାରତୀୟ ଆକ୍ଟର । ଆପଣଙ୍କ ଉପରେ ଗର୍ବ ଆସଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୧୯ରେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲାରେ ଜାଭେଦ ଅଖତର- ଶବାନା ଆଜମୀଙ୍କ ଫାର୍ମରେ ବିବାହ କରିଥିଲେ । ଆଉ ଏହି ବିବାହର ଫଟୋ ଭାଇରାଲ ହେବା ପରେ ଶିବାନି ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଥିଲା । ହେଲେ ସେମିତି କିଛି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri