ଭାଜପା ଯୁବ ମୋର୍ଚ୍ଚାର ନୂଆ ଟିମ ଘୋଷଣା: ୭ ଜଣ ହେଲେ ଜାତୀୟ ଉପାଧ୍ୟକ୍ଷ, ଓଡ଼ିଶାର ଏହି ନେତାଙ୍କୁ…
ନୂଆଦିଲ୍ଲୀ,୨୦।୧୦: ଭାଜପା ପକ୍ଷରୁ ଜାତୀୟ ଯୁବ ମୋର୍ଚ୍ଚାର ନୂଆ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଉତ୍ତରପ୍ରଦେଶର ନିଖିଲ ମଣି ତିୱାରୀଙ୍କୁ ଜାତୀୟ ଉପାଧ୍ୟକ୍ଷ ଏବଂ ହର୍ଷବର୍ଦ୍ଧନ ସିଂହଙ୍କୁ ଜାତୀୟ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ଜାରି ପ୍ରେସ…
ପାଣିରେ ବୁଡି ଶିଶୁପୁତ୍ରର ମୃତ୍ୟୁ
ବୈଶିଙ୍ଗା,୨୦|୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ମେର୍ଦା ପଞ୍ଚାୟତର କୁସୁମପୁରା ଗାଁରେ ଗାଡି଼ିଆ ପାଣିରେ ବୁଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି…
ଥୁଆମୂଳ ରାମପୁରରେ ମହାସମାରୋହରେ ସମ୍ପନ୍ନ ହେଲା ବିଜୟା ଦଶମୀ ତଥା “ଲାଖ ମରା” ପର୍ବ
ଥୁଆମୂଳରାମପୁର,୨୦।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଗଡ଼ଜାତ ମାଣିକ୍ୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମାଣିକେଶ୍ୱରୀଙ୍କ ତନ୍ତ୍ର, ମନ୍ତ୍ର, ଯନ୍ତ୍ର, ଶକ୍ତି ଓ ମୂଳପୀଠ ଥୁଆମୂଳ ରାମପୁର ଠାରେ ଦଶହରା ବା ମହାଷ୍ଟମୀ ପୂଜା ଶେଷ ହେବାର ଦୁଇ ଦିନ ପରେ…
ତିହାର୍ ଲୋକ ମହୋତ୍ସବରେ ଦୁଲୁକୁଛି ଅତାବିରା: ସାମିଲ ହୋଇଛନ୍ତି ସାଂସ୍କୃତିକ ଦଳ
ଅତାବିରା,୨୦।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ଚାଲିଛି ତିହାର୍ ଲୋକ ମହୋତ୍ସବ । ମଙ୍ଗଳବାର ଏହି ମହୋତ୍ସବ ତୃତୀୟ ଦିବସରେ ପହଞ୍ଚିଛି । ମହୋତ୍ସବରେ ଜିଲା ତଥା ଜିଲା ବାହାର ଅନେକ ସାଂସ୍କୃତିକ ଅନୁଷ୍ଠାନ ସାମିଲ ହୋଇଛନ୍ତି । ନାଚଗୀତ, ବାଜାଗଜାରେ…
ସହରରେ ଭାଲୁ ଆତଙ୍କ, ଲୋକେ ଭୟଭୀତ; ବନ ବିଭାଗ ପକ୍ଷରୁ ଧରିବାକୁ ଉଦ୍ୟମ ଜାରି
ବଲାଙ୍ଗିର,୨୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ l ଗତ ସାତ ଦିନ ହେଲା ଭାଲୁ ଆତଙ୍କ ଦେଖା ଦେବା ସହ ଜଣକ ମୃତ୍ୟୁ ହୋଇଛି l ଫଳରେ ଭାଲୁକୁ ଧରିବା ପାଇଁ ଲାଗିପଡିଛନ୍ତି ବନ ବିଭାଗ…
ପୁରୀରେ ଚାଞ୍ଚଲ୍ୟ: ମା’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଷରେ ପୁଲିସ ଜାଲରେ
ପୁରୀ,୨୦।୧୦(ଅଜିତ କୁମାର ମହାନ୍ତି): ଦୀର୍ଘ ୫୭ ଦିନର ଲୁଚକାଳି ଖେଳ ପରେ ହତ୍ୟାକାରୀ ପୁଅ ମଦନକୁ ଝାଡ଼ଖଣ୍ଡରୁ ଗିରଫ କରିଛି ପୁରୀ ପୋଲିସ। ଗତ ଅଗଷ୍ଟ ୨୪ ତାରିଖ ସଂଧ୍ୟାରେ କୁମ୍ଭାରପଡା ଥାନା ଅଧୀନ ଯାଇଗଡ଼ ଯାଗା ନିକଟ ପତିତପାବନ ଲେନରେ…
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତଙ୍କ ପ୍ରାରମ୍ଭିକ ପଚରାଉଚରାରୁ ବଡ଼ ଖୁଲାସା ହୋଇଛି। ତଦନ୍ତ ଅନୁଯାୟୀ, ଅଭିଯୁକ୍ତଙ୍କ ପ୍ରଥମ ଟାର୍ଗେଟ ଟାଇଗର ଶ୍ରଫ ନଥିଲେ, ବରଂ ବଲିଉଡର ଅନ୍ୟ ଜଣେ ସେଲିବ୍ରିଟି ଥିଲେ। କିନ୍ତୁ ଅଭିଯୁକ୍ତମାନେ…
UPI କିମ୍ୱା ATM ଫେଲ ହୋଇ ଟଙ୍କା ଫସିଗଲା କି? ବ୍ୟାଙ୍କ ଦେବ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ!
ନୂଆଦିଲ୍ଲୀ,୨୦।୧୦: ଆପଣଙ୍କ ସହିତ କେବେ ଏମିତି ଘଟିଛି କି, ଆପଣ କୌଣସି UPI କାରବାର (ଟ୍ରାଞ୍ଜାକସନ) କରିଛନ୍ତି କିମ୍ୱା ATM କାର୍ଡରୁ ଟଙ୍କା ଉଠାଇଛନ୍ତି ଏବଂ ସେହି ଟଙ୍କା ଫସି ରହିଯାଇଛି? ଅର୍ଥାତ ଟ୍ରାଞ୍ଜାକସନ ବିଫଳ ହୋଇଛି, ତଥାପି ଆକାଉଣ୍ଟରୁ ଟଙ୍କା…
ଖେମୁଣ୍ଡି କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା: ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଅଣଛାତ୍ର ଗିରଫ
ଦିଗପହଣ୍ଡି, ୨୦।୧୦ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ ଅଭିଯୋଗ ଘଟଣାରେ ପୋଲିସ ୨ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ…
ଦେଶରେ ବିଦ୍ୟୁତ୍ ସଙ୍କଟ! ବଢିଲା ଚିନ୍ତା, ୯ଟି ରାଜ୍ୟ ମାଗିଲେ ଅତିରିକ୍ତ ବିଜୁଳି
ନୂଆଦିଲ୍ଲୀ,୨୦।୧୦: ଗତ କିଛି ମାସ ମଧ୍ୟରେ ଦେଶ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମ୍ପର୍କିତ ସଙ୍କଟର ସାମ୍ନା କରିଥିବା ବେଳେ ଏବେ ବିଦ୍ୟୁତ୍ ସଙ୍କଟ ଚିନ୍ତା ବଢ଼ାଇଛି। ବର୍ଷର ଶେଷ ତ୍ରୈମାସିକ ପୂର୍ବରୁ ଦେଶରେ ବିଦ୍ୟୁତ୍ ଚାହିଦା ଓ ଯୋଗାଣ…
ଆଉ ହେବନି ହାର୍ଟଆଟାକ୍ : ଆପଣାନ୍ତୁ ଏହିସବୁ ଉପାୟ
ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖି ୧ କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍ରୋଗରେ ମୃତ୍ୟୁ ଘଟୁଛି। ଏହାର ପ୍ରମୁଖ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ…
ବୈଭବଙ୍କୁ ବଡ଼ ଝଟ୍କା: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ T20 ମ୍ୟାଚ ପୂର୍ବରୁ ହେଲା ବଡ଼ ଅଦଳବଦଳ!
ନୂଆଦିଲ୍ଲୀ, ୨୦।୧୦: ନିକଟରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଇଥିଲା। ଉଭୟ ଦଳ ୨-୨ରେ ସିରିଜ ବରାବର ସ୍ଥିତିରେ ରହିଥିଲେ। ତେବେ ବର୍ଷା ଯୋଗୁ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ ବାତିଲ ହୋଇଯାଇଥିଲା। ଏବେ…

