Posted inଫୁରସତ

କଲମ ନା କ୍ଷେପଣାସ୍ତ୍ର…

କୁହାଯାଏ ‘ଖଣ୍ଡାଠାରୁ କଲମର ଶକ୍ତି ଅଧିକ’। ତେବେ ଏଠାରେ ଲେଖିବା ବିଷୟରେ କୁହାଯାଇଥାଏ। ହେଲେ ଏବେ ଏଭଳି ଏକ କଲମ ଚର୍ଚ୍ଚାରେ ଯାହାକୁ ଉଠାଇବା ଲାଗି ଶକ୍ତି ଲୋଡ଼ା। କାରଣ ଏହାର ଓଜନ ୩୭.୨୩ କିଲୋଗ୍ରାମ, ଲମ୍ବ ୧୮ ଫୁଟ। ଏହା ପିତ୍ତଳରେ ନିର୍ମିତ। କଲମର ଉପରିଭାଗରେ ଭାରତୀୟ ଶାସ୍ତ୍ର ସମ୍ବନ୍ଧୀୟ କିଛି ଦୃଶ୍ୟ ନିର୍ମାଣ କରାଯାଇଛି। ଏହା ଏକ ଶୋ’ ପିସ୍‌ ନୁହେଁ ବରଂ ଏଥିରେ ରିଫିଲ ପଡ଼ିଛି। ୨୦୧୧ରେ ନିର୍ମିତ ଏହି କଲମକୁ ଗିନିଜ ଓ୍ବାଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ଏହାର ଏକ ଭିଡିଓକୁ ଗିନିଜ ଓ୍ବାଲ୍ଡ ରେକର୍ଡର ସୋସିଆଲ ମିଡିଆ ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓରେ ଆଚାର୍ଯ୍ୟ ଶ୍ରୀନିବାସଙ୍କ ସହ ତାଙ୍କ ପେନ୍‌କୁ ଦେଖାଯାଉଛି। ୭୧ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏହି କଲମକୁ ‘କ୍ଷେପଣାସ୍ତ୍ର’ ସହ ତୁଳନା କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି...

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା...

ପ୍ରଥମ ଉପାର୍ଜିତ ଅର୍ଥରେ ବହି କିଣିଥିଲି: ଡ. ଅଜୟ କୁମାର ତ୍ରିପାଠୀ

୧୯୯୨ ମସିହାର ଏକ ଶୀତୁଆ ସନ୍ଧ୍ୟା। ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ମୁଁ ଫେରି ଆସିଥାଏ ମୋ ସହର...

ଔଷଧ ନୁହେଁ ଦେହରେ ନିଆଁ ଲଗାଇ କରାଯାଏ ରୋଗର ଚିକିତ୍ସା

ଔଷଧ ତଥା ଚେରମୂଳି ଦ୍ୱାରା ରୋଗର ଚିକିତ୍ସା କରାଯାଉଥିବା ସମସ୍ତେ ଜାଣନ୍ତି। ହେଲେ ଦେହରେ ନିଆଁ ଲଗାଇ ରୋଗର ଚିକିତ୍ସା କରାଯାଉଥିବା ବିଷୟରେ କେବେ ଶୁଣିଛନ୍ତି?...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

କାର୍ଟୁନ୍‌ ବହି ଛୋଟ ପିଲାଙ୍କ ସ୍ମୃତିଶକ୍ତିକୁ କରେ ପ୍ରଖର…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ।...

ବିବାହ ଭୋଜିରେ ଖାଦ୍ୟ ପରିବେଷଣକାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ଦେଶରେ ବର୍ତ୍ତମାନ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏକ ବିବାହ ଭୋଜିରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଦେଖି...

ଲାଙ୍ଗୁଡ଼ ଧରିଦେଲା ମା’, ପରେ ଏମିତି ପ୍ରତିକ୍ରିୟା ଦେଲା ଛୁଆ ମାଙ୍କଡ଼; ଯାହା ହୃଦୟକୁ ଛୁଇଁଯିବ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଓଠରେ ହସ ଫୁଟିଉଠେ। ବେଳେବେଳେ ଏମିତି ଭିଡିଓ ଶେୟାର ହୋଇଥାଏ...

Advertisement
Archives

Model This Week