ସମ୍ପତ୍ତି ପରେ ଇଡି ଜବତ କଲା ପାସପୋର୍ଟ

ବମ୍ବେ: ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କର ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିନିଆଯାଇଥିଲା। ଏବେ ତାଙ୍କ ପାର୍ସପୋର୍ଟ ଜବତ ମଧ୍ୟ କରାଯାଇଛି। ପାର୍ସପୋର୍ଟ ଜବତ ହେବା ପରେ ଜ୍ୟାକ୍‌ଲିନ୍‌ ଆଉ ଦେଶ ବାହାରକୁ ଯାଇପାରିବେ ନାହିଁ।

ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଜ୍ୟାକ୍‌ଲିନ୍‌ ୧୫ ଦିନିଆ ବିଦେଶ ଗ୍ରସ୍ତକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ୨୦୨୨ ଆଇଫା ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ତାଙ୍କୁ ଆବୁଧାବି ଯିବାକୁ ପଡ଼ଇବ। ସେ ଆବୁଧାବି, ଫ୍ରାନ୍ସ ଏବଂ ନେପାଳ ଯାତ୍ରା କରିବାକୁ କୋର୍ଟକୁ ଅନୁମତି ଲୋଡ଼ିଛନ୍ତି। ପଟିଆଲା ହାଉସ୍‌ କୋର୍ଟ ତାଙ୍କ ଆବେଦନ ଉପରେ ମଇ ୧୮ରେ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ...

ହସ୍ପିଟାଲରେ ନୁସରତ: ପ୍ରେମିକଙ୍କ ସାଥୀରେ ରହିବାକୁ ଡାକ୍ତରଙ୍କୁ କଲେ ବିଶେଷ ନିବେଦନ

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି...

ମଲ୍ଲିକା, ଚାଲ ଯିବା ଚିଲିକା

‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍‌ କଲିଣି, ଗଡ୍‌ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ...

ସଲମାନ୍‌ଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ

ବଲିଉଡ୍‌ରେ ବୋଲ୍ଡ ଏବଂ ରୋମାଣ୍ଟିକ୍‌ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଖୁବ୍‌ କମ୍‌ ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍‌ଙ୍କର...

୭୫% ଲିଭର ନଷ୍ଟ ସ୍ବୀକାର କଲେ ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ସେ ସ୍ବୀକାର କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍‌ର ‘ସ୍ବାସ୍ଥ୍ୟ ଇଣ୍ଡିଆ ଲଞ୍ଚ୍‌’ରେ...

ପ୍ରେମିକାଙ୍କ ସହ ନୂଆବର୍ଷ ପାଳିଲେ ଭାଇଜାନ

ମୁମ୍ବାଇ: ଇଂରାଜୀ ନବବର୍ଷ ଆଜିଠୁ ଆରମ୍ଭ ହୋଇଛି। ବଲିଉଡ୍‌ କଳାକାରମାନେ ମଧ୍ୟ ଏହିଦିନଟିକୁ କରୋନା କଟକଣା ମଧ୍ୟରେ ପାଳନ କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଫଟୋ...

ସୈଫ୍‌ଙ୍କ ଉପରକୁ ହାତ ଉଠାଇଲେ ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ...

ମନୋଜ ବାଜପେୟୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ...

Advertisement
Archives

Model This Week