ଝିଅକୁ କିଛି ସମୟରେ ଶାନ୍ତ କରିଦେଉଛନ୍ତି ନିକ୍‌, ପ୍ରିୟଙ୍କା କହିଲେ…

ଉଭୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ଚଳିତ ବର୍ଷ ଆରମ୍ଭରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସୁଖ ଉଭୟଙ୍କ ଜୀବନରେ ସରୋଗେସି ମାଧ୍ୟମରେ ଆସିଛି। ମାତୃ ଦିବସରେ ଦେଶୀ ଗର୍ଲଙ୍କ ସହ ତାଙ୍କ ଝିଅର ନାମ ସହିତ ଏକ ଫଟୋ ଶେୟାର କରିଥିଲେ। ଡାକ୍ତରଖାନାରେ ୧୦୦ ଦିନ ରହିବା ପରେ ଝିଅ ଘରକୁ ଆସିଛନ୍ତି। ଏହା ପରେ ଉଭୟଙ୍କ ଖୁସି କହିଲେ ନ ସରେ। ଏବେ ଦୁହେ ଝିଅକୁ ରାଜକୁମାରୀ ଭଳି ଅନୁଭବ କରୁଛନ୍ତି। ନିକ୍‌ ତାଙ୍କ ଝିଅ ମାଳତୀକୁ ମାତ୍ର ଏକ ମିନିଟ୍‌ ବି କାନ୍ଦିବାକୁ ଦେଉନାହାନ୍ତି। ନିଜ କୋଳରେ ଉଠାଇ ତାଙ୍କୁ ଶାନ୍ତ କରିଦେଉଛନ୍ତି।

ନିକ ଝିଅକୁ ଏକ ଗୀତ ଗାଇ ଶାନ୍ତ କରନ୍ତି। ସ୍ବାମୀ ନିକ୍‌ଙ୍କ ଏହି କାର୍ଯ୍ୟରେ ପ୍ରିୟଙ୍କା ମଧ୍ୟ ଖୁସି ହୋଇଛନ୍ତି। ପ୍ରିୟଙ୍କା କହିଛନ୍ତି, ମାଳତୀ ପିତାଙ୍କ ସ୍ବର ଶୁଣିବା ମାତ୍ରେ ଚୁପ୍‌ ହୋଇଯାଉଛି।

ପରିବାର ଲୋକେ କହିଛନ୍ତି, ମାଳତୀ ପିତାଙ୍କ ଗୀତ ଶୁଣି ଚୁପ୍‌ ହୋଇଯାଉଥିବାରୁ ତାଙ୍କ ପରିବାରକୁ ଆଉ ଜଣେ ସଙ୍ଗୀତଜ୍ଞ ଆସିଛନ୍ତି। ନିକଟରେ ପ୍ରିୟଙ୍କା ଏକ ପୋଷ୍ଟ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ପ୍ରତ୍ୟେକ ପରିବାରର ଯାତ୍ରା ଅଲଗା ଏବଂ ଏହା ଏକ ନିର୍ଦ୍ଦିଷ୍ଟ ସ୍ତରର ବିଶ୍ୱାସ ଆବଶ୍ୟକ କରେ, ଏବଂ ଯେତେବେଳେ ଆମର କିଛି ଚ୍ୟାଲେଞ୍ଜିଂ ମାସ ରହିଥିଲା, ପଛକୁ ଚାହିଁଲେ ଏହା ସ୍ପଷ୍ଟ ଯେ ପ୍ରତ୍ୟେକ ମୁହୂର୍ତ୍ତ କେତେ ମୂଲ୍ୟବାନ ଅଟେ। ଆମେ ବହୁତ ଖୁସି ଯେ ଆମ ଝିଅ ଘରକୁ ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁହି @୫୨:ପ୍ରଥମେ ଜୟଙ୍କୁ ପସନ୍ଦ କରୁ ନ ଥିଲେ ଜୁହି, ଏହି କାରଣରୁ କଲେ ବିବାହ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୭ ମସିହାରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ଜୁହି। ମିସ ଇଣ୍ଡିଆ ଟାଇଟଲ ହାସଲ...

ଜାଣନ୍ତୁ ପ୍ରଥମ ଡେଟ୍‌ରେ ପ୍ରିୟଙ୍କାଙ୍କୁ କାହିଁକି ଚୁମ୍ବନ କରି ନ ଥିଲେ ନିକ୍‌

ବଲିଉଡ୍‌‌ରେ ଯେତେବେଳେ ଚର୍ଚ୍ଚିତ ଯୋଡ଼ିଙ୍କ ବିଷୟରେ ଆଲୋଚନା କରାଯାଏ ସେତେବେଳେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ନାମ ସାମ୍ନାକୁ ଆସିଥାଏ। ଏହି ଯୋଡ଼ି ସାରା...

ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ...

ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା

ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ...

ସୁହାନାଙ୍କ ମିରର ସେଲ୍ଫି

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁ ଓ ପତ୍ନୀ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଲକ୍ଷେ ଦିଲର ଧଡକନ୍ ପାଲଟି ଯାଇଛନ୍ତି ।...

ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା

ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍‌ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ...

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ...

ଫିଲ୍ମ ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ ଅକ୍ଷୟଙ୍କ ‘ବେଲ୍ ବଟମ’

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୭ ମାସ ହେବ ବନ୍ଦ ରହିଛି ସାରା ଦେଶର ସିନେମା ହଲ୍ । ଏବେ କିନ୍ତୁ ଅନ୍‌ଲକ୍...

Advertisement
Archives

Model This Week