Home Left

ଆମେରିକାରେ ସବୁ ରେକର୍ଡ ଭାଙ୍ଗିଲା କରୋନା

ନ୍ୟୁୟର୍କ,୧।୧: ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଦେଶରେ ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଜାନୁୟାରୀ ୩ରେ, ଆମେରିକାରେ ୧୦ ଲକ୍ଷରୁ ଅଧିକ ନୂତନ ରୋଗୀଙ୍କୁ ମିଳିଥିଲା। ଆକ୍ରାନ୍ତଙ୍କ…

ଭିଡିଓ କରୁଥିବା ବେଳେ ହଠାତ୍‌ ଲଞ୍ଚ ଉପରୁ ଡେଇଁଲା ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମାଇଲଷ୍ଟୋନଠୁ ୫ ଉଇକେଟ ଦୂରରେ

କେପ ଟାଉନ୍‌,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ସର୍ବାଧିକ ଉଇକେଟ ନେଇଥିବା ମହମ୍ମଦ ଶାମି ତୃତୀୟ ଟେଷ୍ଟରେ ଏକ ମାଇଲଷ୍ଟୋନ ସ୍ପର୍ଶ କରିପାରନ୍ତି। ଦୁଇଟି ମ୍ୟାଚ୍‌ରେ ୧୧ ଉଇକେଟ ନେଇଥିବା ଭାରତୀୟ ପେସରଙ୍କୁ ପ୍ରାଟିଜ ଦଳ…

ଦିନେ ରାଗରେ ଏମିତି କାମ କରିଦେଇଥିଲେ ରାହୁଲ ଦ୍ରାବିଡ

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ରାହୁଲ ଦ୍ରାବିଡ ଆଜି ୪୯ ବର୍ଷରେ ପଦାର୍ପଣ କରିଚନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୪ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ। ନିକଟରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ…

ପରପାରିରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ କୃଷ୍ଣସିଂହ ମାଝି ସୂଚନା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ସରକାରୀ…

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ ନୂଆ…

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୯କୁ ବୃଦ୍ଧି ପାଇଛି। ମୃତକ ଜଣକ ବଲାଙ୍ଗୀର ଜିଲାର। ତେବେ ଆଜି ରାଜ୍ୟରେ ୭,୦୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଲୋନ୍‌ ନ ଦେବାରୁ ବ୍ୟାଙ୍କ ଜାଳି ଦେଲେ

ହାଭେରି(କର୍ନାଟକ),୧୧।୧: ଲୋନ ଆପ୍ଲିକେଶନ ପ୍ରତ୍ୟାଖ୍ୟାନ ଯୋଗୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ବ୍ୟାଙ୍କ୍‌ ଜାଳି ଦେଇଛନ୍ତି। ଏଭଳି ଘଟଣା ରବିବାର କର୍ନାଟକର ହାଭେରି ଜିଲାରେ ଘଟିଛି। କାଜିନେଲି ଥାନାରେ ୪୩୬, ୪୭୭, ୪୩୫ ଦଫାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବ୍ୟକ୍ତିଙ୍କୁ…

କେଶ ସମସ୍ୟା ଓ ସମାଧାନ

ଡା. ସଚ୍ଚିଦାନନ୍ଦ ଶତପଥୀ କେଶ ହେଉଛି ମଣିଷ ଦେହର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମସ୍ତକର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। କେଶ ବିହୀନ ମସ୍ତକ ସମସ୍ତଙ୍କର ପରିହାସର ପାତ୍ର ହୋଇଥାଏ। ତେଣୁ ନିଜର କେଶ…

କଇଁଛ ଖେଳୁଛି ଫୁଟବଲ୍‌, ଭିଡିଓ ଦେଖିଲେ କହିବେ ବାଃ ବାଃ

କଇଁଛ ଖେଳୁଛି ଫୁଟବଲ୍‌, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। କଇଁଛ ଫୁଟବଲକୁ ପାଟିରେ ମାରିବାକୁ ଚେଷ୍ଟା କରେ ଏବଂ ଆଗକୁ…

ଭିଜିଲାନ୍ସ ଜାଲରେ କନଷ୍ଟେବଳ: ଦୀର୍ଘ ଦିନରୁ ଥିଲେ ସ୍କାନରରେ

ବାରିପଦା ଅଫିସ,୧୧।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। କନଷ୍ଟେବଳ ଜଣକ ହେଲେ ନୀହାର ରଞ୍ଜନ ଦଣ୍ଡପାଟ । ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଟକ ଭିଜିଲାନ୍ସ…

୧୨ରୁ ଭିତରକନିକାରେ ପକ୍ଷୀ ଗଣନା

କେନ୍ଦ୍ରାପଡା ଅଫିସ,୧୧।୧: ଭିତରକନିକାରେ ପକ୍ଷୀ ଗଣନା ବୁଧବାର ଠାରୁ ଆରମ୍ଭ ହେବ । ଏଥିପାଇଁ ୧୬ଟି ଟିମ୍‌ ନିୟୋଜିତ ହେବେ। ପ୍ରତିଟି ଟିମ୍‌ରେ ୪ ରୁ ୫ ଜଣ ସଦସ୍ୟ ନିୟୋଜିତ ହେବା ସହିତ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri