ରିଲିଜ ହେଲା ଆଶ୍ରମ ୩ର ଧମାକାଦାର ଟ୍ରେଲର

ମୁମ୍ବାଇ: ଭୟଭୀତ ଅନ୍ଦାଜରେ ଫରିଛନ୍ତି କାଶୀପୁର ବାଲା ବାବା । ପୁଣିଥରେ ସେ ଫ୍ୟାନ୍ସଙ୍କୁ ଚମକାଇବାକୁ ଆସିଛନ୍ତି । ବବି ଦେୱଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଧାରାବାହିକ ଆଶ୍ରମ ୩ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଲାଗୁଛି ବାକି ଦୁଇଟି ସିଜନ ଭଳି ଦର୍ଶକେ ଏହାକୁ ପସନ୍ଦ କରିବେ । ଏହି ସିରିଜ ଜୁନ ୩ରେ ରିଲିଜ୍ ହେବ । ହଁ ସିଜିନ ୩ରେ ବାବା ନିରାଲିଙ୍କ ନୂଆ କୁକର୍ମର ଅନ୍ଧକାର ସତ୍ୟ ବାହାରକୁ ଆସିବାକୁ ଯାଉଛି । ଅନେକ ମଜାଦାର ମୋଡ ରହିଛି ଏହି ସିରିଜରେ, ଯାହା ଫ୍ୟାନ୍ସଙ୍କୁ ସର୍‌ପ୍ରାଇଜ ଦେବ । ଏଥର ଏହି ସିରିଜରେ ଗ୍ଲାମରସ ଆକେଟ୍ରସ ଇସା ଗୁପ୍ତା ବି ନଜର ଆସିବେ । ଏହି ସିରଜରେ ଅନ୍ଧବିଶ୍ୱାସ, ରାଜନୀତି, ବଳାତ୍କାର ଓ ଡ୍ରଗ୍ସ ଭଳି ଘଟଣାକୁ ଦୃଶ୍ୟାୟନ କରାଯାଇଛି । ଏହାର ପ୍ରଥମ ସିଜନ ୨୦୨୦ରେ ଆସିଥିଲା ଯାହା ସୁପରହିଟ ହୋଇଥିଲା । ଏହି ସିରିଜ ବବି ଦେୱଲଙ୍କ ବୁଡି ଯାଉଥିବା କ୍ୟାରିୟରକୁ ପୁଣି ଫେରାଇ ଆଣିଥିଲା । ପୂର୍ବର ଦୁଇଟି ଯାକ ସିରିଜକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଆଶ୍ରମର ସମସ୍ତ ସିରିଜକୁ ପ୍ରକାଶ ଝା ନିର୍ଦ୍ଦେଶନା ଦେଇଛନ୍ତି ।
ଆଶ୍ରମ ୩ରେ ବାବା ନିରାଲିଙ୍କୁ ଭଗବାନ ହେବାର ଜର୍ନିଂ ଦୃଶ୍ୟମାନ ହେବ । ଏବେ ବାବା ନିରାଲା ଏକ ନୂଆ ଦୁନିଆ ଗଢିବେ । ସେ ଭଗବାନ ନିରାଲା ହେବାର ସ୍ୱପ୍ନ ଦେଖୁଛନ୍ତି । ଏହା କିପରି ସଫଳ ହେଉଛି ତାହା ଏଥର ସିଜନରେ ଦେଖାଇବାକୁ ମେକର୍ସ ପ୍ରୟାସ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri