Home Left

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତି ଇତିହାସ ରଚିଛି। ଭାରତୀୟ ଦଳର ଐତିହାସିକ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୋଲିସକୁ ଚୋର ଭାବି ପିଟିଲେ ଗ୍ରାମବାସୀ

କୋରାପୁଟ/ମାଲକାନଗିରି,୧୫ା୫(ସ୍ବ.ପ୍ର./ଡି.ଏନ.ଏ.): ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ରାତିରେ ଧରିବାକୁ ଯାଇଥିବା ମାଲକାନଗିରି ପୋଲିସକୁ ସ୍ଥାନୀୟ ଗ୍ରାମବାସୀ ଚୋର ଭାବି ଆକ୍ରମଣ କରିଛନ୍ତି। କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅଧୀନ ମାଟିଖାଲ ଗ୍ରାମରେ ଏପରି ଘଟଣା ଘଟିଛି। ମାଟିଖାଲ ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା…

ବାନ୍ଧବୀ, ବୟଫ୍ରେଣ୍ଡଙ୍କୁ ବିବାହ କଲେ ଯୁବତୀ, ଆଉ ତା’ପରେ…

ଏବେ ବିବାହ ଋତୁ ଚାଲିଛି। ନିଆରା ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ସ୍ବତନ୍ତ୍ର ବିବାହ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି। ଏଠି ଦୁଇ ନୁହେଁ, ବରଂ ୩ ଜଣଙ୍କ ମଧ୍ୟରେ ବିବାହ…

‘ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ’

ପୁଣେ,୧୫।୫: ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି। ଚୁମ୍ବନ ଦେବା ଏବଂ ପ୍ରେମ କରିବା…

ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ଗୁଣିଆ

ଚାନ୍ଦବାଲି,୧୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଞ୍ଚଳରେ ତନ୍ତ୍ରମନ୍ତ୍ର ବାହାନାରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଗୁଣିଆ ଗିରଫ ହୋଇଛନ୍ତି। ସେ ହେଲେ ବାରାକୋଲ୍ଲା ଗାଁର ସାଧୁଆ ଜେନା। ଏନେଇ ମହିଳାଙ୍କ ଏତଲା କ୍ରମେ ବାଂଶଡ଼ା ଥାନାରେ ଏକ…

ନିର୍ବାଚନୀ ପ୍ରଚାରରେ ଆସି କଂଗ୍ରେସକୁ କଟାକ୍ଷ କଲେ ଜୟନାରାୟଣ

ଝାରସୁଗଡ଼ା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ବିଭିନ୍ନ ଦଳର ରାଜନେତା ପ୍ରଚାର ଲାଗି ବ୍ରଜରାଜନଗରରେ ପହଞ୍ଚତ୍ବା ଆରମ୍ଭ କଲେଣି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିରୋଧୀ ଦଳକୁ ଆକ୍ଷେପ କରି କଟାକ୍ଷ କରିବାକୁ ଆଉ…

ଚେନ୍ନାଇକୁ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୭ ଉଇକେଟ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଗୁଜରାଟ ୨୦ ପଏଣ୍ଟ ସହ ଶୀର୍ଷସ୍ଥାନ ବଜାୟ ରଖିଛି। ଚେନ୍ନାଇ…

ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି ପରିସ୍ଥିତିରେ ରବିବାର ଆଇପିଏଲ୍‌ର ୬୩ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ…

କଳା ଫିତା ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ମୁମ୍ବାଇ,୧୫।୫: ଆଇପିଏଲ୍‌ ୨୦୨୨ର ୬୨ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିମାନେ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ସମ୍ମାନାର୍ଥେ…

ଫିନଲ୍ୟାଣ୍ଡକୁ ଚେତାବନୀ ଦେଲା ରୁଷିଆ

ହେଲସିଙ୍କି,୧୫।୫:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଫିନଲ୍ୟାଣ୍ଡ ସରକାର ରବିବାର ଏକ ବଡ ଘୋଷଣା କରିଛନ୍ତି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ଦୁଇ ୟୁରୋପୀୟ ଦେଶ ଫିନଲ୍ୟାଣ୍ଡ…

ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ । ୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି ପାଇଁ…

ଭାରତୀୟ କୃଷକ ସଂଗଠନରୁ ବିଦା ହେଲେ ରାକେଶ ଟିକାଏତ

ନୂଆଦିଲ୍ଲୀ,୧୫।୫: ବିବାଦୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନର ସ୍ଥାପତ୍ୟ ରହିଆସିଥିବା ଭାରତୀୟ କୃଷକ ସଂଗଠନରେ ଫାଟ ଦେଖାଦେଇଛି। ଦେଶର ଏହି ବଡ କୃଷକ ସଂଗଠନ ଏବେ ଦୁଇ ଭାଗ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?