ଡେଲିଭରୀ ବୟଙ୍କ ପରିବାରକୁ ୧୦ ଲକ୍ଷ ଦେବ ଜମାଟୋ
ନୂଆଦିଲ୍ଲୀ,୧୩।୧: ମଦ ନିଶାରେ ଥିବା ପୋଲିସ କନଷ୍ଟେବଳଙ୍କ ଏସ୍ୟୁଭି ଧକ୍କାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ଜମାଟୋ ଡେଲିଭରୀ ବୟ ସଲିଲ ତ୍ରିପାଠୀ। ତାଙ୍କ ବିୟୋଗରେ ଜମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଦୁଃଖ ପ୍ରକାଶ କରିଛନ୍ତି। “ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଡେଲିଭରୀ…
ଅନ୍ଲାଇନ ଗେମ୍ ନିୟନ୍ତ୍ରଣ ପାଇଁ ଆସିବ କଠୋର ଆଇନ
ଭୋପାଳ,୧୩।୧: ଅନ୍ଲାଇନ ଗେମ୍ ପିଲାଙ୍କ ଜୀବନ ନେଉଥିବା ବେଳେ ଏହା ମା’ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟପ୍ରଦେଶ ସରକାର ଖୁବ୍ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗୁରୁବାର ଏହି…
ଆମେ ୧୩୦ କୋଟି ଲୋକ ନିଜ ପରିଶ୍ରମ ବଳରେ କରୋନାକୁ ଜିତିବା: ମୋଦି
ନୂଆଦିଲ୍ଲୀ,୧୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମହାମାରୀକୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଆମେ ୧୩୦ କୋଟି ଲୋକ ନିଜର ପରିଶ୍ରମ ବଳରେ କରୋନା…
ଭଉଣୀଙ୍କ ହାତ ଛାଡିଲେ ସୋନୁ!
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେଠାରେ ରାଜନୀତି ହାଇଛି ସରଗରମ…
ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍
କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍। ହେଲେ ଏହା ପଚା କଖାରୁ, ହାନିକାରକ ରଙ୍ଗ ଏବଂ ବିଭିନ୍ନ କେମିକାଲର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି।…
ଯୌନ ନିର୍ଯାତନା ମାମଲାରେ ଅଭିନେତାଙ୍କ ଘରେ ଚଢ଼ାଉ
କୋଚି,୧୩।୧: ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ମାମଲାର ତଦନ୍ତ କରୁଥିବା କେରଳ ପୋଲିସର କ୍ରାଇମ ବ୍ରାଞ୍ଚ ଶାଖା ଗୁରୁବାର ଅଭିନେତା ଦୀଲିପ ଓ ତାଙ୍କ ଭାଇଙ୍କ ଘର ଉପରେ ଚଢ଼ାଉ…
ପଞ୍ଚିମବଙ୍ଗରେ ବଡ଼ ଧରଣର ରେଳ ଦୁର୍ଘଟଣା
କୋଲକାତା,୧୩।୧: ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିଠାରେ ଗୁରୁବାର ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପାଟନାରୁ ଗୌହାଟୀ ଯାଉଥିବା ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନ ଚ୍ୟୁତ ହୋଇ ପରସ୍ପର ଉପରକୁ ମାଡି ଯାଇଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମତ୍ୟୁ ଘଟିଥିବା…
ଟିମ୍ ଇଣ୍ଡିଆକୁ ଐତିହାସିକ ବିଜୟ ଆଶା ଦେଲା ପନ୍ତଙ୍କ ଶତକ
କେପ୍ ଟାଉନ,୧୩।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟର ରିଷଭ ପନ୍ତ। ତାଙ୍କର ଶତକୀୟ ପାଳି ଟିମ୍ ଇଣ୍ଡିଆକୁ ଆଣି ଦେଇଛି ଐତିହାସିକ…
ରାଗିଲେ ଭଂସାଲି!
ମୁମ୍ବାଇ: ବଲିଉଡ୍ର ନାମୀ ନିର୍ଦ୍ଦେଶକ ସଂଜୟ ଲିଲା ଭଂସାଲୀଙ୍କ ଫିଲ୍ମ ‘ବୈଜୁ ବାୱରା’ ଆସିବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ । ଏହାର କାରଣ ହେଉଛି ଷ୍ଟାରକାଷ୍ଟ । ଭଂସାଲି ଏହି ଫିଲ୍ମରେ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କୁ ନେବାକୁ ଚାହୁଁଥିଲେ…
ଅସଦାଚରଣ ଅଭିଯୋଗ ହେବା ପରେ ଶିକ୍ଷକ ଫେରାର
ଭଣ୍ଡାରିପୋଖରୀ,୧୩।୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ଅଞ୍ଚଳରେ ଜଣେ ଶିକ୍ଷକ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଫେରାର ଅଛନ୍ତି। ମହିଳାଙ୍କ…
‘୨୦ ପର୍ଯ୍ୟନ୍ତ ଦିନକୁ ଜଣେ ଲେଖାଏ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବେ’
ଲକ୍ଷ୍ନୌ,୧୩।୧: “ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ଲେଖାଏ ମନ୍ତ୍ରୀ ଓ ଜଣେ ଭାଜପା ବିଧାୟକ ଇସ୍ତଫା ଦେବେ”। ଏଭଳି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟିମ୍ରୁ ଗୁରୁବାର ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଧରମ ସିଂ…
ସମାନ ଶୈଳୀରେ ଆଉଟ୍ ହେଲେ କୋହଲି
କେପ୍ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁରୁଣା ଶୈଳୀରେ ଆଉଟ୍ ହୋଇଛନ୍ତି। ରନ୍ ଅଧିକ କରି ନ ଥିଲେ ମଧ୍ୟ କ୍ରିଜ୍ରେ ସେଟ୍ ହୋଇସାରିଥିଲେ କୋହଲି। ୪୯ତମ ଓଭରର…
Archives


