ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ ।
୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି ପାଇଁ ଡିଜାଇନ୍ ହୋଇଛି ଯେଉଁଥିରେ ଭର୍ଚୁଆଲ ବାସ୍ତବତାକୁ ସାମିଲ କରାଯାଇଛି ।
ଭେରାଇଟି ହିସାବରେ, ଏହା ରାଜକୁମାରୀ ଓ ସଙ୍ଗିତକାର ଜୁଲିଏଟ ମେର୍ଡିନିୟମଙ୍କ ଜୀବନୀ ଉପରେ ଆଧାରିତ ଯିଏ ଅନାଥ ହେବାର ୨୦ ବର୍ଷ ପରେ ସେହି ପୁରୁଷଙ୍କୁ ଖୋଜୁଛନ୍ତି, ଯିଏ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲେ ।
ରହମାନ ଏହି କାହାଣୀକୁ ତାଙ୍କ ପତ୍ନୀ ସାୟରାଙ୍କ ମୂଳ ଲେଖାକୁ ବିକଶିତ କରି କରିଛନ୍ତି । ରହମାନ ସାହେବ ଏହାର ପଟ୍ଟକଥା ଲେଖିଛନ୍ତି । ସମଗ୍ର ବିଶ୍ୱରେ ସହଯୋଗୀମାନଙ୍କ ସହ ଲେ ମସ୍କ ନିର୍ମାଣ ପାଇଁ ବର୍ଷ ବର୍ଷ ସମୟ ଲାଗିଛି । ସୁଗନ୍ଧ ଓ ସଙ୍ଗିତ ଏକାଠି ଦର୍ଶକଙ୍କ ପାଇଁ ଭିନ୍ନ ଅନୁଭୁତି ଆଣିବ ।
ମୁଖ୍ୟଭୂମିକାରେ ନୋରା ଆର୍ଜେନର ଏବଂ ଗାଇ ବର୍ନେଟଙ୍କ ସହ ମୁନିରିହ ଗ୍ରେସ ଓ ମରିୟମ ଜୋହରାବୟନ୍ ଅଭିନୟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଫରହା

ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା...

ସଲମାନ ଖାଁ ନୁହେଁ ବରଂ ଆମିର ଖାଁଙ୍କ ଏହି ମୁଭି ପ୍ରଥମ ଥର ଛୁଇଁଥିଲା ୧୦୦ କୋଟି

ମୁମ୍ବାଇ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ଆମିର ଖାନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ...

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ...

ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏବେ ସାମନ୍ଥାଙ୍କୁ ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ...

ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ...

ପୁଣି ବଦଳିବେ ବିଗ୍‌ବସ୍‌ ହୋଷ୍ଟ, ଟ୍ରୋଲିଂ ପରେ…

ବମ୍ବେ: ବିଗ୍‌ବସ୍‌ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି। ଏମିତିରେ ଶୋ’ର ହୋଷ୍ଟ ସଲମାନ୍‌ ଖାଁ କିଛିଦିନର ବ୍ରେକ୍‌ ନେଇଛନ୍ତି। ସେ ଫିନାଲେ...

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ...

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ...

Advertisement
Archives

Model This Week