Home Left

ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି ନାମୀଦାମୀ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଅଭିନୟ କରିବା ବ୍ୟତୀତ ଆଇଟମ୍‌ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି। ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କି କ୍ୟାଟ୍ରିନା କୈଫ୍‌, ଆଇଟମ ସଙ୍ଗ୍‌ରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦେଶୀ ଗର୍ଲ…

ଜରୁରୀ ନ ଥିଲେ ହସ୍ପିଟାଲକୁ ଆସିବା ମନା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ତେଣୁ ଏଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଅତି ଦରକାର…

କେନ୍ଦ୍ର ମନ୍ତ୍ରୀ ଗିରିରାଜ କରୋନା ସଂକ୍ରମିତ, ନିଜକୁ କଲେ ଆଇସୋଲେଟ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ମନ୍ତ୍ରୀ ଗିରିରାଜ ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଗିରିରାଜଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ…

ଫୁଲ ବଜାରରେ ବୋମା ଭର୍ତ୍ତି ବ୍ୟାଗ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୪।୧: ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗରୁ ବୋମା ମିଳିଛି। ଘଟଣାସ୍ଥଳରେ କର୍ଡନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌, ଦମକଳ ବାହିନୀ ଓ ଜାତୀୟ ସୁରକ୍ଷା ବଳ (ଏନ୍‌ଏସ୍‌ଜି)ଙ୍କୁ ମୁତୟନ କରାଯାଇଛି। ଏଥିଯୋଗୁ ପୂରା ଦିଲ୍ଲୀରେ ସୁରକ୍ଷା…

ମାଲିକଙ୍କ ମୃତ୍ୟୁର ୨ ମାସ ପରେ ବି କବର ନିକଟରୁ ଉଠୁନି ବିଲେଇ

ମଣିଷ ପାଇଁ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁକୁର ବୋଲି ଆମେ ସମସ୍ତେ ଜାଣିଛେ। ପ୍ରାୟତଃ ସୋସିଆଲ ମିଡିଆରେ କୁକୁର ଏବଂ ମାଲିକଙ୍କ ମଧ୍ୟରେ ଥିବା ଭଲପାଇବା ଜଡ଼ିତ ହୃଦୟସ୍ପର୍ଶୀ କାହାଣୀ ଶୁଣିଥାଉ ବା ଦେଖିଥାଉ। ଏବେ ଏକ ବିଲେଇ ମଧ୍ୟ ଜଣେ…

ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ରେଳମନ୍ତ୍ରୀ

କୋଲକାତା,୧୪।୧: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିରେ ପହଞ୍ଚି ଗୁଆହାଟି-ବିକାନେର୍‌ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ…

ଖୁବ୍‌ଶୀଘ୍ର ସନ୍ତାନ ଚାହୁଁଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନାସ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ସେମାନେ ଫ୍ୟାନ୍ସଙ୍କୁ ବାନ୍ଧି ରଖିଥାନ୍ତି। ନିକଟରେ ମାତୃତ୍ୱ…

ବ୍ୟାଟରଙ୍କଠୁ କମ୍‌ ନୁହନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବୋଲର

ଜାମାଇକା,୧୪।୧: ସ୍ଥାନୀୟ ସାବିନା ପାର୍କଠାରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବ୍ୟାଟରେ କମାଲ କରି ଦେଖାଇଛନ୍ତି ଓ୍ବେଷ୍ଟଇଣ୍ଡିଜ ବୋଲର। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୧୪୩ ରନ୍‌ରେ ୮ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଜଟିଳ ସ୍ଥିତିରେ…

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କେତେକ ପାକିସ୍ତାନୀ ଖେଳାଳି ମଧ୍ୟ କମେଣ୍ଟ ଦେଇଛନ୍ତି। ୩୬ ବର୍ଷୀୟ…

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ…

ଗାଧେଇଲା ବେଳେ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ଭାଜପା ବିଧାୟକ

କାନପୁର,୧୪।୧: କୋଭିଡ୍‌ କାରଣରୁ ନିର୍ବାଚନ ଆୟୋଗ (ଇସି) ରାଲି ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପ୍ରାର୍ଥୀମାନେ ଘରରୁ ଘର ବୁଲି ପ୍ରଚାର କରୁଛନ୍ତି। କାନପୁରରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ଭାଜପା ନେତା ଭୋଟରଙ୍କ ଗାଧୋଇବାରେ ବାଧକ ସାଜୁଥିବା ଦେଖିବାକୁ ମିଳୁଛି।…

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାବାଙ୍କ ସ୍ନାନକୃତ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri