Home Left

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ…

ଗାଧେଇଲା ବେଳେ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ଭାଜପା ବିଧାୟକ

କାନପୁର,୧୪।୧: କୋଭିଡ୍‌ କାରଣରୁ ନିର୍ବାଚନ ଆୟୋଗ (ଇସି) ରାଲି ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ପ୍ରାର୍ଥୀମାନେ ଘରରୁ ଘର ବୁଲି ପ୍ରଚାର କରୁଛନ୍ତି। କାନପୁରରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ଭାଜପା ନେତା ଭୋଟରଙ୍କ ଗାଧୋଇବାରେ ବାଧକ ସାଜୁଥିବା ଦେଖିବାକୁ ମିଳୁଛି।…

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାବାଙ୍କ ସ୍ନାନକୃତ୍ୟ…

ବିବାହକୁ ୪ ମାସ ନ ପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ରାୟ

ବୌଦ୍ଧ,୧୪ା୧(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଶଶୁର ଓ ଶାଶୁଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ…

ଗୁଜରାଟରେ ଆଉ ଥରେ ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର-କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଏକ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍କଟି ନଭେମ୍ବର ୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। ତେବେ…

ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’

ନୂଆଦିଲ୍ଲୀ,୧୪।୧: ଦୁଇ ବର୍ଷ ହେଲା ଲଗାତାର ଫେଲ୍‌ ହେଉଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ପାଇଁ ଜାତୀୟ ଦଳର ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଦୁହିଁଙ୍କ ବିଫଳତା ଯୋଗୁ ଟୁଇଟ୍‌ରେ ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’ (ପୁରୁଣା)। ୟୁଜର୍ସ ପୂଜାରା ଓ…

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ ବଡ଼ ତାଲା ତିଆରି କରିଥିଲେ। କିନ୍ତୁ ଏବେ ଏହି ଦମ୍ପତି ୪୦୦ କିଲୋ ଓଜନର…

ବିମାନବନ୍ଦରରେ ଏଣ୍ଟ୍ରି ନ ମିଳିବାରୁ ବନ୍ଦ କରିଦେଲେ ଜଳ ଯୋଗାଣ

ତିରୁପତି,୧୪।୧: ତିରୁପତି ବିମାନବନ୍ଦର ଓ ଷ୍ଟାଫ ରେସିଡେନିସିଆଲ କ୍ୱାଟର୍ସରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରେନିଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର ସୁନିଲ ଓ ତିରୁପତି ଡେପୁଟି ମେୟର ଅଭିନୟ ରେଡ୍ଡୀ ମଧ୍ୟରେ ହୋଇଥିବା ଯୁକ୍ତିତର୍କ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।…

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘ପୁଷ୍ପା’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି। ଡିସେମ୍ବର ୧୭ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ତେବେ ଏହାର ହିନ୍ଦୀ…

କଇଁଚିରେ କାଟି ଦେଲେ ମହିଳାଙ୍କ ବେକ

ନୂଆଦିଲ୍ଲୀ,୧୪।୧: ଉତ୍ତରପୂର୍ବ ଦିଲ୍ଲୀରେ ଲୁଟ ବେଳେ ୫୨ ବର୍ଷୀୟ ମହିଳାଙ୍କ ବେକକୁ କଇଁଚିରେ କାଟି ଦେଇଥିଲେ। ତା’ ପରେ ପୀଡ଼ିତାଙ୍କ ମୁଣ୍ଡକୁ ଇଟା ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗୁରୁବାର ପୋଲିସ…

ଏଣିକି ଆକାଶରେ ଉଡ଼ିବ ବୋଟ୍‌, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ବର୍ତ୍ତମାନ ପର୍ଯ୍ୟନ୍ତ ପାଣିରେ ଡଙ୍ଗା ଚାଲୁଥିବାର ଦେଖିଥିଲେ। କିନ୍ତୁ ଏବେ ଆକାଶରେ ଉଡ଼ି ପାରୁଥିବା ବୋଟ୍‌ ବା ଡଙ୍ଗା ଆସିବ। ଇଟାଲୀ କମ୍ପାନୀ ଏକ ସ୍ବତନ୍ତ୍ର ବୋଟ୍‌ ତିଆରି କରିବାକୁ ଯାଉଛି। ଏହି ବିଳାସପୂର୍ଣ୍ଣ ବୋଟ୍‌ ସମୁଦ୍ରରେ ଭାସିବା ସହିତ ଆକାଶରେ…

ଦେଶରେ ବଢିଚାଲିଛି କରୋନା, ଆଜି ୨,୬୪,୨୦୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୪।୧: କରୋନାର ତୃତୀୟ ଲହର ଦେଶରେ ଦ୍ରୁତ ଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୨୦୨ ଥିବା ଜଣାପଡିଛି। ଗୁରୁବାରଠାରୁ ଶୁକ୍ରବାର ୬.୭ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୧୫ ଜଣଙ୍କ ମୃତ୍ୟୁ ହୋଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri