ବୋମାମାଡରେ ଥରିଲା ଲଭିଭ

କ୍ୱିଭ,୧୭ ।୫: ଦୀର୍ଘ ୨ ମାସରୁ ଅଧିକ ସମୟ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏଥିରେ କେହି ପଛଘୁଞ୍ଚା ଦେଉ ନ ଥିବା ବେଳେ ବିଜୟ ଲକ୍ଷ୍ୟ ରଖିଥିବା ରୁଷିଆ ବେଳକୁ ବେଳ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇ ଗଲାଣି । କାରଣ ଏବେ ଏବେ ୟୁକ୍ରେନ୍ ସେନା ବି ରୁଷିଆ ସେନା ଆକ୍ରମଣର ପ୍ରତି ଆକ୍ରମଣରେ ଏହାର କଡା ଜବାବ ଦେଉଛନ୍ତି । ନିକଟରେ ମିଳିଥିବା ରିପୋର୍ଟ ଅନୁଯାୟୀ, ରୁଷିଆର ବୋମାମାଡରେ ୟୁକ୍ରେନର ପଶ୍ଚିମ ସହର ଲଭିଭ ଥରି ଉଠିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ସହରରେ ଅତିକମରେ ଆଠ ବଡହ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ଉଠିଥିବା ନିଆଁ ଓ ଧୂଆଁରେ କିଛି ଦେଖାଯାଉ ନ ଥିଲା । ସହରରେ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି...

ବ୍ରିଟେନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଲଣ୍ଡନ,୨୦ା୭: ବ୍ରିଟେନରେ ଜାରି ରହିଥିବା ଗ୍ରୀଷ୍ମଲହର ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଏହି ୟୁରୋପୀୟ ଦେଶରେ ତାପମାତ୍ରା ୪୦ଡିଗ୍ରୀ ଟପିଛି।...

ଯୁଦ୍ଧର ପଦଧ୍ୱନୀ, ୟୁକ୍ରେନ୍‌ ସୀମାରେ ଲକ୍ଷାଧିକ ରୁଷିଆ ସୈନ୍ୟ…

ମସ୍କୋ, ୨୨।୧ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନୀ ସୃଷ୍ଟି ହେବା ଆରମ୍ଭ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ଦେଖାଦେଇଛି। ଆମେରିକା...

ମହାରାଣୀଙ୍କ କଫିନ୍‌ ନେଇ ଆସୁଥିବା ବିମାନକୁ ରେକର୍ଡ ସଂଖ୍ୟକ ଟ୍ରାକିଂ

ଲଣ୍ଡନ,୧୪।୯: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି। ତାଙ୍କର କଫିନ ବକିଙ୍ଗହମ ପ୍ୟାଲେସରେ ରଖାଯିବ। ରାଣୀ ଏଲିଜାବେଥ କଫିନ...

ନାଇଜେରିଆରେ ଅବୈଧ ଅଏଲ ରିଫାଇନାରୀରେ ବିସ୍ଫୋରଣ ୧୨ ମୃତ

ଅବୁଜା,୪ ।୩: ନାଇଜେରିଆର ନାଇଜର ଡେଲଟା ଅଞ୍ଚଳରେ ଏକ ଅବୈଧ ରିଫାଇନାରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି...

କେମ୍ବ୍ରିଜରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୩ ।୩: କଂଗ୍ରେସ ନେତା ତଥା ୱାୟନାଡ ଏମପି ରାହୁଲ ଗାନ୍ଧୀ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି...

ପ୍ରଥମ କୋଭିଡ୍‌ ଟିକାର ସଫଳ ପରୀକ୍ଷା

ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍‌ ଫାଷ୍ଟ ମସ୍କୋ ଷ୍ଟେଟ୍‌ ମେଡିକାଲ ୟୁନିଭର୍ସିଟିରେ ଏହାର...

Advertisement
Archives

Model This Week