ଚୁଲିରେ ରୋଷେଇ କରୁଛନ୍ତି ଦୀପିକା, ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ…
ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ ହେଉଛି। ୨୦୨୦ରେ ‘ପୁଣି ଥରେ ଟେଲିକାଷ୍ଟ ହୋଇଥିଲା ରାମାୟଣ। ଏହାକୁ ନେଇ ଦୀପିକାଙ୍କ ଲୋକପ୍ରିୟତା…
ମିନିଟ୍ରକ୍ ଧକ୍କାରେ ରାସ୍ତା ତଳକୁ ଖସିଲା କାର୍
ଢେଙ୍କାନାଳ ଅଫିସ,୨୬।୧: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ସହିତ ଧକ୍କା ହୋଇଥିଲା। ଏଥିରେ କାର୍ଟି…
ସାଉଥ୍ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି
ସାଉଥ୍ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ସେ ଆକ୍ସନ ଏବଂ କମେଡି ସହିତ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବି କୌଣସି ଫିଲ୍ମ ପୃଷ୍ଠଭୂମି ରୁ ନ…
ତେଜସ୍ବୀ କହିଲେ ‘ଆଣ୍ଟି’; ରାଗରେ ନିଆଁ ହୋଇଗଲେ ସମିତା
ବମ୍ବେ: ଦିନ କେଇଟାରେ ଶେଷ ହୋଇଯିବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’। ଏହାର ଫିନାଲେ ପାଖେଇ ଆସୁଥିବା ବେଳେ ଚର୍ଚ୍ଚାରେ ରହିଛି ପ୍ରତିଯୋଗୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ଏବଂ ତେଜସ୍ବୀ ପ୍ରକାଶଙ୍କ କ୍ୟାଟ୍ଫାଇଟ୍। ବିଗ୍ ବସ୍ ଘରେ ଶେଷ…
‘କରୋନାର କେବେ ଅନ୍ତ ହେବ ନାହିଁ ’
ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,କରୋନାର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ…
ଏହି ବିସ୍ଫୋରକ କ୍ରିକେଟର୍ଙ୍କୁ ବ୍ୟକ୍ତିଗତ ମେସେଜ୍ କଲେ ମୋଦି
ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଏହି ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇ…
ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ
ରାୟପୁର,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଏଣକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରିବାକୁ ପଡିବ। ଏହା ବ୍ୟତୀତ ମହିଳା ସୁରକ୍ଷା…
ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…
ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦ କୋଟି…
ସ୍ପିକରଙ୍କ ଘର ଉପରକୁ ରକେଟ୍ ମାଡ
ବାଗଦାଦ,୨୬।୧: ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହି ଘଟଣା…
ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି
ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍ଙ୍କ ଯୋଗୁ ଦଳ ଏହି ଗସ୍ତରେ ପରାଜୟ ଭୋଗିଥିଲା ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ମହମ୍ମଦ ଶାମି କହିଛନ୍ତି ଯେ…
ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କଚେରୀ ଖେଳପଡିଆଠାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିିବାଦନ ଗ୍ରହଣ…
ସାଧାରଣତନ୍ତ୍ର ଦିବସରେ ଅମିତାଭ ବଚ୍ଚନ ଶେୟାର କଲେ ଏମତି ଫଟୋ, ହସି ହସି ଗଡିଲେ କପିଲ
ସାଧାରଣତନ୍ତ୍ର ଦିବସ ଅବସରରେ ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ଦାଢି ତ୍ରିରଙ୍ଗା ଭଳି ରଙ୍ଗୀନ ଦେଖାଯାଉଛି। ଅମିତାଭଙ୍କ ଏହି ବିଶେଷ ଶୈଳୀକୁ…
Archives


