୩୧ରେ ଚାଷୀଙ୍କ ଖାତାକୁ ଯିବ ୧୧ତମ କିସ୍ତି
ନୂଆଦିଲ୍ଲୀ,୨୯।୫: ଆସନ୍ତା ୩୧ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଚାଷୀଙ୍କ ଖାତାକୁ ଯିବ। ଏହି କିସ୍ତି ବାବଦକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ।…
ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ
ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର…
କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ
କାମାକ୍ଷାନଗର, ୨୯।୫(ଡି.ଏନ୍.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଉପଯୁକ୍ତ ଜମି ମିଳୁ ନ…
ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ପ୍ରମୋଶନ ପାଇଁ ଉଭୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’…
‘ହିଲାରୀ, ନର୍ଗେ ମନେ ରହିବେ’
ଭୁବନେଶ୍ୱର, ୨୯।୫ (ସ୍ପୋଟର୍ସ ବ୍ୟୁରୋ): ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରତି ବର୍ଷ ମେ’ ୨୯ତାରିଖରେ ପାଳିତ ହୋଇଥାଏ। ୧୯୫୩ ମସିହାରେ ଏହି ଦିନ ସାର୍ ଏଡମଣ୍ଡ୍ ହିଲାରୀ ଓ ତେନ୍ଜିଂ ନର୍ଗେ ପ୍ରଥମେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ। ୨୦୦୮ରେ ତେନ୍ଜିଂ…
୨ ବର୍ଷ ପରେ ଭାରତରୁ ବାଂଲାଦେଶ ଗଡିବ ଟ୍ରେନ
ନୂଆଦିଲ୍ଲୀ,୨୯।୫: ଦୀର୍ଘ ୨ ବର୍ଷ ପରେ ରବିବାରଠୁ ପୁଣି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ଯୋଗୁ ଏହି ସେବା ବନ୍ଦ ଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏ…
ଥଣ୍ଡା ପାଣି ପିଉଥିଲେ…
ଖରାଦିନେ ଗରମରେ ବାହାରେ ବୁଲିଆସିଲେ ସଙ୍ଗେ ସଙ୍ଗେ ପାଣିଟିକେ କାହାକୁ ବା ଲୋଡ଼ା ନୁହେଁ! ଆଉ ତାହା ଯଦି ଫ୍ରିଜ୍ର ଥଣ୍ଡା ପାଣି ହୁଏ, ତେବେ ପିଇବାର ଆନନ୍ଦ ଅବର୍ଣ୍ଣନୀୟ। ହେଲେ ଆପଣ ଜାଣନ୍ତିକି ସବୁବେଳେ ଏଭଳି ଥଣ୍ଡା ପାଣି ପିଇବା…
ସବୁ ଏବେ କ୍ୟାଶ୍ଲେସ୍
ପର୍ସରେ ଟଙ୍କା ରଖି ବାହାରକୁ ଗଲେ କେବେ ଚୋରି ତ କେବେ ଡକାୟତିର ଆଶଙ୍କା, ପୁଣି କେବେ କେଉଁଠି ଦରକାର ବେଳେ ଟଙ୍କା ସରିଗଲେ ଏଟିଏମ୍ ଖୋଜିବାର ଟେନ୍ଶନ୍। ଏମିତିରେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ଏବଂ ଇ-ୱାଲେଟ୍ ଭଳି କ୍ୟାଶ୍ଲେସ୍ ସୁବିଧା ଏବେ…
ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍ର ୭ ଗିରଫ
ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଥିବା ବେଳେ ଶନିବାର…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ସୁଗାର ଜବତ
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସହ କାରାବାର ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ବ୍ରାଉନ୍ସୁଗାର ଆଣି ଏଠାରେ କିଭଳି କାରବାର କରାଯାଇପାରିବ ସେନେଇ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ସ୍ପେଶାଲ…
୫ ଦିନିଆ ରିମାଣ୍ଡରେ ରାଜେଶ,ରବିନ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଚକରା ଗ୍ୟାଙ୍ଗରେ ସାମିଲ ହୋଇ ରାଜଧାନୀର ବିଭିନ୍ନ ସ୍ଥାନରୁ ବନ୍ଧୁକ ମୁନରେ ଆତଙ୍କ ଖେଳାଇ ଲୁଟ୍ପାଟ, ରାହାଜାନି, ଡକାୟତି ଭଳି ଅପରାଧରେ ଜଡ଼ିତ ୨ଅଭିଯୁକ୍ତ ରାଜେଶ ମହାପାତ୍ର ଓ ରବିନ ଶତପଥୀଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ଖଣ୍ଡଗିରି…
ଫଳ ଦର ଆକାଶଛୁଆଁ
ଭୁବନେଶ୍ୱର, ୨୯।୫ (ବ୍ୟୁରୋ): ସୋମବାର ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ମଙ୍ଗଳ ମନାସି ଠାକୁରଙ୍କ ନିକଟରେ ସାତ ଫଳ ଭୋଗ କରି ପୂଜା କରିବେ। ତେଣୁ ଫଳବଜାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଫଳ ଦର ମଧ୍ୟ…

