Home Left

ଭାଜପାକୁ ବଡ଼ ଝଟ୍‌କା

ଡେରାଡୁନ୍‌,୨୭।୧: ଉତ୍ତରଖଣ୍ଡରେ ଭାଜପା ଏବଂ କଂଗ୍ରେସରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଗୁରୁବାର ଦୁଇ ଭାଜପା ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିରେ ତେହେରୀ ଏବଂ ରୁଦ୍ରପୁରର ବିଧାୟକ ସାମିଲ ଅଛନ୍ତି। ତେହେରୀ…

ଏହି ଭାରତୀୟ ଅଲରାଉଣ୍ଡରଙ୍କ ସୋସିଆଲ ଆକାଉଣ୍ଟ ହ୍ୟାକ୍‌; ଗୋଟିଏ ପରେ ଗୋଟିଏ…

ନୂଆଦିଲ୍ଲୀ,୨୭।୧: ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଗୁରୁବାର ସକାଳେ ସାଇବର ହ୍ୟାକିଂର ଶିକାର ହୋଇଛନ୍ତି। ଏହି ବାମହାତୀ ସ୍ପିନ ଅଲରାଉଣ୍ଡରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଦେଖାଯାଇଛି। ବିଟ୍‌ କଏନ ପାଇଁ ଅଲରାଉଣ୍ଡର ଟୁଇଟର ଆକାଉଣ୍ଟ ବିକ୍ରି କରୁଛନ୍ତି ଏବଂ…

ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବସିବ ବୈଠକ

ପୁରୀ ଅଫିସ, ୨୭।୧: ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବୈଠକ ବସିବ। ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ…

ଭାରତ ବିପକ୍ଷ ସିରିଜ ପାଇଁ ଟିମ୍‌ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌; ୩ ଅଭିଜ୍ଞ ଖେଳାଳି ଫେରିଲେ

ପୋର୍ଟ ଅଫ ସ୍ପେନ,୨୭।୧: କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। କାରିବିଆନ ଦଳ ନିଜ ଟିମ୍‌ରେ ଅଭିଜ୍ଞ ପେସର୍‌ କେମାର ରୋଚ୍‌, ନକ୍ରୁମା ବୋନର୍‌ ଏବଂ…

ପଞ୍ଚାୟତ ନିର୍ବାଚନରେ ୩ ପୂର୍ବତନ ବ୍ଲକ ଅଧ୍ୟକ୍ଷା

କର୍ଲାମୁଣ୍ଡା,୨୭ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୧୪୩ ଟି ଓ୍ବାର୍ଡ ରହିଛି। ସେଥିମଧ୍ୟରୁ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜପୁର ପଞ୍ଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ଓ ସାପଲହରା ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବେ ରାଜେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱରେ…

ପ୍ଲାଷ୍ଟିକ ଚାଉଳ ବଣ୍ଟନ ପ୍ରସଙ୍ଗ: ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗଞ୍ଜାମ,୨୭।୧(ଡି.ଏନ୍‌.ଏ.): ଚଳିତ ମାସରେ ରାସନ କାର୍ଡଧାରୀଙ୍କୁ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ କରାଯାଇଥିବା ପୁଇଁତୋଳା ୱାର୍ଡ ନଂ ୮ ର କିଛି ହିତାଧିକାରୀ ଅଭିଯୋଗ କରିଥିଲେ l ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଚେଇଁ ଉଠିଛି ଜିଲା ପ୍ରଶାସନ…

ଜ୍ୱାଇଁ ଡାକରାରେ ଆସି ଫେରିଲେନି ଧରମ ଭାଇ

ଗଞ୍ଜାମ,୨୭ା୧(ଡି.ଏନ୍‌.ଏ.): ଭଉଣୀଙ୍କ ବାହାଘର ପାଇଁ ଜ୍ୱାଇଁ ଡାକରା ଆସିଥିବା ଧରମ ଭାଇ ଆଉ ଫେରିଲେନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମରେ। ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ…

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୨ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଗର୍ଜିଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ର। ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଗୁରୁବାର ରାଜରାସ୍ତାକୁ ସେମାନେ ଓହ୍ଲାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାପରେ ଶତାଧିକ ଛାତ୍ରୀଛାତ୍ର ନବୀନ ନିବାସ ମୁହାଁ ହେବା ବେଳେ…

ମଣ୍ଡିରୁ ଉଠୁନି ଧାନ, ଟୋକନ ରଦ୍ଦ ଆଶଙ୍କା

ଛତ୍ରପୁର,୨୭ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣ ଅହେତୁକ ବିଳମ୍ବ ହେତୁ ଟୋକେନ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ୪୦୦ ଟୋକନ ମଧ୍ୟରୁ ୩୭ଟି ଟୋକନରେ ୧୪୬୧ କୁଇଣ୍ଟାଲ ଧାନ…

କଲେଜ ସେକ୍ରେଟାରୀ ଦୀପ୍ତିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଏହି ଅଭିନେତା, ଚାରି ଦିନ ନ ପୂରୁଣୁ…

ବମ୍ବେ: କଲେଜ ସମାରୋହରେ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ। ହେଲେ ସେଠାକୁ ଯିବାପରେ ସେହି କଲେଜ୍‌ର ସେକ୍ରେଟାରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଛି ଏଭଳି ପ୍ରେମକାହାଣୀ ହେଉଛି ଲୋକପ୍ରିୟ ମରାଠି ଏବଂ ବଲିଉଡ୍‌ ଅଭିନେତା ଶ୍ରେୟଶ ତଲପଡେଙ୍କର। ଏବେ ସେହି କଲେଜ ସେକ୍ରେଟାରୀ…

ପ୍ରାର୍ଥିପତ୍ର ଦାଖଲ କଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୭ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ସାଂକ୍ୱେଲିମ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପ୍ରାର୍ଥିପତ୍ର…

ଓମିକ୍ରନ୍ ପାଇଁ ଘୁଞ୍ଚାଇ ଦିଆଯାଉ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୭ ।୧: କଂଗ୍ରେସ ନେତା ଜଗଦିଶ ଶର୍ମା ଦିଲ୍ଲୀ ହାଇକୋର୍ଟରେ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଦେଶରେ କରୋନା ମହାମାରୀର ଓମିକ୍ରନ୍ ଭାରିଏଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri