ଆରଡ଼ିରେ ଶିବ ବିବାହ
ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି ପବିତ୍ର ଶୀତଳଷଷ୍ଠୀ। ଏହି ପବିତ୍ର ଦିବସରେ ଦେବ ଦେବ ମହାଦେବ ମାତା ସତୀଙ୍କୁ ବିବାହ…
ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଗସ୍ତ ଅବସରରେ ୩୧ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା…
ଡ୍ୟାନ୍ସ ମୋ ଫିଟ୍ନେସ୍ର ମନ୍ତ୍ର : ଭୂମିକା
ଶିଶୁ କଳାକାର ଭାବରେ ସେ ଓଲିଉଡ୍ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍ କେତୋଟି ସିନେମାରେ ଲିଡ୍ ଆକ୍ଟ୍ରେସ୍ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା ଅଭିନେତ୍ରୀ ହେଲେ ଭୂମିକା ଦାଶ… * ସିନେମାକୁ…
ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ
ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଖଳାରେ ଚଉଦନାହାକା କାମ ଆରମ୍ଭ ହୋଇଯାଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି…
ଶୁଭ ଶଙ୍ଖ
ଭାରତୀୟ ସଂସ୍କୃତିରେ ଶଙ୍ଖର ମାହାତ୍ମ୍ୟ ସ୍ବତନ୍ତ୍ର। ତେବେ ଶଙ୍ଖ ଏକ ସଂସ୍କୃତ ଶବ୍ଦ। ଏହାର ବ୍ୟୁତ୍ପତ୍ତି- ”ଶାମ୍ୟତି ଅଶୁଭମସ୍ମାଦିତି“। ‘ଶଂ’ ଅର୍ଥ ମଙ୍ଗଳ, କଲ୍ୟାଣ, ଶୁଭ ଇତ୍ୟାଦି ଏବଂ ‘ଖ’ ଅର୍ଥ ଆକାଶ। ‘ଆକାଶ’ ଶୂନ୍ୟ ତତ୍ତ୍ୱ ଅଟେ। ଶଙ୍ଖ ମଧ୍ୟରେ…
ସ୍ବପ୍ନ ବି ଦେଇଥାଏ ସଙ୍କେତ
ସ୍ବପ୍ନ ବି ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଦିଏ କି ସଙ୍କେତ ଦେଇଥାଏ… * ଜ୍ୟୋତିଷଶାସ୍ତ୍ର ଅନୁସାରେ, ଖୋଲା ଆଲମାରିର ସ୍ବପ୍ନ…
ଗଛରେ ଚଢ଼ି ମହୁ ସଂଗ୍ରହ କରୁଥିବା ବେଳେ ଖସିପଡ଼ି ଯୁବକଙ୍କ ଜୀବନ ଗଲା
ଠାକୁରମୁଣ୍ଡା,୨୯ା୫(ଡି.ଏନ୍.ଏ.): ରାତିରେ ଗଛରେ ଚଢ଼ି ମହୁ ସଂଗ୍ରହ କରି ତଳକୁ ଓହ୍ଲାଉ ଥିବା ବେଳେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡ଼ା ପଞ୍ଚାୟତ ଖାପରଖାଇ ଗ୍ରାମର ସାନ ଖଣ୍ଡୁଆଳ…
ଗଛ ବି କରିବ ଭାଗ୍ୟ ପରିବର୍ତ୍ତନ
ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥାନ୍ତି। ହେଲେ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି କେତେକ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା…
ଜାଣନ୍ତି କି ଡିଶ୍ ଆଣ୍ଟିନା କାହିଁକି ରହିଥାଏ ତ୍ରିକୋଣୀୟ
ମଣିଷ ଜୀବନରେ ଅନେକ ଜିନିଷ ଦେଖିବାକୁ ପାଇଥାଏ। କିଛି ଜିନିଷ ଅଛି, ଯାହା ଆଖି ପାଇଁ ସାଧାରଣ ଅଟେ। କିନ୍ତୁ ଏହାର କାରଣ ବୁଝିବା କଷ୍ଟକର। ଘର ଉପରେ ଡିଶ୍ ଟିଭି ଛତା ନିଶ୍ଚିତ ଦେଖିଥିବେ, ଏହି ଆଣ୍ଟିନାଗୁଡ଼ିକୁ ସର୍ବଦା ତ୍ରିକୋଣୀୟ…
ରାଜ୍ୟ ସଭା ନିର୍ବାଚନ ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଓ ଉପ ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ…
ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ୭ ଜୀବନ
ଲକ୍ଷ୍ନୌ,୨୯।୫: ଅଯୋଧ୍ୟା ଯାଉ ଯାଉ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶ ବହରାଇଚ ଜିଲାରେ ରବିବାର ସକାଳେ ଏହି ଅଘଟଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ମିଳୁନି ସମ୍ମାନ
ନବରଙ୍ଗପୁର,୨୯।୫(ବି.ପ୍ର.): ମୃତଦେହକୁ ସମ୍ମାନ ଦେଇ ତାହାର ସୁରକ୍ଷା ଓ ସତ୍କାର ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା। ଶୁକ୍ରବାରରୁ ରାଇଘରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ…

