Home Left

ଏମାର ମଠରେ ଖନନ, ମିଳିଲାନି ଗୁପ୍ତଧନ

ପୁରୀ ଅଫିସ, ୫ା୨: ପୁଣି ଚର୍ଚ୍ଚାରେ ସବୁଠାରୁ ବିତ୍ତଶାଳୀ ମଠ ପୁରୀର ଏମାର ମଠ। ପ୍ରାୟ ୫ମାସର ବ୍ୟବଧାନ ପରେ ପୁନର୍ବାର ଶୁକ୍ରବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଇଛି। ଏହି ମଠରେ ପୂର୍ବରୁ ରୁପାଇଟା ମିଳିଥିବାରୁ ଦ୍ୱିତୀୟ ଥର…

୭ରୁ ହାଇବ୍ରିଡ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ, ୫ା୨: ଆସନ୍ତା ୭ ତାରିଖରୁ ହାଇକୋର୍ଟ ହାଇବ୍ରିଡ(ଭର୍ଚୁଆଲ ଓ ଫିଜିକାଲ) ମୋଡ୍‌ରେ ଚାଲିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜୁୁଡିସିଆଲ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି। ୭ ତାରିଖରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟରେ ମାମଲାର ଶୁଣାଣି…

ନିଶାବଟିକା ଦେଇ ଡାକ୍ତରଙ୍କ ଶାରୀରିକ ସମ୍ପର୍କ

ସମ୍ବଲପୁର,୫ା୨(ବ୍ୟୁରୋ): ନିଶା ବଟିକା ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଜଣେ ଡାକ୍ତର। ସମ୍ବଲପୁର ଜିଲା ବୁର୍ଲା ଥାନାରେ ଗତ ୧ତାରିଖରେ ଏହି ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ତାଙ୍କ ଅଭିଯୋଗ କ୍ରମେ ନୂଆପଡା ଜିଲାରେ କାର୍ଯ୍ୟରତ ଡାକ୍ତର କମଳାକାନ୍ତ…

ନିମିଷକରେ ଉଜୁଡିଗଲା ବାହାଘର ଖୁସି: ସଡ଼କ ଦୁର୍ଘଟଣାରେ କନ୍ୟା ପିତାଙ୍କ ସମେତ ୫ ମୃତ

ରାମପୁର,୫ ।୨: ଉତ୍ତର ପ୍ରଦେଶର ଟାଂଡା ଥାନା ଅଞ୍ଚଳର ସିକମପୁର ଗାଁ ନିକଟରେ ଏକ ମାରୁତି ଇକୋ କାର୍ ସ୍ପିଡ ବ୍ରେକରରେ ନିୟନ୍ତ୍ରଣ ହରାଇ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ କାରରେ ୬ ଜଣ…

ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁଗୂଳ

ପୁରୀ ଅଫିସ,୫।୧: ଆଜି ପବିତ୍ର ଶ୍ରୀପଞ୍ଚମୀ। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯିବ। ସରସ୍ବତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି ରହିଛି । ବଡ଼ଦାଣ୍ଡ ରଥଖଳାରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା…

ଗୋଟିଏ ପରିବାରରୁ ତିନି ପ୍ରାର୍ଥୀ

ଖପ୍ରାଖୋଲ,୫ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏବେ ଏହାକୁ ନେଇ ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତର ପଧାନ…

ରାହୁଲ ଗାନ୍ଧୀ ଜଣେ ଟୁରିଷ୍ଟ ପଲିଟିସିଆନ୍‌: ଭାଜପା ନେତା

ପଣଜୀ,୫ ।୨: ଗୋଆ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳ । କଳେ କଳେକୌଶଳେ ଏମାନେ ଭୋଟରଙ୍କୁ ନିଜ ଆଡକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ…

ନିଶା ଦେଇ ଶାରୀରିକ ସମ୍ପର୍କ ରଖିଲେ ଡାକ୍ତର

ସମ୍ବଲପୁର,୫ା୨(ବ୍ୟୁରୋ): ନିଶା ବଟିକା ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଜଣେ ଡାକ୍ତର। ସମ୍ବଲପୁର ଜିଲା ବୁର୍ଲା ଥାନାରେ ଗତ ୧ ତାରିଖରେ ଏହି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିଯୋଗ ମୁତାବକ ନୂଆପଡ଼ା ଜିଲାରେ କାର୍ଯ୍ୟରତ ଡାକ୍ତର କମଳାକାନ୍ତ…

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ବାରିପଦା ଅଫିସ,୫ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟର…

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୫ା୨(ବ୍ୟୁରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି। ଉକ୍ତ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ…

ହାଇଓ୍ବେ ପାଟ୍ରୋଲିଂ ପ୍ରଦର୍ଶନ ଅତି ଖରାପ

ଭୁବନେଶ୍ୱର, ୫।୨(ବ୍ୟୁରୋ): ରାଜ୍ୟ ସରକାର ଗତ କିଛିଦନ ହେଲା ଓଡ଼ିଶାରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ କରିବା ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସବୁ ଜିଲାର ଏସ୍‌ପି ଏବଂ ଜିଲାପାଳଙ୍କୁ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଦୁଇଥର ଚିଠି…

ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧୁ ନେଇପାରନ୍ତି ବଡ ପଦକ୍ଷେପ

ଚଣ୍ଡିଗଡ଼,୫ ।୨: ପଞ୍ଜାବର ଶାସକ କଂଗ୍ରେସ ଦଳ ମଧ୍ୟରେ ଲାଗି ରହିଥିବା ଅନ୍ତଃ କଳହ ତୁଟିବାର ନାଁ ନେଉନି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳରେ ତୁତୁ ମେମେ ଲାଗି ରହିଛି । ଏବେ ନବଜୋତ ସିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri