Home Left

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ସ୍ବତନ୍ତ୍ର ଅଧ୍ୟାୟରେ ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ। ଏଥର ଓଡ଼ିଆ…

ଓଡ଼ଗାଁରୁ ଗଲା ରୁକୁଣା ରଥ କାଠ

ଓଡ଼ଗାଁ, ୫ା୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଡହଙ୍ଗୀ ଗାଁରୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିମନ୍ତେ କାଠ ସଂଗ୍ରହ କରାଯାଇଛି। ଗଁାରେ ବିଜେ ମା’ ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶତାୟୁ ବେଲଗଛ ନିକଟରେ…

ଖଣି କାର୍ଯ୍ୟାଳୟରେ ପୁରୁଣା ଫାଇଲ ପୋଡ଼ି

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୫ା୨: ଯାଜପୁରରୋଡ୍‌ର ଧବଳଗିରିସ୍ଥିତ ଖଣି ଉପନିର୍ଦ୍ଦେଶାଳୟ(ଡିଡିଏମ୍‌) କାର୍ଯ୍ୟାଳୟର ପଛପଟେ ର ଶତାଧିକ ସରକାରୀ ଫାଇଲ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଫାଇଲ ପୋଡ଼ା କାର୍ଯ୍ୟ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଜଣେ ଅଧିକାରୀ ୨ ଜଣ…

ଓଡ଼ିଶା, ଛତିଶଗଡ଼କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ଭୁବନେଶ୍ୱର,୫।୨(ବ୍ୟୁରୋ): ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଥଇଥାନ ସମ୍ପର୍କିତ ଏକ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ କରିଛନ୍ତି। ଏହି ଦୀର୍ଘ ଅସମାହିତ ପ୍ରସଙ୍ଗରେ ସମ୍ବଲପୁର, ଝାରସୁଗୁଡ଼ା,…

ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ ବିରୋଧକରି ପୋଷ୍ଟର ଲାଗିଛି। ମାଓବାଦୀ ବିରୋଧୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ(ଏଏନ୍‌ପିପିଏଫ୍‌)…

ସୀମାନ୍ତରେ ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୫ା୨(ଡି.ଏନ.ଏ.): ସୀମାନ୍ତରେ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀମାନେ ହିଂସାର ଆଶ୍ରୟ ନେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। କାତୁରୁ…

ନିର୍ବାଚନ ପରେ ଏମ୍‌ଏସ୍‌ପି କମିଟି: ତୋମାର

ନୂଆଦିଲ୍ଲୀ,୫।୨: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ କମିଟି ଗଠନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏହି କମିଟି ହେବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର…

ଝାଡ଼ଖଣ୍ଡରେ ଜମତରା ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ୍‌

ଭୁବନେଶ୍ୱର,୫।୨(ବ୍ୟୁରୋ): ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଜମତରା ଗ୍ୟାଙ୍ଗର ୩ଜଣ ସାଇବର ଲୁଟେରାଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିଛି। ଶୁକ୍ରବାର ସେମାନଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଛି। ତେବେ ଏମାନଙ୍କୁ ଜେରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର,୫ା୨(ବ୍ୟୁରୋ): ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି। ଏପରି କି କେତେକ ସ୍ଥାନରେ…

ସପ୍ତାହେ ଯାଏ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୪ା୨(ବ୍ୟୁରୋ)-ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି। ଏପରିକି କେତେକ ସ୍ଥାନରେ ପ୍ରବଳରୁ ଅତି…

ବିସିସିଆଇ ସଭାପତି ଭାବେ ଯାହା କରିବା ଉଚିତ ମୁଁ ତାହା କରୁଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୪।୨: ଚର୍ଚ୍ଚାରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ବିସିସିଆଇ ସଭାପତି ଭାବରେ ୨୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏବେ ଗାଙ୍ଗୁଲି ଉକ୍ତ ଅଭିଯୋଗର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ କାହାକୁ କିଛି…

କାଲି ବିବାହ କରିବେ କରିସ୍ମା

ମୌନୀଙ୍କ ପରେ ଏବେ ଆଉ ଜଣେ ଟେଲି ଅଭିନେତ୍ରୀ ବିବାହ କରିବେ। ସେ କେହି ନୁହଁନ୍ତି ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ତନ୍ନା। ଶନିବାର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri