ପୁଣି ରାଜ୍ୟରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ରବିବାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୨ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୨ ଲକ୍ଷ ୮୮ ହଜାର ୫୦୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, କଟକରୁ ୫, ଦେବଗଡ଼ରୁ ୧, ଗଞ୍ଜାମରୁ ୨, ଖୋର୍ଦ୍ଧାରୁ ୬, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ପାଇଁ ରାଜ୍ୟର ସବୁ ପଞ୍ଚାୟତରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର, ୧୬ା୨(ବ୍ୟୁରୋ): ଧାନ କିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ରାଜ୍ୟରୁ ଯେତିକି ଧାନ ଉଠାଇବା...

ବେଆଇନ ନିର୍ମାଣକୁ ମାଫ୍‌

ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍‌) ଜରିମାନା ରାଶିକୁ ରାଜ୍ୟ...

ରାଜ୍ୟରେ ବଢୁଛି ସଂକ୍ରମଣ: ଟେଷ୍ଟ, ଟ୍ରାକ୍‌, ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଚିନ୍ତା ବଢାଉଛି। ତେବେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର...

ବରଗଡ଼ସ୍ଥିତ କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ

ବରଗଡ଼ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ-୧୯ ହସପିଟାଲ ସ୍ଥାପନ କରାଯାଇଛି। ଏହି କ୍ରମରେ ବରଗଡ଼ ସହର ଉପକଣ୍ଠ ଖେଦାପାଲି (ଟୁକୁର୍ଲା)ସ୍ଥିତ...

୫୦% ସଂରକ୍ଷଣ ସୀମା ହଟୁ: ବିଜେଡି

ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ...

ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ...

ରେଢାଖୋଲରେ ଗୋଟିଏ ପରିବାରର ୧୦ ଜଣଙ୍କୁ ସଙ୍ଗରୋଧରେ ରଖିଲା ପ୍ରଶାସନ

ରେଢାଖୋଲ, ୪।୪(ଡି.ଏନ.ଏ.)ସମ୍ବଲପୁର ଜିଲା ପ୍ରଶାସନ ରେଢାଖୋଲ ସହର ଖନ୍ଦାଢିପ ସାହି (ୱାର୍ଡ ନଂ ୭)ର ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କୁ ସଂଗରୋଧରେ ରଖିଛି। ଏହି...

Advertisement
Archives

Model This Week