ପୁଣି ଭେଣ୍ଟିଲେଟରରେ ଲତା
ବମ୍ବେ: ସୁଧୁରିବା ବଦଳରେ ପୁଣି ବିଗିଡ଼ିଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା। ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଭେଣ୍ଟିଲେଟରରେ ଥିବା ଯୋଗୁ ଡାକ୍ତରମାନେ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ବ୍ରିଚକାଣ୍ଡି…
ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଥିବା…
ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା
ପୁରୁଷୋତ୍ତମପୁର,୫।୨(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଶନିବାର ଦୁଇ ଜଣ…
ପ୍ରଚାର ମଙ୍ଗ ଧରିଛନ୍ତି ଛତ୍ରପୁର ବିଧାୟକ
ଛତ୍ରପୁର,୫।୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଛତ୍ରପୁର ବ୍ଲକ ୨୦ ନଂ. ଜୋନରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଚାର ମଙ୍ଗ ଧରିଛନ୍ତି। ୨୦ନଂ. ଜୋନ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଲା ପରିଷଦ ସଭ୍ୟ ପାଇଁ…
ଆଶ୍ୱସ୍ତ ହେଲେ ନୋରା
ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଥାନ୍ତି ଅଭିନେତ୍ରୀ ନୋରା ଫତେହୀ। ହେଲେ ଶୁକ୍ରବାର ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ ହୋଇଯାଇଥିଲା। କ’ଣ ପାଇଁ ଏପରି ଘଟିଲା କେହି ଜାଣି ନ ଥିଲେ। ଏବେ କିନ୍ତୁ ପ୍ରଶଂସକଙ୍କ ସହ ନୋରାଙ୍କ ପାଇଁ…
ରାଜ୍ୟବାସୀଙ୍କୁ ବସନ୍ତ ପଞ୍ଚମୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ବତୀ। ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ବତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି,…
ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଐଶ୍ଙ୍କ ବିବାହ ଦେଖିଥିଲେ ଏହି ଅଭିନେତା
ବମ୍ବେ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହ ବଲିଉଡ୍ର ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ। ଅନେକ ଏହି ବିବାହକୁ ଆଖିରେ ଦେଖିବାକୁ ଚାହୁଁଥିଲେ। ହେଲେ ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ନ ଥିଲା। ସେଭଳି ଜଣେ ଥିଲେ…
ଆଜି ବସନ୍ତ ପଞ୍ଚମୀ
ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ବତୀ। ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ବତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ…
କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୫।୨: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧, ୨୭, ୯୫୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦୫୯ ଜଣଙ୍କ…
ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ଝଟ୍କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର
ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍…
ଆଜି ହାତକୁ ଦି’ହାତ ହେବେ କରିସ୍ମା
ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଯାଇଛି। ଗତ କାଲି ତାଙ୍କର ହଳଦୀ ରସମ୍ ହୋଇଥିଲା। ଯାହାର…
ଶ୍ମଶାନ ଜମି ଚିହ୍ନଟ ନ ହେଲେ ଭୋଟ ବର୍ଜନ ଧମକ
ବାଲିଗୁଡା,୫ା୨(ଡି.ଏନ୍.ଏ.): ଶ୍ମଶାନ ନ ହେଲେ ଭୋଟ ଦେବୁନାହିଁ ବୋଲି ବାଲିଗୁଡା ଏନଏସିର ୩ ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି। ଏନ୍ଏସିର ସବୁଠୁ ବଡ଼ ସାହି ହେଉଛି ନୂଆସାହି। ଏନ୍ଏସିର ୫, ୬ ଓ ୭ନମ୍ବରରେ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିଲେ…
Archives


