ସ୍ବାଧୀନ ଲଢ଼ିବେ ମୋଦିଙ୍କ ଡୁପ୍ଲିକେଟ୍
ଲକ୍ଷ୍ନୌ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡୁପ୍ଲକେଟ୍ ଭାବେ ଜଣାଶୁଣା ଅଭିନନ୍ଦନ ପାଠକ ସ୍ବାଧୀନ ଲଢ଼ିବାକୁ ଯାଉଛନ୍ତି। ସେ ଲକ୍ଷ୍ନୌର ସରୋଜନିନଗର ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡ଼ିଛି। “ଲକ୍ଷ୍ନୌରୁ ଲଢ଼ିବା ପାଇଁ ମୁଁ ଭାଜପା ସଭାପତି ଜେପି ନଡ୍ଡା ଓ ସ୍ବରାଷ୍ଟ୍ର…
ପୂର୍ବତନ ଆଇପିଏସ୍ଙ୍କ ଘରେ ଆଇଟି ରେଡ୍: ବେସମେଣ୍ଟରେ ୬୫୦ ଲକର
ନଏଡା,୧ ।୨: ସାଧାରଣ ଲୋକଙ୍କର ବଜେଟ ଯଦିଓ ବିଗିଡି ଯାଇଛି, ହେଲେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କର ବଜେଟ ସଦାବାହାର ହୋଇ ରହିଛି । ଏବେ ଏହିଭଳି କେତେଜଣ ଲୋକ ଆୟକର ବିଭାଗର ଟାର୍ଗେଟରେ ରହିଛନ୍ତି । ନଏଡାରେ ୟୁପି…
‘ଛାଡପତ୍ର ପରେ ପୁଣି କୋଳାଗ୍ରତ’
ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ ଏକାଠି ଫଟୋଗ୍ରାଫର୍ଙ୍କୁ ପୋଜ୍ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ କୋଳାଗ୍ରତ ମଧ୍ୟ…
୧୦୦୦ତମ ଦିନିକିଆ ମ୍ୟାଚ୍ ଖେଳାଯିବ ବିନା ଦର୍ଶକରେ
ଅହମ୍ମଦାବାଦ,୧।୨: ଆସନ୍ତା ୬ ତାରିଖରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍ର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହା ଟିମ୍ ଇଣ୍ଡିଆ ପାଇଁ ହେବାକୁ ଯାଉଛି ୧୦୦୦ ଦିନିକିଆ ମ୍ୟାଚ୍। ବିଶ୍ୱର ପ୍ରଥମ ଦଳ ଭାବେ ଭାରତୀୟ ଦଳ…
ମର୍କ୍ୟୁ ଖେଳାଳିଙ୍କ ତାଲିକାରେ ଧାଓ୍ବନ, ଶ୍ରେୟାସ
ନୂଆଦିଲ୍ଲୀ,୧।୨: ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ଆଇପିଏଲ ଅକ୍ଶନ । ଏଥି ଲାଗି ମଙ୍ଗଳବାର କେଉଁ ବେସ୍ ପ୍ରାଇସ୍ରେ କେଉଁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ତାହା ପ୍ରକାଶ କରିଛି ବିସିସିଆଇ। ମର୍କ୍ୟୁ ଖେଳାଳିଙ୍କ ପାଇଁ ପୂର୍ବ…
ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆଖ୍ୟା ଦେଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ‘ଗେହରାୟାଁ’ ଫମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଦୀପିକା, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁର୍ବେଦୀ ଅଭିନୀତ ଏହି ଫିଲ୍ମ ଫେବୃୟାରୀ ୧୧ରେ ମୁକ୍ତିଲାଭ କରୁଛି। ଦୀପିକାଙ୍କର ଏକ ଭିନ୍ନ ଶୈଳୀ ଫିଲ୍ମରେ ଦେଖିବାକୁ ପାଇବେ।…
ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ
ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା ସମୟରେ ଚାଲକର ଖସିି ଯିବାରୁ କେତେଜଣ ଶ୍ରମିକ ଏହାତଳେ ଚାପି ହୋଇଯାଇଛନ୍ତି । ମିଳିଥିବା…
ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା
ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା ରାପର୍ ରକିଙ୍କ ସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ। ଏଠାରେ ରିହାନା…
ଚମତ୍କାର କ୍ୟାଚ୍ ଧରିଲେ ଏହି କ୍ରିକେଟର୍, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ବୁଧବାର ଦ୍ୱିତୀୟ…
ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍ ପ୍ରାଇସ୍ ୨ କୋଟି…
ବେଙ୍ଗାଲୁରୁ, ୧।୨ : ଆଇପିଏଲ୍ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା…
ଚାଇନିଜ ହାଜତରେ ଇଲେକ୍ଟ୍ରିକ୍ ଶକ ଦିଆଯାଉଥିଲା
ନୂଆଦିଲ୍ଲୀ,୧।୨: ଅରୁଣାଞ୍ଚଳ ପ୍ରଦେଶର ନିଖୋଜ ନାବାଳକ ସୋମବାର ସନ୍ଧ୍ୟାରେ ତାଙ୍କ ପରିବାର ପାଖକୁ ଫେରିଛନ୍ତି। ତାଙ୍କୁ ଚାଇନିଜ ଆର୍ମି ଅପହରଣ କରି ନେଇଥିଲା। ତାରୋନଙ୍କ ଘର ବାହୁଡ଼ା ପାଇଁ ସ୍ଥାନୀୟ ପ୍ରଶାସକ ଓ ପଞ୍ଚାୟତ ନେତାମାନେ ଏକ ଉତ୍ସବ ଆୟୋଜନ କରିଥିଲେ।…
ରାତିରେ ଶୋଇଥିବା ବେଳେ ଘରେ ପଶିଲା ହାତୀ
ବାଲେଶ୍ୱର ଅଫିସ,୧।୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟରୁ ସୋମବାର ମଧ୍ୟରାତ୍ରିରେ ଦୁଇଟି ଦନ୍ତା ଜଙ୍ଗଲରୁ ପଳେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଜାମୁଢ଼ିଆ ପଞ୍ଚାୟତ ଭୁଳାଗଡିଆ ଗାଁର ଜାନକୀ ଟୁଡ଼ୁଙ୍କ ଘରେ ପଶି ଯାଇଥିଲା । ପରିବାର ୫…
Archives


