Home Left

ଆଲିଆ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ବଲିଉଡର କ୍ୟୁଟ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ସର୍ବଦା ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେବେ ବି ଏହି ଯୋଡି ନିଜ ସମ୍ପର୍କକୁ…

ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨ ଭାରିଆଣ୍ଟ୍‌ ଦ୍ରୁତ ବେଗରେ ସଂକ୍ରମିିତ ହେବାରେ ଲାଗିଛି। ଇତିମଧ୍ୟରେ ଏହା ୫୭ ଦେଶକୁ ବ୍ୟାପି…

ଦାରିଙ୍ଗବାଡ଼ିରେ ଧିମା ଚାଲିଛି କୋଭିଡ୍‌ ଟିକାକରଣ

ଦାରିଙ୍ଗବାଡ଼ି,୫ା୨(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ମାଗଣା ଟିକାକରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ଟିକାକରଣରେ ୧୫ରୁ ୧୭ବର୍ଷଙ୍କ ପାଇଁ ଯେଉଁ ଟିକାକରଣ ବ୍ୟବସ୍ଥା କରାଯାଇଛି ତାହା ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ସବୁଠାରୁ କମ୍‌ ପ୍ରତିଶତ…

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଥିବା ବେଳେ ଅଧିକାଂଶ ଦର୍ଶକ ଏହାକୁ ପସନ୍ଦ କରିବା ସହ…

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଫେରିଛନ୍ତି। ଅପରପକ୍ଷେ ପ୍ରଥମ ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ…

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ପାଟନଚେରୁରେ…

ଆଜିଠୁ ଖସିବ ପାରଦ

ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ସୂଚନା…

ଜିଲା ପରିଷଦ ଆସନ ପାଇଁ ତ୍ରିମୁଖୀ ଲଢ଼େଇ, ସମୀକରଣ ବଦଳିବା ଆଶଙ୍କା

ଗଞ୍ଜାମ,୫।୨(ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।…

ପାକିସ୍ତାନ ସୈନ୍ୟ-ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି…

କରାଚି, ୫।୨ : ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତି ସଙ୍କଟ ଜନକ ରହିଛି। ପାକିସ୍ତାନ ସୈନ୍ୟ ଏବଂ ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୋକ ଉପାସରେ ଗତ ୩ ଦିନ…

ଆଜି ମହାମୁକାବିଲା: ପଞ୍ଚମ ଥର ବିଶ୍ୱକପ୍‌ ଟାଇଟଲ ଜିତିବା ଲକ୍ଷ୍ୟରେ ଭାରତ

ଆଣ୍ଟିଗୁଆ,୫।୨: ଶନିବାର ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ଚାରିଥର ବିଶ୍ୱକପ୍‌ ବିଜେତା ଭାରତ ଏହି ଟୁର୍ନାମେଣ୍ଟକୁ ଜିତି ପଞ୍ଚମ ଥର ପାଇଁ ଟାଇଟଲ ନିଜ ନାମରେ କରିବାକୁ ଚେଷ୍ଟା କରିବ। ସେହିଭଳି ୧୯୯୮ ଶେଷ…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନାଁ ନ ଥିବାରୁ ରାଗିଲେ ମନିଷ ତିୱାରୀ

ନୂଆଦିଲ୍ଲୀ,୫ ।୨: ପଞ୍ଜାବରେ କଂଗ୍ରେସ ଦଳ ବିବାଦ ସହ ଯେମିତି ବନ୍ଧୁତା କରି ସାରିଲାଣି । ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରୟାସ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ…

ମୋଦି ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି, ରାହୁଲଙ୍କ କଟାକ୍ଷ…

ଡେରାଡୁନ୍‌, ୫।୨ : ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ରାଜା ବୋଲି କଟାକ୍ଷ କରି କହିଛନ୍ତି ଯେ, ଆଜିର ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି। ଉଦମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri