Home Left

ଦୀର୍ଘବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଥରକୁ ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏଠାକାର ୪୭ ବର୍ଷୀୟ ଡେଭ୍‌ ଏସ୍ପ୍ରେ ଦୀର୍ଘ ଜୀବନ ହାସଲ କରିବା ପାଇଁ…

ବେଆଇନ ଭାବେ ସରକାରୀ ଫ୍ଲାଟ୍‌ ବିକିବା ଘଟଣା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ,୭ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ ଗିରଫ ହୋଇଥିବା ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣଙ୍କୁ ମଧୁପାଟଣା ପୋଲିସ ରବିବାର ୩…

ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର

ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ। କିଏ କାହାକୁ ପଛରେ ପକାଇବ ସେନେଇ ଚାଲିଛି ଅଙ୍କ…

ଆଶା, ଆଶଙ୍କାରେ ଜିଲା ପରିଷଦ ପ୍ରାର୍ଥୀ

କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫ ନମ୍ବର ଜିଲା ପରିଷଦ ଜୋନରେ ନିର୍ବାଚନ ଉଷ୍ମତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରାର୍ଥୀମାନେ…

ପର୍ଯ୍ୟଟକଙ୍କ ସେବାରେ ଲାଗୁନି ପାନ୍ଥଶାଳା

ସାକ୍ଷୀଗୋପାଳ,୭।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏଠାରେ ହଟହଟା ହେଉଛନ୍ତି।…

ପରଲୋକରେ ସ୍ବର ସମ୍ରାଜ୍ଞୀ

ମୁମ୍ବାଇ, ୭ ।୨: ଭାରତୀୟ ସଙ୍ଗୀତ ଦୁନିଆରେ ଘଟିଛି ଏକ ଯୁଗର ଅବସାନ। ୨୮ ଦିନ ଧରି କରୋନା ସହ ଲଢ଼େଇ ପରେ ସଙ୍ଗୀତର ସରସ୍ବତୀ ଲତା ମଙ୍ଗେସକର ରବିବାର ସକାଳ ପ୍ରାୟ ୮ଟା ୧୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…

ଆଗଉନି ସିଦ୍ଧମହାବୀର ଓଭରବ୍ରିଜ୍‌ କାମ

ପୁରୀ ଅଫିସ,୭।୨: ପୁରୀ- କୋଣାର୍କ ରାସ୍ତାର ସିଦ୍ଧମହାବୀର ଛକଠାରେ ପ୍ରସ୍ତାବିତ ରେଲଓ୍ବେ ଓଭରବ୍ରିଜ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଉପଯୁକ୍ତ କ୍ଷତିପୂରଣ ବିନା ଜମି ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ରାଜି…

କେତେ ଟଙ୍କାର ସମ୍ପତି ଛାଡି ଯାଇଛନ୍ତି ଲତା..

ମୁମ୍ବାଇ: ମେଲୋଡି କୁଇନ୍ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ହୋଇଛି । ଏବେ ସେ ରହିବେ ପ୍ରତିଟି ଭାରତୀୟର ସ୍ମୃତିରେ । ପିଲାଟି ଦିନରୁ ଅନେକ ସଂଘର୍ଷ ମଧ୍ୟ ଦେଇ ଗତି କରିଥିବା…

୭ ଦିନରେ ୩ କୋଟିର ସାମଗ୍ରୀ ଜବତ, ୮୩୨ ଗିରଫ

ଭୁବନେଶ୍ୱର,୭।୨(ବ୍ୟୁରୋ): ଶୃଙ୍ଖଳିତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଚଢ଼ାଉ ଓ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଫଳରେ ୭ଦିନ ମଧ୍ୟରେ ୩କୋଟି ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି। ଏଥିସହିତ ୧,୦୫୦ ମାମଲା ରୁଜୁ କରାଯାଇ ୮୩୨ଜଣଙ୍କୁ…

କାମିଲା ପରବର୍ତ୍ତୀ ରାଣୀ ହେବେ

ଲଣ୍ଡନ,୭।୨: ପ୍ରିନ୍ସ ଚାଲର୍‌ସ ବ୍ରିଟେନର ରାଜା ହେଲେ ଡଚେସ୍‌ ଅଫ୍‌ କର୍ନଓ୍ବାଲ କାମିଲା ରାଣୀ ହେବେ ବୋଲି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଶନିବାର ମହାରାଣୀ ତାଙ୍କର ପ୍ଲାଟିନମ୍‌ ଜୁବିଲି ଉଦ୍‌ବୋଧନ ବେଳେ ୭୪ ବର୍ଷୀୟା କାମିଲାଙ୍କୁ…

୧୦ ଡିଗ୍ରୀ ତଳେ ୬ ସହର ତାପମାତ୍ରା

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରବିବାର ୬ଟି ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଥିବାବେଳେ ସୋନପୁର ୮.୮, କେନ୍ଦୁଝର ୯, ଭବାନିପାଟଣା ୯.୨, ଝାରସୁଗୁଡ଼ା ୯.୪ ଓ କୋରାପୁଟରେ…

କେନ୍ଦ୍ରରୁ ୟୁପିକୁ ଫେରିବେ ୨ ସଚିବ

ନୂଆଦିଲ୍ଲୀ,୭ା୨: କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଓ ଶକ୍ତି ସଚିବ ଆଲୋକ କୁମାରଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ କ୍ୟାଡର ରାଜ୍ୟ ଉତ୍ତର ପ୍ରଦେଶକୁ ଫେରାଇ ନିଆଯାଇପାରେ। ଏହି ଦୁଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ୨,୨୬୮ କୋଟି ଟଙ୍କାର ଭବିଷ୍ୟନିଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri