ସିଦ୍ଧୁଙ୍କ ପାଦ ଛୁଇଁଲେ ଚନ୍ନି
ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଚରନଜିତ ସିଂ ଚନ୍ନିଙ୍କୁ ଶାସକ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏଥିଲାଗି ପ୍ରବଳ ଦାବିଦାର ଥିଲେ। ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ…
ସୂରସାମ୍ରାଜ୍ଞୀଙ୍କୁ ଶେଷ ବିଦାୟ ଦେବାକୁ ଶିବାଜୀ ପାର୍କ ପହଞ୍ଚିଲେ ମୋଦି
ମୁମ୍ବାଇ,୬।୨: ମହାନ ଗାୟିକା ଲତା ମଙ୍ଗେଶକର ଆଉ ନାହାଁନ୍ତି। ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଥିଲେ। ଏବେ ସୂରସାମ୍ରାଜ୍ଞୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି। ପ୍ରତାପ କୁଞ୍ଜରେ ଅବସ୍ଥିତ ଘରୁ ଲତା ମଙ୍ଗେସକରଙ୍କ ପାର୍ଥତ୍ବ ଶରୀର ଶିବାଜୀ ପାର୍କରେ ପହଞ୍ଚିଛି,…
ପ୍ରଚାର ବେଳେ ପ୍ରିୟଙ୍କାଙ୍କ କାର୍କୁ ଘେରିଲେ ଭାଜପା କର୍ମୀ
ନୂଆଦିଲ୍ଲୀ,୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବା ବେଳେ ଶାସକ ଭାଜପା ସହ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଅଲିଗଡ଼ଠାରେ ପ୍ରଚାର ବେଳେ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା…
ଭାରତୀୟ କ୍ରିକେଟ୍କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା
ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…
ସଡ଼କ ଦୁର୍ଘଟଣା: ପ୍ରାଣ ହରାଇଲେ ପ୍ରଧାନଶିକ୍ଷକ, ସ୍ତ୍ରୀ ଗୁରୁତର
ବାଲିଗୁଡ଼ା,୬ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫ୍ସିଆଇ ଗୋଦାମ ନିକଟରେ ରବିବାର ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ଘରୋଇ…
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…
ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍ ଚିସ୍ତିଙ୍କ ଦରଘାରେ ଚାଦର ଚଢ଼ାଇଛନ୍ତି। ଏହି ଅବସରରେ ନକ୍ଭୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ…
ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ
ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି, ଚନ୍ନି ଗରିବ ଘରର। ତାଙ୍କ ମଧ୍ୟରେ…
ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ
ଅହମ୍ମଦାବାଦ୍,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍ରେ ଅଲଆଉଟ୍ କରି ଦେଇଛନ୍ତି। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ (୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳ ପାଇଁ…
କ୍ୟାନ୍ସର୍ରେ ସୁରେଶ ରାଇନା ପିତାଙ୍କ ପରଲୋକ
ଗାଜିଆବାଦ୍, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି କ୍ୟାନ୍ସର୍ ରୋଗରେ ପୀଡିତ ଥିଲେ। ତ୍ରିଲୋଚାନ୍ଦ ରାଇନା ଜଣେ ସୈନିକ ଥିଲେ। ସେ…
‘ଲକ୍ଷଣ ଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ’
ଭୁବନେଶ୍ୱର,୬।୨(ବ୍ୟୁରୋ): କରୋନାକୁ ନେଇ ସର୍ଭେଲାନ୍ସ ଜାରି ରହିବ। ଗାଁ ଗୁଡ଼ିକରେ ଆଶା କର୍ମୀ ଅଛନ୍ତି। ଆରଆରଟି ଟିମ୍ ମଧ୍ୟ ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଅଭିଭାବକ ମାନଙ୍କର…
ପାଣି ବଦଳରେ ଟ୍ୟାପ୍ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ
ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଏବଂ ଥଣ୍ଡା ବୃଦ୍ଧି ପାଇଛି। ଅନେକ ସ୍ଥାନରେ ମଧ୍ୟ ବର୍ଷା ହେଉଛି।…
ଲତାଙ୍କ ମୃତ୍ୟୁରେ ପାକିସ୍ତାନରେ ଶୋକ: ମନ୍ତ୍ରୀ କହିଲେ, ସ୍ବରର ଯାଦୁ ସବୁଦିନ ପାଇଁ ରହିବ
ଇସଲାମାବାଦ,୬।୨: ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ମୃତ୍ୟୁରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କିମ୍ବଦନ୍ତୀ ଗାୟିକାଙ୍କୁ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲତା ସଙ୍ଗୀତ ଜଗତରେ ଦୀର୍ଘ ଦଶନ୍ଧି…
Archives


