Home Left

ଓୱାଇସିଙ୍କ ଦୀର୍ଘ ଜୀବନ କାମନା କରି ୧୦୧ ଛେଳିଙ୍କୁ ବଳି ଦେଲେ ବ୍ୟବସାୟୀ!

ହାଇଦ୍ରାବାଦ,୭ ।୧: ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଗାଡି ଉପରକୁ ଗୁଳି ମାଡ କରିବା ଘଟଣାକୁ ନେଇ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଓୱାଇସିଙ୍କ ଦୀର୍ଘ ଜୀବନ କାମ କରି ୧୦୧ ଛେଳି ବଳି ଦେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମାଲାକପେଟ…

ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୬

ଭୁବନେଶ୍ୱର,୭ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ସୋମବାର ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮,୭୫୪କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ରାସ୍ତାରେ ଶୋଇ ଶୋଇ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଯାତ୍ରା

ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର ରାସ୍ତାର କଲରାଗଡ଼ଠାରେ ସେ ଏଭଳି ଢଙ୍ଗରେ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ଜଣଙ୍କ…

ପଣସ ଚାଷକୁ ପ୍ରୋତ୍ସାହିତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୭ା୨(ବ୍ୟୁରୋ): ପୁଷ୍ଟିକର ନିରାପତ୍ତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପଣସ ଚାଷକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍‌ରେ…

‘ବ୍ରାହ୍ମଣ’ର ଅର୍ଥ ବୁଝାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଇତିମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଦିନେଶ ଶର୍ମା ‘ବ୍ରାହ୍ମଣ’ର ଅର୍ଥ ବୁଝାଇ ଆସିଛନ୍ତି ଚର୍ଚ୍ଚାକୁ । ସେ କହିଛନ୍ତି ବ୍ରାହ୍ମଣ…

ବେଆଇନ ମେସ୍କୋ ସାଇଡିଂ ମାମଲା: ଏନ୍‌ଜିଟି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୭ା୨: ଯାଜପୁର ଜିଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ପରିସରସ୍ଥ ମେସ୍କୋ ଷ୍ଟିଲର ବେଆଇନ ରେଲୱେ ସାଇଡିଂ ଅଭିଯୋଗ ସଂକ୍ରାନ୍ତରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…

ବିରୋଧୀଙ୍କ ରଣନୀତି ବିଜେଡିକୁ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ,୭ା୨: ଜଗତ୍‌ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍‌ ଜିତି ଥିଲା। ସେତେବେଳେ ପ୍ରଥମେ ବିଜେଡି ପ୍ରାର୍ଥୀ ଜିତି ଥିବା ପ୍ରଚାର ହୋଇଥିଲା। କିନ୍ତୁ ପରେ କଂଗ୍ରେସ…

ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ତଟବନ୍ଧ ନାହିଁ

କେନ୍ଦ୍ରାପଡ଼ା ଅଫିସ,୭ା୨: ଲୁଣା କରାଣ୍ଡିଆରେ ୫ ପଞ୍ଚାୟତର ୧୩ ଗାଁ ଅଛି। ନଦୀ ତଟକ୍ଷୟ ଯୋଗୁ ଉପରୋକ୍ତ ଗ୍ରାମକୁ ବନ୍ୟାଜଳ ମାଡ଼ି ଆସୁଛି। ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ଦୀର୍ଘଦିନରୁ ଦାବି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନ…

ନିର୍ଣ୍ଣାୟକ ହେବେ ଅଘୋଷିତ ମେଣ୍ଟ

ଯାଜପୁର ଅଫିସ,୭ା୨: ଆଉ ମାତ୍ର ୯ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କ ମୁହଁରେ କେବଳ ବିଜେଡିର ସ୍ବର ଶୁଭୁଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ସମୀକରଣ…

ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବେ । ସୋମବାର ସନ୍ଧ୍ୟାରେ ସେ ବିରୋଧିଙ୍କ ପ୍ରଶ୍ନର ସାମ୍‌ନା କରିବେ । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଲୋକ…

ନଦୀ ପ୍ରଦୂଷଣ ଯାହାଙ୍କୁ ଶୁଆଇ ଦିଏ ନାହିଁ

ଭୁବନେଶ୍ୱର,୭।୨ (ବ୍ୟୁରୋ): ବଢ଼ୁଥିବା ନଦୀଜଳ ପ୍ରଦୂଷଣ ସତେ ଯେପରି ତାଙ୍କୁ ଶୁଆଇ ଦିଏ ନାହିଁ। ସେଇଥି ପାଇଁ ତ ରାତି ପାହିଲେ ବାହାରି ଯାଆନ୍ତି ନଦୀ ପଠାକୁ, ଯେଉଁଠି ପଡ଼ିଥାଏ କୁଢ଼କୁଢ଼ ମନୁଷ୍ୟକୃତ ଆବର୍ଜନା। ଆଉ ବାଲିଶଯ୍ୟା ଓ ନଦୀଜଳରୁ ବର୍ଜ୍ୟ…

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭।୨(ବ୍ୟୁରୋ): ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ’। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ସୋମବାରଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri