Home Left

‘ତୁମେ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛ’

ନୂଆଦିଲ୍ଲୀ,୭।୨: କଂଗ୍ରେସ ତା’ର ବୟାନ ଏବଂ କାର୍ଯ୍ୟ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ଫେରିପାରିବ ନାହିଁ। ଲୋକସଭାରେ ସୋମବାର ଏଭଳି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ନାଗାଲାଣ୍ଡରେ ୨୪ ଏବଂ ଓଡ଼ିଶାରେ ୨୭ ବର୍ଷ ତଳେ…

ପ୍ରବାସୀ ସଙ୍କଟ ପାଇଁ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ,୭।୨: ପ୍ରଥମ କୋଭିଡ୍‌-୧୯ ଲହର ବେଳେ ଦେଶରେ ସୃଷ୍ଟି ହୋଇଥିବା ପ୍ରବାସୀ ସଙ୍କଟ ପାଇଁ ବିରୋଧୀ ତଥା କଂଗ୍ରେସକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “କଂଗ୍ରେସ ତା’ର ସବୁ ସୀମା ଡେଇଁଛି। ପ୍ରଥମ ଲହର ବେଳେ ଦେଶରେ ଲକ୍‌ଡାଉନ ଜାରି…

ପୌର ନିର୍ବାଚନ :୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୭।୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଫେବୃୟାରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପୂର୍ବାହ୍ନ ସାଢେ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ। ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ସବୁ…

ଜେଡ୍‌ ସୁରକ୍ଷାକୁ ପୁଣି ଥରେ ମନା କଲେ ଓଓ୍ବାଇସି

ନୂଆଦିଲ୍ଲୀ,୭।୨: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ନିକଟରେ ଗୁଳି ମାଡ଼ କରାଯାଇଥିଲା। ଏଥିଯୋଗୁ ତାଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରି…

ଦ୍ୱିତୀୟ କୋଭିଡ୍‌ ଲହର ବେଳେ ଗଙ୍ଗାରୁ କେତେ ମୃତଦେହ ମିଳିଥିଲା?

ନୂଆଦିଲ୍ଲୀ,୭।୨: ଦ୍ୱିତୀୟ କୋଭିଡ୍‌ ଲହର ଶୀର୍ଷରେ ଥିବାବେଳେ ଗଙ୍ଗା ନଦୀରେ କେତେ ସଂଖ୍ୟାରେ ମୃତଦେହ ମିଳିଥିଲା? ଏ ସମ୍ପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବା ରାଜ୍ୟସଭାରେ ସୋମବାର କେନ୍ଦ୍ର ସରକାର କହିଛନ୍ତି। ଗଙ୍ଗ ନଦୀରୁ କେତେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତଦେହ…

୧ କୋଟି ଟଙ୍କାରୁ ଊଦ୍ଧର୍‌ବ ମୂଲ୍ୟର ଧାନ ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

ପାଟଣା,୭।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନରେ ଥିବା ଜମୁନାପଶି ଶାଖା ସମବାୟ ସମିତି ଗୋଦାମ ଗୃହରେ ସୋମବାର ଅପରାହ୍ନରେ ଜଣେ ଯୁବ ଚାଷୀ ନିଆଁ ଲଗାଇଦେଛନ୍ତି। ତାଙ୍କ ଧାନକୁ ସେ ସରକାରୀ ଦରରେ ମଣ୍ଡିରେ…

‘ପୁଷ୍ପା’ ଷ୍ଟାଇଲରେ ଲୋକଙ୍କୁ ସଚେତନ କରୁଛି ବିଏମ୍‌ସି

ଭୁବନେଶ୍ୱର,୭।୨(ବ୍ୟୁରୋ): ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ କମିବାର ନାଁ ନେଉନି। ସବୁଠି ଶୁଣିବାକୁ ମିଳୁଛି ପୁଷ୍ପା ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକ ସଚେତନତାକମୂଳକ ଟୁଇଟ୍‌ କରିଛି। ଯେଉଁଥିରେ ଫିଲ୍ମର…

ଏହି ଦିନ ରିଲିଜ୍‌ ହେବ ମୋହନଲାଲଙ୍କ ଫିଲ୍ମ

ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରାଟ୍ଟୁ ଫେବୃଆରୀ ୧୮ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏନେଇ ସୋମବାର ମାଲାୟାଲମ ସୁପରଷ୍ଟାର ଟୁଇଟ୍‌ରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ବି ୟୁନିକୃଷ୍ଣଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।…

ବଲିଉଡ୍‌ରେ ଜଲଓ୍ବା ଦେଖାଇବେ କିଙ୍ଗ ଖାନଙ୍କ ଝିଅ!

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା। ବାପାଙ୍କ ପରେ ସେ ବଲିଉଡ୍‌ରେ ନିଜର ଜଲଓ୍ବା ଦେଖାଇବେ। ଅନେକ ଦିନ ହେବ ଏହି ଖବର ଶୁଣିବାକୁ ମିଳୁଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି। ନିର୍ଦ୍ଦେଶିକା ଜୋୟା…

ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ମିଳିଲା ବିପୁଳ ପରିମାଣର ମଦ, ସ୍ତ୍ରୀ ଗିରଫ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ପଞ୍ଚାୟତ ଅଧୀନ ମୋହନପୁର ଗ୍ରାମରେ ବେଲପାହାଡ଼ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ୧୦ ଜଣଙ୍କୁ…

ସୁପରହିରୋ ଭଳି ତିନି ମହଲା କୋଠା ଉପରକୁ ଏମିତି ଚଢ଼ୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଲୋକ ଏପରି କିଛି ବିପଜ୍ଜନକ କାର୍ଯ୍ୟ କରନ୍ତି, ଯାହା ବିଷୟରେ ଭାବିଲେ ଡର ଲାଗିଥାଏ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଅଗ୍ନିକାଣ୍ଡରେ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ । ପ୍ରାୟତଃ ଆପଣ ଅଗ୍ନିଶମ…

୨୦୨୩ରେ ରିଲଜ୍ ହେବ ସଲମାନଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନଙ୍କ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ କଭି ଦିୱାଲି’ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି । ସାଜିଦ ନାଡିୟାଡୱାଲଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri