Home Left

କୋଟିଆ ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ନେଇ ପଟ୍ଟାଙ୍ଗୀରେ ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗୀ,୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ଲାଗି ଉଦ୍ୟମ ଆରମ୍ଭ କରିଛି ଆନ୍ଧ୍ର। ଏଥିପାଇଁ ଆନ୍ଧ୍ର ପୋଲିସ ସୋମବାର ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ ବିଡିଓ ସୌମ୍ୟସାର୍ଥକ ମିଶ୍ରଙ୍କୁ ଭେଟିଛି। ହେଲେ…

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କେବଳ କଂଗ୍ରେସକୁ ଟାର୍ଗେଟ କରନ୍ତି: ଥରୁର

ନୂଆଦିଲ୍ଲୀ,୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଏବେ ଏହାକୁ ନେଇ କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ପ୍ରତିକ୍ରିୟା…

ଓଡ଼ିଶାର ୧.୨୩ କୋଟି ଶ୍ରମିକ କେନ୍ଦ୍ର ଯୋଜନାର ଲାଭ ଉଠାଇଛନ୍ତି

ଭୁବନେଶ୍ୱର, ୮।୨(ବ୍ୟୁରୋ): ଓଡ଼ିଶାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧ କୋଟି ୨୩ ଲକ୍ଷ ଶ୍ରମିକ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଲାଭ ପାଇଛନ୍ତି। ସୋମବାର ଲୋକ ସଭାରେ ଶ୍ରମ ଓ ନିଯୁକ୍ତି…

୧୮ ଛାତ୍ରୀଛାତ୍ର ନିଲମ୍ବିତ

ଅମରାବତୀ,୮ା୨: ଜୁନିୟର ପିଲାଙ୍କୁ ର଼୍ୟାଗିଂ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସ୍ଥିତ ଜବାହରଲାଲ ନେହେରୁ ଟେକ୍ନୋଲୋଜି ୟୁନିଭର୍ସିଟି (ଜେଏନ୍‌ଟିୟୁ) ଅନନ୍ତପୁର କଲେଜରେ ୧୮ ଛାତ୍ରୀଛାତ୍ର ନିଲମ୍ବିତ ହୋଇଛନ୍ତି। ସିନିୟର ଛାତ୍ରୀଛାତ୍ରମାନେ ଶୁକ୍ରବାର ରାତିରେ ଜୁନିୟର ପିଲାଙ୍କୁ ଜବରଦସ୍ତି ସେମାନଙ୍କ ହଷ୍ଟେଲକୁ ନେଇ ଅର୍ଦ୍ଧନଗ୍ନ କରାଇବା…

ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୮।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି।…

ଥାନାଧିକାରୀଙ୍କ ବିରୋଧରେ କମିଶନରଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୮।୨(ବ୍ୟୁରୋ): କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ପୋଲିସ କମିଶନରଙ୍କୁ ଫେରାଦ ହୋଇଛି ପ୍ରଦେଶ ଛାତ୍ର କଂଗ୍ରେସ। ସୋମବାର ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ ଓ ପିସିସିର ପୂର୍ବତନ ରାଜନୈତିକ ସଚିବ ପ୍ରକାଶ ମିଶ୍ରଙ୍କୁ…

ଏମ୍ସ ଓପିଡି ଖୋଲିଲା

ଭୁବନେଶ୍ୱର, ୮।୨(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ଓପିଡି ସୋମବାର ଖୋଲିଛି। ପ୍ରଥମ ଦିନରେ ୨,୫୦୦ ରୋଗୀ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପୂର୍ବଭଳି ସମସ୍ତ…

ବାଜି ମାରିପାରନ୍ତି ମାର୍କୋସ୍‌ ଜୁନିୟର

ମାନିଲା, ୮ା୨: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ସ୍ବର୍ଗତ ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ପୁଅ ଫର୍ଡିନାଣ୍ଡ ମାକ୍ରୋସ୍‌ ଜୁନିୟର। ଲୋକଙ୍କ ବିଦ୍ରୋହ ବାପା ମାର୍କୋସ୍‌ଙ୍କ ଶାସନକୁ ସମାପ୍ତ କରିବାର ୩୬ ବର୍ଷ ପରେ…

ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନଙ୍କ ତଦନ୍ତକୁ ନେଇ କୌଣସି ସୂଚନା ଦେବାକୁ ଜିଲା ପ୍ରଶାସନ ମନା କରିଛି। ପ୍ରକାରାନ୍ତରେ ପ୍ରଶାସନ ଏଭଳି ଭାବେ ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି। ଫଳରେ ଏହି…

ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡ଼ିଛି ପୂରା ଅଞ୍ଚଳ। ଶଙ୍ଖ ଧ୍ୱନି ସହ ଘଣ୍ଟଘଣ୍ଟା ଶବ୍ଦରେ ସୃଷ୍ଟି ହୋଇଛି…

ସୁନାମୁହିଁ ଘାଟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ନିଆଳି, ୭।୨(ଡି.ଏନ୍‌.ଏ.): ପବିତ୍ର ମାଘସପ୍ତମୀରେ ପ୍ରାଚୀନଦୀର ସୁନାମୁହିଁ ଘାଟରେ ବୁଡ଼ ପକାଇ ବାବା ଶୋଭନେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ। ପ୍ରାଚୀନ ପରମ୍ପରା ଅନୁଯାୟୀ ନିଆଳି ଅଞ୍ଚଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ଶୋଭନେଶ୍ୱର ମହାଦେବ ମାଘସପ୍ତମୀରେ ପ୍ରାଚୀନଦୀର ସୁନାମୁହିଁ ଘାଟରେ ସ୍ନାନ…

ନ୍ୟାୟ ଦାବିରେ ସିଏମ୍‌ସି ସମ୍ମୁଖରେ ବିକ୍ଷୋଭ

କଟକ ଅଫିସ, ୮ା୨: ଅନ୍ଦରପୁର ଅଞ୍ଚଳରେ ବସ୍ତି ଓ ଉନ୍ନୟନ ଆବାସ ଯୋଜନାରେ ଘର ଯୋଗାଇଦେବା ନାମରେ ଠକାମିର ଶିକାର ହୋଇଥିବା ଲୋକମାନେ ସୋମବାର ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଉକ୍ତ କ୍ୱାର୍ଟର୍ସରେ ଥିବା ଘରଗୁଡିକ ପଡିଥିବା ତାଲା ଚାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri