ଭାଜପାରେ ମିଶିଲେ ଏକାମ୍ରର ଏକାଧିକ ଯୁବନେତା
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏବଂ ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନମଣ୍ଡଳୀର ବହୁ ଯୁବ ନେତୃତ୍ୱ ସୋମବାର ଆନୁଷ୍ଠାନିକ ଭାବେ ଦଳରେ ଯୋଗଦାନ କରିଛନ୍ତି ା ଏକାମ୍ର ଭୁବନେଶ୍ୱର…
‘ଟୁକ୍ଡେ-ଟୁକ୍ଡେ ଗ୍ୟାଙ୍ଗ୍ ଲିଡର କଂଗ୍ରେସ’
ନୂଆଦିଲ୍ଲୀ,୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାର୍ଲାମେଣ୍ଟରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟିଶ ଶାସକ ଚାଲିଯାଇଛନ୍ତି ହେଲେ ସେମାନଙ୍କ ‘ବିଭାଜନ ଓ ଶାସନ’ ନୀତି ଏହି ଦଳର ଚରିତ୍ରରେ ପରିଣତ ହୋଇଛି। କଂଗ୍ରେସ ‘ଟୁକ୍ଡେ-ଟୁକ୍ଡେ ଗ୍ୟାଙ୍ଗ’ର ନେତା ପାଲଟିଥିବା…
୭୫୧୬ ଜରୁରୀ ସେବା ପ୍ରଦାନ କରିଛି ଭିକ୍ଟର କଣ୍ଟ୍ରୋଲ ରୁମ୍
ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଅପରାଧ, ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ତ୍ୱରିତ ସହାୟତା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟ କରୁଛି ଭିକ୍ଟର କଣ୍ଟ୍ରୋଲ ରୁମ୍। ଜାନୁୟାରୀ ମାସରେ ଏହି କଣ୍ଟ୍ରୋଲ ରୁମ୍ ଦ୍ୱାରା ୭୫୧୬…
ଉତ୍ସାହ ଭରିଲା ଶ୍ରେଣୀଗୃହ ପାଠପଢ଼ା
କଟକ ଅଫିସ,୮ା୨: ତୃତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ସ୍କୁଲ କଲେଜ ଖୋଲାଯାଇଛି। ଏହି ଅବସରରେ ସୋମବାର ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଏବଂ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଅନଲାଇନ ସହ ଅଫ୍ଲାଇନ…
ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ବୁଡ଼
କୋଣାର୍କ,୮।୨(ଡି.ଏନ୍.ଏ.): ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବିନା ଶ୍ରଦ୍ଧାଳୁରେ ମାଘସପ୍ତମୀ ବୁଡ଼ ସମାପନ ହୋଇଛି। ସୋମବାର ଭୋର ରାତି ୪ଟାରେ ଚନ୍ଦ୍ରଭାଗା ତୀର୍ଥ ଜଳରେ ତିନି ଠାକୁରଙ୍କ ମହାସ୍ନାନ ପରେ ସେବାୟତମାନେ ବୁଡ଼ ପକାଇଥିଲେ। ପୂର୍ବ…
ଇସ୍ରାଏଲରେ ପେଗାସସ୍ ଝଡ଼
ଜେରୁଜେଲମ,୮ା୨: ବିବାଦୀୟ ସ୍ପାଏଓ୍ବେର ପେଗାସସ୍କୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରି ଆସୁଥିବାବେଳେ ଏବେ ଏହାକୁ ନେଇ ଇସ୍ରାଏଲରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ୍ ପୋଲିସ ପେଗାସସ୍କୁ ବ୍ୟବହାର କରି ଦେଶର ଏକ ଡଜନରୁ…
ଆନ୍ତଃରାଜ୍ୟ ଚୋର ସମେତ ୨ ଗିରଫ
କଟକ ଅଫିସ, ୮ା୨: ବାଦାମବାଡ଼ି ଥାନା ପୋଲିସ ସୋମବାର ଜଣେ ପେସାଦାର ଆନ୍ତଃରାଜ୍ୟ ସୁନାଗହଣା ଚୋରଙ୍କ ସମେତ ଚୋରି ସୁନା କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ହେମନ୍ତ କୁମାର…
କରୋନା ମହାମାରୀରେ ନଦୀରେ ମୃତଦେହ ଭାସୁଥିବା ବେଳେ ଯୋଗୀ ଦେଉଥିଲେ ବିଜ୍ଞାପନ: କେଜରିୱାଲ
ନୂଆଦିଲ୍ଲୀ,୮ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କରୋନା ମହାମାରୀର ଦ୍ୱିତୀୟ ଲହରରେ ମୃତ ବ୍ୟକ୍ତିଙ୍କର ଶରୀର ନଦୀରେ ଭାସୁଥିବା ସମୟରେ ଯୋଗୀ ଆଦିତ୍ୟନାଥ ଟାଇମ ମାଗାଜିନକୁ…
ଟିକା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ,୮ା୨: କୋଭିଡ୍-୧୯ ଟିକାକରଣ ଲାଗି କୋଓ୍ବିନ୍ ପୋର୍ଟାଲରେ ନାମ ପଞ୍ଜୀକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ପାସ୍ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟର ପରିଚୟପତ୍ର, ରାଶନ କାର୍ଡ ଆଦି ୯ଟି…
ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍ସିବି
ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ ଦାମୀ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ତାଙ୍କୁ ଅଧିକ ଅର୍ଥରେ…
କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ: ରୁଷିଆ
ନୂଆଦିଲ୍ଲୀ,୭।୨: କଶ୍ମୀର ଆଉ ଏକ ପାଲେଷ୍ଟାଇନରେ ପରିଣତ ହେବାକୁ ଯାଉଥିବା ‘ରେଡ୍ଫିଶ୍ ଚ୍ୟାନେଲ’ର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି ରୁଷିଆ। ଏଭଳି ରିପୋର୍ଟକୁ ରୁଷିଆ କର୍ତ୍ତୃପକ୍ଷ ବେକାର କହିବା ସହ କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ପଷ୍ଟ…
କରୋନାରୁ ସୁସ୍ଥ ହେଲେ ୩୬୨୧ କରୋନା ଆକ୍ରାନ୍ତ
ଭୁବନେଶ୍ବର,୭।୨(ବ୍ୟୁରୋ) : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧିପାଇଛି। ସୋମବାର ରାଜ୍ୟରେ ୩୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୨…
Archives


