‘ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ’
ଭୁବନେଶ୍ୱର, ୧୭।୨(ବ୍ୟୁରୋ):ବିଗତ ୫୦ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନି…
ହୁଓ୍ବେଇ ଉପରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍ ଟେଲିକମ୍ କମ୍ପାନୀ ହୁଓ୍ବେଇର ଭାରତରେ ଥିବା ବିଭିନ୍ନ ଶାଖା କାର୍ଯ୍ୟାଳୟରେ ଆୟକର (ଆଇଟି) ଚଢ଼ାଉ ହୋଇଛି। ଦିଲ୍ଳୀ, ହରିୟାଣାର…
ହରିଲୁଟ ହେଉଛି ଉଦ୍ୟାନ କୃଷି ସହାୟତା
ଯାଜପୁର ଅଫିସ,୧୭ା୨:ପ୍ରାକୃତିକ ବିପର୍ଯ୍ୟୟରେ ବହୁ ବର୍ଷର ସଞ୍ଚିତ ସମ୍ବଳ, ବୃକ୍ଷଲତା, ପଲ୍ଲିଜୀବନ, ଗୃହପାଳିତ ପଶୁପକ୍ଷୀ ଆଦି ପ୍ରଭାବିତ ହେଉଛନ୍ତି ା କୃଷକଙ୍କ ସହିତ ସାଧାରଣ ଜନତା ମଧ୍ୟ ବାଦ୍ ପଡୁନାହାନ୍ତି ା ଗତ ୩ ବର୍ଷରେ ହୁଡୁହୁଡୁ, ତିତ୍ଲି, ଫନି, ଅମ୍ଫନ,…
କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ପଦବୀରେ ପ୍ରଥମ ଓଡ଼ିଆ
ରଘୁନାଥପୁର,୧୭ା୨(ଡି.ଏନ୍.ଏ.):କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆର୍ଏଏସ୍)ର ମହାନିର୍ଦ୍ଦେଶକ ରୂପେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଣାଳୟ ଅଧୀନ ଏହି ସମ୍ମାନଜନକ ପଦବୀ ଅଳଙ୍କୃତ କରିବାରେ ସେ ହେଲେ ପ୍ରଥମ ଓଡ଼ିଆ। ତାଙ୍କ ଘର ଜଗତ୍ସିଂହପୁର…
ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
ପୁରୀ ଅଫିସ, ୧୭ା୨:ପବିତ୍ର ମାଘପୂର୍ଣ୍ଣିମାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ପରେ ପତନି ଲାଗି କରାଯାଇଥିଲା। ଏହାପରେ ଘଟୁଆରୀଙ୍କ ଦ୍ୱାରା ଘୋରା ହୋଇଥିବା ଚନ୍ଦନକୁ ରୁପାପିଙ୍ଗଣରେ ପାଳିଆ ପୁଷ୍ପାଳକ ଆଣିଥିଲେ। ତିନିବାଡ଼ରେ ସର୍ବାଙ୍ଗ…
ପୂର୍ବାଞ୍ଚଳର କିଛି ଆସନରେ ଅସନ୍ତୁଷ୍ଟ ବିଗାଡି ପାରନ୍ତି ସମୀକରଣ
ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଠାରେ ନିର୍ବାଚନ ଲଢୁଥିବା ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟିକୁ ଅସନ୍ତୁଷ୍ଟଙ୍କ ଭୟ ଘାରିଛି । ଉଭୟ ଦଳର କେତେଜଣ ନେତାଙ୍କୁ ଟିକେଟ…
୫ ଜଣିଆ କମିଟି ଗଠନ କଲେ ହାଇକୋର୍ଟ
କଟକ ଅଫିସ,୧୭ା୨:ଜଗତ୍ସିଂହପୁର ଜିଲା ଢିଙ୍କିଆ ବିବାଦ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ ୫ ଜଣିଆ ଆଇନଜୀବୀ…
ଥରିଲା ଜମ୍ମୁ-କଶ୍ମୀର
ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏକ ଭୂକମ୍ପ ସକାଳ ୩.୨ରେ ପୂର୍ବ କଟ୍ରାରେ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୩.୫ ଥିଲା। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ…
ବ୍ରାଜିଲରେ ବର୍ଷା, ଭୂସ୍ଖଳନରେ ୭୮ ଲୋକ ମୃତ
ବ୍ରାସିଲିଆ,୧୭ ।୨: ବ୍ରାଜିଲର ରିଓ ଡି ଜେନେରିଓ ରାଜ୍ୟର ପାର୍ବତୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ ୭୮ରେ ପଂହଞ୍ଚିଥିବା ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି…
ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ
ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ଏବେବି ପ୍ରକୃତ ବିପଦ ରହିଯାଇଛି । ରୁଷିଆ ଯେତେବେଳେ ୟୁକ୍ରେନ…
ବୋଲିଂରେ ରବି ବ୍ୟାଟିଂରେ ସୂର୍ଯ୍ୟ ଚମକିଲେ
କୋଲକାତା,୧୬।୨: ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜକୁ ୧୫୭/୭ରେ ରୋକି ଦେଇଥିଲା ଟିମ୍ ଇଣ୍ଡିଆ। ତା’ ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ପାଳି ଯୋଗୁ ଭାରତୀୟ ଦଳ ପ୍ରଥମ ଟି୨୦ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ…
ରେକର୍ଡ କଲା ଗୋଆ
ପାଣାଜୀ,୧୬।୨: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି। ଟିକାକରଣ ଅଭିଯାନ ଯୋଗୁ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ଚାଲିଥିବା ଟିକାକରଣ ଅଭିଯାନ ବିଷୟରେ ଆଉ ଏକ ଖୁସି ଖବର ଆସିଛି। ୧୦୦ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନାର ଡବଲ୍…
Archives


