୯୫୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୭୭ ଲକ୍ଷ ଭୋଟର
ଧର୍ମଶାଳା,୧୪ା୨ (ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ବ୍ଲକର ୪୫ ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ଭାବେ ମୋଟ…
ତେଜ ପ୍ରତାପଙ୍କୁ ହତ୍ୟା ଧମକ!
ପାଟନା,୧୪ ।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ଘର ନିକଟରେ ରବିବାର ରାତି ପ୍ରାୟ ସାଢେ ୧୦ଟାରେ କେତେଜଣ ଲୋକ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଏହି ସମୟରେ ତେଜ…
ପ୍ରାର୍ଥୀଙ୍କ ଭରସା ଦଳୀୟ ଚିହ୍ନ
ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୨୦ନଂ. ଜିଲା ପରିଷଦ ଜୋନଟି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଥିଲାଗି ୩ ପ୍ରମୁଖ ଦଳରୁ ୩ଜଣ ମହିଳା ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମାତ୍ର…
୩ ଦଳ ମଧ୍ୟରେ ଜୋର୍ଦାର ଲଢ଼େଇ
ବିଞ୍ଝାରପୁର,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକ ୨୬ ନମ୍ବର ଜୋନ୍ରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ମାଁସଡ଼ା, ବିଞ୍ଝାରପୁର, ସୟଦପୁର, ଚନ୍ଦ୍ରମୁଁ, କଏଣା-ରଘୁନାଥପୁର, ଚିକଣା ଓ ବରପଦା…
୩ ନଂ. ଜୋନ୍ରେ ଚର୍ତୁମୁଖୀ ଲଢ଼େଇ
ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର ଅନ୍ଧାରୀ ଓ କୁଞ୍ଜକୋଠି ପଞ୍ଚାୟତକୁ ନେଇ ଉକ୍ତ ଜୋନ୍ ଗଠିତ। ଏଠାରେ ୨୮,୬୩୧ ଭୋଟର…
ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ
ଜଗତ୍ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଦ୍ୱୟ ଉଚ୍ଚଶିକ୍ଷିତ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ବାମୀ ରାଜନୀତିରେ ଦକ୍ଷ। ଗତ…
ବିଧାୟକଙ୍କ ପ୍ରଚାରକୁ ବିରୋଧ: ମହିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ୫ ଆହତ
ନୂଆଗାଁ,୧୪।୨(ଡି.ଏନ.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ପଞ୍ଚାୟତରେ ରବିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପ୍ରଚାରକୁ କର୍ମୀମାନେ ବିରୋଧ କରିଛନ୍ତି। ବିରୋଧକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳରୁ ସଂଘର୍ଷର ସୂତ୍ରପାତ ଘଟି ୫ ଜଣ ଆହତ…
ଭାଜପାରୁ ୫ ବହିଷ୍କୃତ
ଭୁବନେଶ୍ୱର, ୧୪ା୨(ବ୍ୟୁରୋ): ଭାଜପାର ଜିଲା ସଭାପତିମାନଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳ ବିରୋଧୀ କାର୍ଯ୍ୟ ଲାଗି ଦଳରୁ କେତେଜଣଙ୍କୁ ବହିଷ୍କୃତ କରାଯାଇଛି। କିଛିଦିନ ତଳେ ଦଳ ତରଫରୁ ପୁରୀ ଜିଲାର କେତେଜଣ ଏବଂ ଅନ୍ୟ ଜିଲାର…
ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ ଅଭିନେତା
ଫେବୃୟାରୀ ୧୪କୁ ବିଶ୍ୱର ଅନେକ ଦେଶରେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନଟି ପ୍ରେମର ଅଭିବ୍ୟକ୍ତିର ଦିନ ବୋଲି କୁହାଯାଏ। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିଥିଲେ। ସଞ୍ଜୟ ଦତ୍ତଙ୍କ…
୧୨ ଦିନ ପରେ ଅପହୃତ ଶ୍ରମିକଙ୍କୁ ଛାଡ଼ିଲେ
ଗୁଆହାଟି,୧୩।୨: ଅରୁଣାଚଳପ୍ରଦେଶର ଲୋଙ୍ଗଡିଙ୍ଗ୍ ଜିଲାରୁ ଅପହରଣ କରାଯାଇଥିବା ୨ଜର ଶ୍ରମିକଙ୍କୁ ୧୨ ଦିନ ପରେ ଉଗ୍ରପନ୍ଥୀମାନେ ମୁକ୍ତ କରିଦେଇଛନ୍ତି। ମ୍ୟାନ୍ମାରରେ ସକ୍ରିୟ ଥିବା ଏନ୍ଏସ୍ସିଏନ୍(କେ) ସଙ୍ଗଠନର ୟୁଙ୍ଗ୍ ଅଙ୍ଗ୍ ଗୋଷ୍ଠୀର ଉଗ୍ରପନ୍ଥୀମାନେ ଆସାମ ଓ ବିହାରର ଦୁଇ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ।…
‘ହିଜାବ ନ ପିନ୍ଧୁଥିବାରୁ ବଳାତ୍କାର ହେଉଛି’
ବେଙ୍ଗାଲୁରୁ,୧୩।୨: ଭାରତରେ ବଳାତ୍କାର ହାର ସର୍ବାଧିକ। କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ରାଜ୍ୟର ସ୍କୁଲ ଓ କଲେଜରେ ମୁଣ୍ଡ ଘୋଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ସ୍କାର୍ଫ ପନ୍ଧିବାକୁ ନେଇ ବିବାଦ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଥିବା ବେଳେ ଉପରୋକ୍ତ ଟିପ୍ପଣି…
୩.୫ ଘଣ୍ଟାରେ ନାଗପୁରରୁ ମୁମ୍ବାଇ
ନାଗପୁର,୧୩।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ।…
Archives


