Home Left

ଆତଙ୍କର ମାଷ୍ଟରମାଇଣ୍ଡଙ୍କୁ ଉତ୍ତରଦାୟୀ କରାଯାଉ

ନୂଆଦିଲ୍ଲୀ,୧୬ା୨: ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ବିଶ୍ୱ ଉତ୍ତରଦାୟୀ କରିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତ ଦାବି କରିଛି। ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଚିତ୍ରଣ କରି ଅନ୍ତର୍ଜାତୀୟ ସମୁଦାୟଙ୍କୁ ବିଭ୍ରାନ୍ତ କରିବାକୁ ଦିଆ ନ ଯିବା…

ହିଜାବକୁ ଅନୁମତି ଦିଆ ନ ଯିବାରୁ ପରୀକ୍ଷା ଦେଲେନି ଛାତ୍ରୀ

ଶିବମୋଗା ,୧୬ା୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ବାରଣକୁ ନେଇ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଉଡୁପି ଏବଂ ଶିବମୋଗା ଜିଲାରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ ସ୍କୁଲ୍‌ରେ ପ୍ରବେଶ ଅନୁମତି ଦିଆ ନ ଯିବାରୁ କେତେଜଣ ପିଲା ପରୀକ୍ଷା ବର୍ଜନ କରିଛନ୍ତି। ହିଜାବ…

ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣାଇଛନ୍ତି। ଟଙ୍କା ପଇସା, ଭୋଜିଭାତ…

ଏବିଜି ଶିପ୍‌ୟାର୍ଡ ଅଧିକାରୀଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୧୬ା୨: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତ ଏବିଜି ଶିପ୍‌ୟାର୍ଡ କମ୍ପାନୀର ମୁଖ୍ୟ ତଥା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଛି। ସେମାନେ ଯେପରି ଦେଶ ଛାଡ଼ି ଯାଇ ନ ପାରିବେ,…

‘ମସ୍କୋ ଚିନ୍ତାକୁ ଗୁରୁତ୍ୱ ଦେଉ ନାଟୋ’

ମସ୍କୋ, ୧୬ା୨: ସୀମାରେ ସୈନ୍ୟ, ଯୁଦ୍ଧାସ୍ତ୍ର ତଥା କ୍ଷେପାଣାସ୍ତ୍ର ମୁତୟନ ଏବଂ ସାମରିକ ସ୍ବଚ୍ଛତା ଉପରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ ବୋଲି ଏହାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର…

ଖ୍ୟାତନାମା ଚିତ୍ରକର କାର୍‌ମେନ୍‌ ହେରେରାଙ୍କ ପରଲୋକ

ନ୍ୟୁୟର୍କ,୧୬ା୨: କ୍ୟୁବା ଜନ୍ମିତ ଖ୍ୟାତନାମା ଆମେରିକୀୟ ଚିତ୍ରକର କାର୍‌ମେନ ହେରେରାଙ୍କର ଶନିବାର ତାଙ୍କ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରେ ପରଲୋକ ହୋଇଯାଇଛି। ତାଙ୍କୁ ୧୦୬ ବର୍ଷ ହୋଇଥିଲା। ତାଙ୍କର କଳାକୃତି ଦୀର୍ଘଦିନ ଧରି ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲା। ୮୯ ବର୍ଷ ବୟସରେ…

ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ବିସ୍ଫୋରଣରେ ୩୦ ଜଣ ଆହତ ହୋଇଛନ୍ତି କିମ୍ବା ମାନସିକ ଆଘାତ…

ପୋଲିଂ ଅଧିକାରୀଙ୍କୁ ମତଦାନ ସୁଯୋଗ ମିଳୁ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭାରତୀୟ ସମ୍ବିଧାନରେ ମତଦାନ ହେଉଛି ନାଗରିକର ଗଣତାନ୍ତ୍ରିକ ଅଧିକାର। ଏଥିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଏପରିକି ନିର୍ବାଚନ କମିଶନଙ୍କ ମଧ୍ୟ ଏହି କ୍ଷମତା ନାହିଁ। ନିର୍ବାଚନ ପରିଚାଳନା ପାଇଁ ସରକାରୀ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ମାନବ ସମ୍ବଳର…

ଅଭିଯୋଗ ଆଣିଲେ ଗଙ୍ଗୁବାଈଙ୍କ ପୁଅ

ମୁମ୍ବାଇ୧୬।୨: ଫେବୃଆରୀ ୨୫ରେ ରିଲିଜ ହେବାକୁ ଥିବ ବଲିଉଡ୍‌ ଚଳଚ୍ଚିତ୍ର ଗଙ୍ଗୁବାଈ କାଥିଆଓ୍ବାଡି ବିରୋଧରେ ଅଭିଯୋଗ ଆଣିଛନ୍ତି ଗଙ୍ଗୁବାଈଙ୍କ ପୁଅ ବାବୁ ରାଓଜୀ ଶାହା। ଗଙ୍ଗବାଈଙ୍କ ଭଳି ଜଣେ ସମାଜସେବୀଙ୍କୁ ଫିଲ୍ମରେ ଦେହଜୀବୀ ଦର୍ଶାଯାଇଥିବାରୁ ସେ ଆପତ୍ତି ଉଠାଇଛନ୍ତି। ଏ ନେଇ…

ଦୁର୍ନୀତିକୁ ନୀତି କରୁଛନ୍ତି ରାଜ୍ୟ, କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି…

ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା: ୧ମ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ୧ମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୨ଟି ମେଡିକାଲ କଲେଜରେ ଉଭୟ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ରାଜ୍ୟ କୋଟା ସିଟ୍‌ରେ ମୋଟ ୧,୪୬୬ଟି…

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଖୋର୍ଦ୍ଧା ଅଫିସ,୧୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇପାରିବ ନାହିଁ। ଏଥିଲାଗି ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri