Home Left

ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ: ସହରରେ ବିଗିଡିଲାଣି ଆଇନ ଶୃଙ୍ଖଳା

ବଲାଙ୍ଗୀର,୨୧।୧୧: ବଲାଙ୍ଗୀର ସହର ଭିତରେ ଗୋଷ୍ଠୀ ସଂଘର୍ଷ। ଜଣେ ଯୁବକ ହେଲେ ଗୁରୁତର। ବଲାଙ୍ଗୀର ଆନନ୍ଦନଗର ପଡ଼ାରେ ଦୁଇଟି ଗ୍ରୁପରେ ପ୍ରାୟ ଦଶ ଜଣ ଯୁବକ ମାଡ଼ ପିଟ ହେଇଥିଲେ। ଦୁଇ ଗୋଷ୍ଠୀ ଭିତରୁ ଭାସ୍କର ପରିଛା ନାମକ ଜଣେ ଯୁବକଙ୍କୁ…

ନୀତୀଶଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପରେ ଚିରାଗ ପାସୱାନଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୧।୧୧: କେନ୍ଦ୍ର ମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ବିହାର ବିଧାନସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଚିରାଗ ପାସୱାନ କହିଛନ୍ତି ଯେ ୨୦୨୦ ନିର୍ବାଚନ ଏକାକୀ ଲଢ଼ିବା ନିଷ୍ପତ୍ତି…

ଶୁବମନ ଗିଲଙ୍କୁ ନେଇ ରାତାରାତି ହୋଇଗଲା ବଡ଼ ନିଷ୍ପତ୍ତି: ଟିମ୍‌ ମ୍ୟାନେଜମେଣ୍ଟ ନେଲା…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଅଧିନାୟକ ଶୁବମନ ଗିଲଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି। ସେ ଗୌହାଟିରୁ ମୁମ୍ବାଇ ମଧ୍ୟ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। କୋଲକାତାରେ ପ୍ରଥମ…

ଓଡ଼ିଶାରେ ଟି-୨୦ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିବ ବଡ ଦାୟିତ୍ୱ

ମୁମ୍ବାଇ,୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଗାମୀ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ରେ ମୁମ୍ବାଇ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…

ଲୁଣ ଭାବି ଥିମେଟ ଖାଇଦେଲେ ୩ ଶିଶୁ: ଆଉ ତା’ପରେ ଘଟିଗଲା…

ନୀଳଗିରି,୨୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ଘରେ ଥିବା ଲୁଣ ଭାବି ଥିମେଟ ଓ ଖାଇ ଦେଇଥିଲେ। ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ତିନି ପରିବାରର…

ବ୍ରାଜିଲରୁ ଜଳବାୟୁ ବାର୍ତ୍ତା

ଚଳିତ ବର୍ଷ ବ୍ରାଜିଲର ବେଲେମରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୩୦)ର ନିଷ୍କର୍ଷକୁ ବିଶ୍ୱରେ ସମସ୍ତେ ଉତ୍ସୁକତାର ସହ ଚାହଁିରହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଜୀବନ ଓ ପରିବେଶ ଉପରେ ପଡ଼ୁଛି ଏବଂ ଏହାର ଜରୁରୀ ମୁକାବିଲା କରାଯିବା…

ବାପା ଏମ୍‌ପି, ମା’ ବିଧାୟିକା; ବିନା ନିର୍ବାଚନ ଲଢି ପୁଅ ହେଲେ ମନ୍ତ୍ରୀ: ଜାଣନ୍ତୁ ‘ଭାଇରାଲ ମିନିଷ୍ଟର’ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୧।୧୧: ଦୀର୍ଘବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଆସିଥିବା ଜେଡିୟୁ ନେତା ନୀତୀଶ କୁମାର ଗୁରୁବାର ରେକର୍ଡ ୧୦ମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶ ବିହାରର ନୂତନ ସରକାରରେ ମନ୍ତ୍ରୀ ନିଯୁକ୍ତ କରାଯାଇଛି। ତାଙ୍କର…

ଆଶେସ୍ ପୂର୍ବରୁ ବାକ୍‌-ଯୁଦ୍ଧ: ‘ସ୍ୟାଣ୍ଡପେପର’ କଥା ଉଠାଇଲେ ପାନେସର, ପାଲଟା ଜବାବ ଦେଲେ ସ୍ମିଥ୍

ନୂଆଦିଲ୍ଲୀ,୨୧।୧୧: ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେବାକୁ ଥିବା ହାଇ-ଭୋଲଟେଜ୍ ଆଶେସ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାଣ୍ଡ-ଇନ୍ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍ ଏବଂ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସରଙ୍କ ମଧ୍ୟରେ ଏକ ଅପ୍ରତ୍ୟାଶିତ ବାକ୍-ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବତନ ଇଂଲଣ୍ଡ ସ୍ପିନର…

ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏବି ଡିଭିଲିୟର୍ସ: ନିଜ ଇଚ୍ଛାରେ ଖେଳାଳିଙ୍କୁ…

ନୂଆଦିଲ୍ଲୀ,୨୧।୧୧: କୋଲକାତା ଟେଷ୍ଟରେ ୩୦ ରନର ପରାଜୟ ଟିମ ଇଣ୍ଡିଆ ଏବଂ ଏହାର ପରିଚାଳନା ଉପରେ ଅନେକ ପ୍ରଶ୍ନ ଉଠାଇଛି। ମ୍ୟାଚ ପରେ, ପିଚ, ଦଳ ଚୟନ ଏବଂ ଖେଳାଳି କୌଶଳକୁ ନେଇ ବିତର୍କ ହଠାତ୍‌ ଆରମ୍ଭ ହୋଇଗଲା। ଭାରତୀୟ ମୁଖ୍ୟ…

Video: ହ୍ୱାଇଟ ହାଉସରେ ରୋନାଲ୍ଡୋଙ୍କ ସହ ଫୁଟବଲ ଖେଳିଲେ ଟ୍ରମ୍ପ

ୱାଶିଂଟନ୍, ୨୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଉଭୟଙ୍କୁ ହ୍ୱାଇଟ ହାଉସର ଓଭାଲ୍ ଅଫିସ୍ (Oval Office) ଭିତରେ ଫୁଟବଲ୍ ଖେଳୁଥିବାର ଦେଖାଯାଉଛି। ତେବେ…

ଅବହେଳିତ କଡ୍ରୁସୋରୁ ଗାଁ: ରାସ୍ତା ନାହିଁ, ଝରଣା ପାଣି ଭରସା

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ ମଧ୍ୟ ଦୁର୍ଗମ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ…

ରାସନ କାର୍ଡରୁ କଟିଲା ୨.୨୫ କୋଟି  ହିତାଧିକାରୀଙ୍କ ନାମ, ଆପଣଙ୍କ ନାଁ ନାହିଁ ତ…

ନୂଆଦିଲ୍ଲୀ,୨୦।୧୧: ମାଗଣା ମାସିକ ରାସନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ, ୨.୨୫ କୋଟି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଇଛି। ଖାଦ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri