Home Left

କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର କୁହାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ନାଟୋ ସଦସ୍ୟ ଦେଶ ଭଳି କାନାଡା…

୮ ଗୁଣ ବୃଦ୍ଧି ହେଲା ସଡ଼କ ଦୁର୍ଘଟଣାରେ ମୃତ୍ୟୁ କ୍ଷତିପୂରଣ

ନୂଆଦିଲ୍ଲୀ,୨୮।୨: ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ୮ ଗୁଣ ବୃଦ୍ଧି କରାଯାଇଛି। ଏପ୍ରିଲ ୧ରୁ ଦୁର୍ଘଟଣାରେ କେହି ପ୍ରାଣ ହରାଇଲେ ତାଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସଡ଼କ ପରିବହନ ଓ ଜାତୀୟ…

ଛାତ୍ରଙ୍କ ଆତ୍ମହତ୍ୟା ପରେ ବନ୍ଧା ହେଲେ ପ୍ରଧାନଶିକ୍ଷୟିତ୍ରୀ

ଫରିଦାବାଦ,୨୮।୨: ଗ୍ରେଟର ଫରିଦାବାଦ୍‌ରେ ଏକ ବେସରକାରୀ ସ୍କୁଲର ୧୬ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାର ୩ ଦିନ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ପୋଲିସକୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ନାବାଳକ ତାଙ୍କର ଚରମ ନିଷ୍ପତ୍ତି ଲାଗି ସ୍କୁଲ ଓ ଉଚ୍ଚ ଅଧିକାରୀଙ୍କୁ ଦାୟୀ…

ହେଭିୱେଟ୍‌ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି

ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍‌ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ପକ୍ଷରୁ ବଲାଙ୍ଗୀରରେ…

ମୁଁ ଅସୁସ୍ଥ: ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ସୁପର ଆକ୍ଟିଭ ବିଗ୍‌ ବି ଜିମ୍‌ ଯାଇ ଝାଳ ବୁହାଇଥାନ୍ତି। ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର…

ଗୁଲାମ ନବୀଙ୍କ ପୁତୁରା ଭାଜପାରେ ସାମିଲ

ଜମ୍ମୁ,୨୮।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାଶିର ଆଜାଦ ଭାଜପାରେ ସାମିଲ ହୋଇଛନ୍ତି। ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ସେ ପ୍ରଭାବିତ ହୋଇଥିବା କହିଛନ୍ତି। ଗୁଲାମ ନବୀଙ୍କ ସାନଭାଇ ଲିଆକତ୍‌ ଅଲିଙ୍କ ପୁଅ ମୁବାଶିର।…

ମହାଶିବରାତ୍ରି ପୂର୍ବରୁ କେତକୀ ଫୁଲ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୨୮ା୨: ଚଳିତ ବର୍ଷ ବ୍ରହ୍ମପୁର ସହରରେ ମହାଶିବରାତ୍ରି ପାଳନକୁ ନେଇ ରେଶମ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଏବେ କେତକୀ ଫୁଲ ଚାହିଦା ବୃଦ୍ଧି ପାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ସହରରେ କେତକୀ ଫୁଲ…

ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି।…

ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

କ୍ୱିଭ୍‌,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ ପରିସ୍ଥିତି ସହିତ ମୁକାବିଲା କରୁଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ ଅନେକ…

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ ମାଟିକୁ ରକ୍ଷା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନବାସୀ। ସେ ମଡେଲ…

କୋହଲିଙ୍କୁ ପଛରେ ପକାଇଲେ ଶ୍ରେୟାସ

ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ଭାରତ ୩-୦ରେ ସିରିଜ୍‌କୁ ମୂଳପୋଛ କରିଛି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରେୟାସ…

କୁମ୍ଭୀରକୁ ଚକ୍‌ମା ଦେଲା କଇଁଛ:ଦେଖନ୍ତୁ ଲୋକଟାଙ୍କୁରା ଭିଡିଓ

ଯେପରି ସିଂହକୁ ଜଙ୍ଗଲର ରାଜା କୁହାଯାଏ, ସେହିପରି କୁମ୍ଭୀରକୁ ‘ଜଳର ରାଜା’ କୁହାଯାଏ। ଶିକାରରେ ଉଭୟ କେହି କାହାଠାରୁ କମ୍‌ ନୁହେଁ। କୁମ୍ଭୀରଟି ତାର ଶିକାରକୁ ଏପରି ଆକ୍ରମଣ କରେ ଯେ ଏହାର କବଳରୁ ରକ୍ଷା ପାଇବା କଷ୍ଟକର ହୋଇଯାଏ। ଯେତେବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri